Psalm 22

1 ହେ ମାରେ ପରମେଶ୍ବର, ହେ ମାରେ ସଦାପ୍ରଭୁ, କାହିଁକି ତୁମ୍ଭେ ମାେତେ ପରିତ୍ଯାଗ କଲ ? ତୁମ୍ଭେ ମାେ ନିକଟରୁ ବହୁତ ଦୂରରେ ଥାଇ କିପରି ମାେତେ ସାହାୟ୍ଯ କରିବ। ତୁମ୍ଭେ ମାରେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ ?

2 ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ଦିନରେ ଡ଼ାକିଲି କିନ୍ତୁ ତୁମ୍ଭେ ଉତ୍ତର ଦଲେ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡ଼ାକିଲି।

3 ହେ ପରମେଶ୍ବର, ତୁମ୍ଭେ ଏକମାତ୍ର ପବିତ୍ର ଅଟ। ତୁମ୍ଭେ ରାଜାର ଆସନରେ ଆସୀନ। ଇଶ୍ରାୟେଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।

4 ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ବାସ କରିଥିଲେ। ହଁ ସମାନେେ ତୁମ୍ଭକୁ ବିଶ୍ବାସ କରୁଥିଲେ। ହେ ପରମେଶ୍ବର, ତୁମ୍ଭେ ହିଁ ସମାନଙ୍କେୁ ଉଦ୍ଧାର କରିଅଛ।

5 ହେ ପରମେଶ୍ବର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାୟ୍ଯ ପାଇଁ ଡାକିଲେ ଏବଂ ସମାନେେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ। ସମାନେେ ତୁମ୍ଭଙ୍କୁ ବିଶ୍ବାସ କରିଥିବାରୁ ସମାନେେ ନିରାଶ ହେଲେ ନାହିଁ।

6 କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।

7 ପ୍ରେତ୍ୟକକ ୟିଏ ମାେତେ ଦେଖେ ସମାନେେ ମାରେ ପରିହାସ କରନ୍ତି। ସମାନେେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।

8 ସମାନେେ ମାେତେ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକ, ସେ ତୁମ୍ଭକୁ ଉଦ୍ଧାର କରିପାରନ୍ତି। ୟଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥାନ୍ତି ତବେେ ନିଶ୍ଚଯ ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସିବେ।

9 ହେ ପରମେଶ୍ବର, ସତ୍ଯ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ୟାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ। ତୁମ୍ଭେ ମାରେ ଯତ୍ନ ନଇେଛ, ଯେଉଁଦିନରୁ ମୁଁ ଜନ୍ମଲାଭ କରିଛି। ତୁମ୍ଭେ ମାେତେ ସୁରକ୍ଷା ତଥା ବିଶ୍ବାସ ପ୍ରଦାନ କରିଛ, ୟବେେଠୁଁ ମୁଁ ଏକ େଛାଟ ପିଲା ଥିଲି।

10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ବର ବୋଲି ମାନି ଆସିଛି। ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହାଇେଛି।

11 ତଣେୁ ହେ ପରମେଶ୍ବର ତୁମ୍ଭେ ମାେତେ ପରିତ୍ଯାଗ କର ନାହିଁ। ଆଗରେ ବିପଦ ମାଡ଼ି ଆସୁଛି, ମାେତେ ସାହାୟ୍ଯ କରିବାକୁ କହେି ନାହିଁ।

12 ଲୋକମାନେ ମାରେ ଚାରିପାଖରେ ଘରେି ରହିଛନ୍ତି। ସମାନେେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।

13 ସମାନେେ ମୁଖ ମଲୋଇ ରହିଛନ୍ତି ସତେ ୟମେିତି ଏକ ସିଂହ ତା'ର ଶିକାର ପଶୁକୁ ଆଗରେ ଦେଖି ଗର୍ଜ୍ଜନ କରେ।

14 ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

15 ମାରେ ପାଟି ଖଣ୍ଡେ ଖପରା ପରି ଶୁଷ୍କ ହାଇେ ଯାଉଛି। ମାରେ ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମାେତେ ମୃତ୍ଯୁର ଧୂଳିରେ ଫିଙ୍ଗି ଦଇେଛ।

