Psalm 23:4
ୟଦିଓ ମୁଁ ମୃତ୍ଯୁଛାଯାର ରୂପ ଉପତ୍ୟକାରେ ଏକା ବାଟ ଚାଲେ, ୟାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁ ଭୟଭୀତ ହବେି ନାହିଁ। କାରଣ ସଦାପ୍ରଭୁ, ତୁମ୍ଭେ ମାେ ସହିତ ଅଛ। ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମାେତ ସୁରକ୍ଷା କରେ।
Psalm 23:4 in Other Translations
King James Version (KJV)
Yea, though I walk through the valley of the shadow of death, I will fear no evil: for thou art with me; thy rod and thy staff they comfort me.
American Standard Version (ASV)
Yea, thou I walk through the valley of the shadow of death, I will fear no evil; for thou art with me; Thy rod and thy staff, they comfort me.
Bible in Basic English (BBE)
Yes, though I go through the valley of deep shade, I will have no fear of evil; for you are with me, your rod and your support are my comfort.
Darby English Bible (DBY)
Yea, though I walk through the valley of the shadow of death, I will fear no evil: for thou art with me; thy rod and thy staff, they comfort me.
Webster's Bible (WBT)
Yes, though I walk through the valley of the shades of death, I will fear no evil: for thou art with me; thy rod and thy staff they comfort me.
World English Bible (WEB)
Even though I walk through the valley of the shadow of death, I will fear no evil, for you are with me. Your rod and your staff, they comfort me.
Young's Literal Translation (YLT)
Also -- when I walk in a valley of death-shade, I fear no evil, for Thou `art' with me, Thy rod and Thy staff -- they comfort me.
| Yea, | גַּ֤ם | gam | ɡahm |
| though | כִּֽי | kî | kee |
| I walk | אֵלֵ֨ךְ | ʾēlēk | ay-LAKE |
| through the valley | בְּגֵ֪יא | bĕgêʾ | beh-ɡAY |
| death, of shadow the of | צַלְמָ֡וֶת | ṣalmāwet | tsahl-MA-vet |
| I will fear | לֹא | lōʾ | loh |
| no | אִ֘ירָ֤א | ʾîrāʾ | EE-RA |
| evil: | רָ֗ע | rāʿ | ra |
| for | כִּי | kî | kee |
| thou | אַתָּ֥ה | ʾattâ | ah-TA |
| art with | עִמָּדִ֑י | ʿimmādî | ee-ma-DEE |
| rod thy me; | שִׁבְטְךָ֥ | šibṭĕkā | sheev-teh-HA |
| and thy staff | וּ֝מִשְׁעַנְתֶּ֗ךָ | ûmišʿantekā | OO-meesh-an-TEH-ha |
| they | הֵ֣מָּה | hēmmâ | HAY-ma |
| comfort | יְנַֽחֲמֻֽנִי׃ | yĕnaḥămunî | yeh-NA-huh-MOO-nee |
Cross Reference
Isaiah 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
Psalm 138:7
ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।
Psalm 118:6
ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,
Psalm 3:6
ହଜାର ହଜାର ସୈନ୍ଯମାନେ ମାେ ଚାରିକଡ଼ରେ ଘରେି ରହିଲେ ସୁଦ୍ଧା ମୁଁ ସହେି ଶତ୍ରୁମାନଙ୍କୁ କବେେ ଭୟ କରିବି ନାହିଁ।
Micah 7:14
ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।
Isaiah 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।
Psalm 46:1
ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।
Job 10:21
ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।
2 Timothy 4:22
ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।
Psalm 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।
1 Corinthians 15:55
ମୃତ୍ଯୁ ତୁମ୍ଭର ବିଜୟ କେଉଁଠା ରେ ଅଛି ? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠା ରେ ଅଛି ହାେେଶୟ 13;14
Acts 18:9
ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।
Luke 1:79
ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।
Matthew 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
Psalm 46:11
ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।
Job 3:5
ମୁଁ ଚା ହେଁ ସହେି ଦିନଟି ମୃତ୍ଯୁ ଭଳି ଅନ୍ଧକାର ହାଇେ ରହନ୍ତା। ମୁଁ ଚା ହେଁ ବାଦଲ ତାକୁ ଲୁଚାଇ ଦିଅନ୍ତା। ମୁଁ ଚା ହେଁ ଯେଉଁଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସହେିଦିନର ଆଲୋକକୁ ଭୟଭୀତ କରାଇଦେଉ।
Psalm 44:19
ହେ ପରମେଶ୍ବର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦଲେ ୟାହା ମୃତ୍ଯୁଭଳି ଗାଢ଼ ଅନ୍ଧକାର ଅଟେ।
Psalm 14:5
ସହେି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି କାହିଁକି ?
Jeremiah 2:6
ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ ଯେ, 'ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତର ରେ ମରୁଭୂମି ଓ ଗର୍ତ୍ତମଯ ଦେଶରୁ ଆଉ ନିର୍ଜନ ଓ ମୃତ୍ଯୁଛାଯାରୂପ ଦେଶରୁ, ପୁଣି ପଥିକବିହୀନ ଓ ନିବାସୀଶୂନ୍ଯ ଦେଶ ମଧ୍ଯରୁ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସହେି ସଦାପ୍ରଭୁ କାହାଁନ୍ତି ?'
Isaiah 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
Job 24:17
ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।
Psalm 110:2
ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।
Zechariah 11:10
ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।
Matthew 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
Zechariah 8:23
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'
Zechariah 11:14
ତା'ପ ରେ ମୁଁ ବନ୍ଧନୀ ନାମକ ୟଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇଶ୍ରାୟେଲର ଏକତା ନଷ୍ଟ କରିବା ପାଇଁ।