Psalm 30:8
ତଣେୁ ହେ ପରମେଶ୍ବର, ମୁଁ ତୁମ୍ଭକୁ ମାେ ପ୍ରତି ସଦଯ ହବୋକୁ ନିବଦନେ କଲି।
Psalm 30:8 in Other Translations
King James Version (KJV)
I cried to thee, O LORD; and unto the LORD I made supplication.
American Standard Version (ASV)
I cried to thee, O Jehovah; And unto Jehovah I made supplication:
Bible in Basic English (BBE)
My voice went up to you, O Lord; I made my prayer to the Lord.
Darby English Bible (DBY)
I called to thee, Jehovah, and unto the Lord did I make supplication:
Webster's Bible (WBT)
LORD, by thy favor thou hast made my mountain to stand strong: thou didst hide thy face, and I was troubled.
World English Bible (WEB)
I cried to you, Yahweh. To Yahweh I made supplication:
Young's Literal Translation (YLT)
Unto Thee, O Jehovah, I call, And unto Jehovah I make supplication.
| I cried | אֵלֶ֣יךָ | ʾēlêkā | ay-LAY-ha |
| to | יְהוָ֣ה | yĕhwâ | yeh-VA |
| thee, O Lord; | אֶקְרָ֑א | ʾeqrāʾ | ek-RA |
| unto and | וְאֶל | wĕʾel | veh-EL |
| the Lord | אֲ֝דֹנָ֗י | ʾădōnāy | UH-doh-NAI |
| I made supplication. | אֶתְחַנָּֽן׃ | ʾetḥannān | et-ha-NAHN |
Cross Reference
Psalm 34:6
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କଲେ।
Psalm 77:1
ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
Psalm 130:1
ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତଣେୁ ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକୁଛି।
1 Corinthians 12:8
ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆ ଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ବାରା ବୁଦ୍ଧି ରେ କଥା କହିବାକୁ ଦକ୍ଷତା ଦିଆ ହାଇେଛି, ଓ ଅନ୍ୟ ଜଣକୁ ସହେି ଆତ୍ମାଙ୍କ ଦ୍ବାରା ଜ୍ଞାନର କଥା କହିବାକୁ ଯୋଗ୍ଯତା ଦିଆ ହାଇେଛି।
Philippians 4:6
କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।