16 କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।

17 ମାରେ ପଞ୍ଜରା ସବୁ ଗଣି ହାଇେ ଯାଉଛି ଓ ସହେି ଲୋକମାନେ ମାେ ଆଡ଼କୁ କ୍ରୁର ଦୃଷ୍ଟିରେ ଚାହୁଁଛନ୍ତି।

18 ସହେି ଲୋକମାନେ ମାରେ ବସ୍ତୁସବୁ ନିଜ ଭିତରେ ବାଣ୍ଟି ନଲେେ। ସମାନେେ ମାରେ ଚୋଗାକୁ ବାଜି ଲଗାନ୍ତି।

19 ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରିତ୍ଯାଗ କର ନାହିଁ। ତୁମ୍ଭେ ହିଁ ମାରେ ଶକ୍ତି, ଶୀଘ୍ର ମାେତେ ସାହାୟ୍ଯ କର।

20 ହେ ସଦାପ୍ରଭୁ, ମାରେ ପ୍ରାଣକୁ ସହେି ଖଡ୍ଗରୁ ରକ୍ଷା କର। ସହେି କୁକୁରମାନଙ୍କ କବଳରୁ ମାରେ ମୂଲ୍ଯବାନ ଆତ୍ମାକୁ ରକ୍ଷା କର।

21 ମାେତେ ସିଂହ ମୁଖରୁ ଉଦ୍ଧାର କର। ମାେତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମାରେ ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି। ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।

23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜଯଗାନ କର। ହେ ୟାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର। ଇଶ୍ରାୟେଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦଖାେଅ।

24 କାହିଁକି ? କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ଯକ୍ତିମାନଙ୍କୁ ହିଁ ସାହାୟ୍ଯ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସମାନଙ୍କେୁ ଘୃଣା କରନ୍ତି ନାହିଁ। ୟଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାୟ୍ଯ ପ୍ରାର୍ଥନା କରନ୍ତି, ସେ ସମାନଙ୍କେଠାରୁ ନିଜକୁ ଦୂରଇେ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜଯଗାନ କଲି ତାହା ତୁମ୍ଭ ପ୍ରରଣୋର ଫଳ। ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମାରେ ନବୈେଦ୍ଯ ତାଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କରିବି ୟାହା ମୁଁ ପ୍ରତିଜ୍ଞା କରିଛି।

26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ। ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜଯଗାନ କର। ତୁମ୍ଭର ହୃଦଯ ଚିରଦିନ ପାଇଁ ଜୀବନ୍ତ ରହୁ।

27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।

28 କାହିଁକି ? କାରଣ ସେ ହେଉଛନ୍ତି ରାଜା। ସେ ସବୁ ରାଜ୍ଯକୁ ଶାସନ କରନ୍ତି।

29 ବଳଶାଳୀ, ସ୍ବାସ୍ଥ୍ଯବାନ୍ ଲୋକମାନେ ଭୋଜନ କରି ପରମେଶ୍ବରଙ୍କ ସମ୍ମୁଖରେ ପ୍ରଣାମ ହବେେ। ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ଯୁବରଣ କରିବେ ଓ ଯେଉଁମାନେ ମୃତ୍ଯୁବରଣ କରିଛନ୍ତି ପରମେଶ୍ବରଙ୍କ ସମ୍ମୁଖରେ ନତ ମସ୍ତକ ହବେେ।

30 ଏବଂ ଭବିଷ୍ଯତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସବୋ କରିବେ। ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।

31 ପ୍ରେତ୍ୟକକ ପିଢ଼ି ତା'ର ପିଲାମାନଙ୍କୁ ଧାର୍ମିକତା ବିଷଯ କହିବେ, ୟାହା ସବୁ ପରମେଶ୍ବର କରିଛନ୍ତି।

1 To the chief Musician upon Aijeleth Shahar, A Psalm of David.

2 My God, my God, why hast thou forsaken me? why art thou so far from helping me, and from the words of my roaring?

3 O my God, I cry in the daytime, but thou hearest not; and in the night season, and am not silent.

4 But thou art holy, O thou that inhabitest the praises of Israel.

5 Our fathers trusted in thee: they trusted, and thou didst deliver them.

6 They cried unto thee, and were delivered: they trusted in thee, and were not confounded.

7 But I am a worm, and no man; a reproach of men, and despised of the people.

8 All they that see me laugh me to scorn: they shoot out the lip, they shake the head, saying,

9 He trusted on the Lord that he would deliver him: let him deliver him, seeing he delighted in him.

10 But thou art he that took me out of the womb: thou didst make me hope when I was upon my mother’s breasts.

11 I was cast upon thee from the womb: thou art my God from my mother’s belly.

12 Be not far from me; for trouble is near; for there is none to help.

13 Many bulls have compassed me: strong bulls of Bashan have beset me round.

14 They gaped upon me with their mouths, as a ravening and a roaring lion.

15 I am poured out like water, and all my bones are out of joint: my heart is like wax; it is melted in the midst of my bowels.

16 My strength is dried up like a potsherd; and my tongue cleaveth to my jaws; and thou hast brought me into the dust of death.

17 For dogs have compassed me: the assembly of the wicked have inclosed me: they pierced my hands and my feet.

18 I may tell all my bones: they look and stare upon me.

19 They part my garments among them, and cast lots upon my vesture.

20 But be not thou far from me, O Lord: O my strength, haste thee to help me.

21 Deliver my soul from the sword; my darling from the power of the dog.

22 Save me from the lion’s mouth: for thou hast heard me from the horns of the unicorns.

23 I will declare thy name unto my brethren: in the midst of the congregation will I praise thee.

24 Ye that fear the Lord, praise him; all ye the seed of Jacob, glorify him; and fear him, all ye the seed of Israel.

25 For he hath not despised nor abhorred the affliction of the afflicted; neither hath he hid his face from him; but when he cried unto him, he heard.

26 My praise shall be of thee in the great congregation: I will pay my vows before them that fear him.

27 The meek shall eat and be satisfied: they shall praise the Lord that seek him: your heart shall live for ever.

28 All the ends of the world shall remember and turn unto the Lord: and all the kindreds of the nations shall worship before thee.

29 For the kingdom is the Lord’s: and he is the governor among the nations.

30 All they that be fat upon earth shall eat and worship: all they that go down to the dust shall bow before him: and none can keep alive his own soul.

31 A seed shall serve him; it shall be accounted to the Lord for a generation.

32 They shall come, and shall declare his righteousness unto a people that shall be born, that he hath done this.

Ruth 3 in Tamil and English

1 ਖਲਵਾੜਾ ਫ਼ੇਰ ਰੂਥ ਦੀ ਸੱਸ ਨਾਓਮੀ ਨੇ ਉਸ ਨੂੰ ਆਖਿਆ, “ਮੇਰੀਏ ਧੀਏ, ਮੈਨੂੰ ਤੇਰੇ ਲਈ ਇੱਕ ਚੰਗਾ ਪਤੀ ਲੱਭਣ ਦੇ ਜੋ ਤੇਰੇ ਲਈ ਪ੍ਰਬੰਧ ਕਰੇਗਾ, ਤਾਂ ਜੋ ਤੈਨੂੰ ਸ਼ਾਂਤੀ ਅਤੇ ਅਰਾਮ ਮਿਲ ਸੱਕੇ।
Then Naomi her mother in law said unto her, My daughter, shall I not seek rest for thee, that it may be well with thee?

2 ਹੋ ਸੱਕਦਾ ਬੋਅਜ਼ ਹੀ ਢੁਕਵਾਂ ਆਦਮੀ ਹੋਵੇ। ਬੋਅਜ਼ ਸਾਡਾ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹੈ ਅਤੇ ਤੂੰ ਉਸ ਦੀਆਂ ਕਾਮੀਆਂ ਨਾਲ ਕੰਮ ਕੀਤਾ ਹੈ। ਅੱਜ, ਉਹ ਆਪਣੇ ਖਲਵਾੜੇ ਵਿੱਚ ਜੌਂ ਨੂੰ ਫ਼ਟਕ ਰਿਹਾ ਹੋਵੇਗਾ।
And now is not Boaz of our kindred, with whose maidens thou wast? Behold, he winnoweth barley to night in the threshingfloor.

3 ਜਾ ਅਤੇ ਨਹਾ ਕੇ ਅਤਰ ਛਿੜਕ ਲੈ ਚੰਗੇ ਕੱਪੜੇ ਪਾ ਅਤੇ ਖਲਵਾੜੇ ਵੱਲ ਚਲੀ ਜਾ, ਪਰ ਤੂੰ ਓਨੀ ਦੇਰ ਬੋਅਜ਼ ਨੂੰ ਨਜ਼ਰ ਨਾ ਆਵੀਂ ਜਦੋਂ ਤੱਕ ਉਹ ਰਾਤ ਦਾ ਖਾਣਾ ਖਤਮ ਨਾ ਕਰ ਲਵੇ।
Wash thyself therefore, and anoint thee, and put thy raiment upon thee, and get thee down to the floor: but make not thyself known unto the man, until he shall have done eating and drinking.

4 ਖਾਣ ਤੋਂ ਬਾਦ ਉਹ ਅਰਾਮ ਕਰਨ ਲਈ ਲੇਟ ਜਾਵੇਗਾ ਉੱਥੇ ਜਾਵੀਂ ਅਤੇ ਉਸ ਦਿਆਂ ਪੈਰਾਂ ਤੋਂ ਵਸਤਰ ਹਟਾ ਦੇਵੀਂ। ਫ਼ਿਰ ਬੋਅਜ਼ ਨਾਲ ਲੇਟ ਜਾਵੀਂ। ਫ਼ੇਰ ਉਹ ਤੈਨੂੰ ਦੱਸੇਗਾ ਕਿ ਕੀ ਕਰਨਾ ਹੈ।”
And it shall be, when he lieth down, that thou shalt mark the place where he shall lie, and thou shalt go in, and uncover his feet, and lay thee down; and he will tell thee what thou shalt do.

5 ਰੂਥ ਨੇ ਜਵਾਬ ਦਿੱਤਾ, “ਜੋ ਤੁਸੀਂ ਆਖਿਆ ਹੈ ਮੈਂ ਉਵੇਂ ਹੀ ਕਰਾਂਗੀ।”
And she said unto her, All that thou sayest unto me I will do.

6 ਇਸ ਲਈ ਰੂਥ ਖਲਵਾੜੇ ਵੱਲ ਗਈ। ਰੂਥ ਨੇ ਉਹ ਸਭ ਕੁਝ ਕੀਤਾ ਜੋ ਉਸਦੀ ਸੱਸ ਨੇ ਕਰਨ ਲਈ ਆਖਿਆ ਸੀ।
And she went down unto the floor, and did according to all that her mother in law bade her.

7 ਖਾਣ-ਪੀਣ ਤੋਂ ਬਾਦ ਬੋਅਜ਼ ਬਹੁਤ ਸੰਤੁਸ਼ਟ ਹੋ ਗਿਆ। ਬੋਅਜ਼ ਅਨਾਜ ਦੇ ਢੇਰ ਨੇੜੇ ਲੇਟ ਗਿਆ। ਫ਼ੇਰ ਰੂਥ ਬਹੁਤ ਚੁੱਪ-ਚਾਪ ਉਸ ਦੇ ਕੋਲ ਗਈ ਅਤੇ ਉਸ ਦੇ ਪੈਰਾਂ ਤੋਂ ਵਸਤਰ ਹਟਾ ਦਿੱਤਾ। ਰੂਥ ਉਸ ਦੇ ਪੈਰਾਂ ਕੋਲ ਲੇਟ ਗਈ।
And when Boaz had eaten and drunk, and his heart was merry, he went to lie down at the end of the heap of corn: and she came softly, and uncovered his feet, and laid her down.

8 ਅੱਧੀ ਰਾਤ ਵੇਲੇ ਬੋਅਜ਼ ਨੇ ਪਾਸਾ ਪਰਤਿਆ ਆਪਣੀ ਨੀਂਦ ਵਿੱਚ ਅਤੇ ਉੱਠ ਖੜ੍ਹਾ ਹੋਇਆ। ਉਹ ਬਹੁਤ ਹੈਰਾਨ ਹੋ ਗਿਆ। ਉਸ ਦੇ ਪੈਰਾਂ ਨੇੜੇ ਇੱਕ ਔਰਤ ਲੇਟੀ ਹੋਈ ਸੀ।
And it came to pass at midnight, that the man was afraid, and turned himself: and, behold, a woman lay at his feet.

9 ਬੋਅਜ਼ ਨੇ ਆਖਿਆ, “ਤੂੰ ਕੌਣ ਹੈ?” ਉਸ ਨੇ ਆਖਿਆ, “ਮੈਂ ਤੁਹਾਡੀ ਨੌਕਰਾਨੀ ਰੂਥ ਹਾਂ ਮੇਰੇ ਉੱਪਰ ਆਪਣੀ ਚਾਦਰ ਪਾ ਦਿਉ ਤੁਸੀਂ ਮੇਰੇ ਰਾਖੇ ਹੋ।”
And he said, Who art thou? And she answered, I am Ruth thine handmaid: spread therefore thy skirt over thine handmaid; for thou art a near kinsman.

10 ਤਾਂ ਬੋਅਜ਼ ਨੇ ਆਖਿਆ, “ਮੁਟਿਆਰੇ ਯਹੋਵਾਹ ਤੇਰਾ ਭਲਾ ਕਰੇ। ਤੂੰ ਮੇਰੇ ਉੱਤੇ ਮਿਹਰਬਾਨ ਰਹੀਂ ਹੈ ਮੇਰੇ ਲਈ ਤੇਰੀ ਮਿਹਰਬਾਨੀ ਉਸ ਮਿਹਰਬਾਨੀ ਨਾਲੋਂ ਵਡੇਰੀ ਹੈ ਜਿਹੜੀ ਤੂੰ ਸ਼ੁਰੂ ਵਿੱਚ ਨਾਓਮੀ ਉੱਤੇ ਕੀਤੀ ਸੀ। ਤੂੰ ਸ਼ਾਦੀ ਲਈ ਕਿਸੇ ਅਮੀਰ ਜਾਂ ਗਰੀਬ ਜਵਾਨ ਆਦਮੀ ਨੂੰ ਵੀ ਚੁਣ ਸੱਕਦੀ ਸੀ ਪਰ ਤੂੰ ਅਜਿਹਾ ਨਹੀਂ ਕੀਤਾ।
And he said, Blessed be thou of the Lord, my daughter: for thou hast shewed more kindness in the latter end than at the beginning, inasmuch as thou followedst not young men, whether poor or rich.

11 ਹੁਣ, ਮੁਟਿਆਰੇ ਭੈਭੀਤ ਨਾ ਹੋ ਜੋ ਤੂੰ ਆਖੇਗੀ ਮੈਂ ਉਹੀ ਕਰਾਂਗਾ। ਸਾਡੇ ਕਸਬੇ ਦੇ ਸਾਰੇ ਲੋਕ ਜਾਣਦੇ ਹਨ ਕਿ ਤੂੰ ਬਹੁਤ ਚੰਗੀ ਔਰਤ ਹੈ।
And now, my daughter, fear not; I will do to thee all that thou requirest: for all the city of my people doth know that thou art a virtuous woman.

12 ਅਤੇ ਇਹ ਸੱਚ ਹੈ ਕਿ ਮੈਂ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹਾਂ। ਪਰ ਇੱਥੇ ਇੱਕ ਆਦਮੀ ਹੈ ਜਿਹੜਾ ਮੇਰੇ ਨਾਲੋਂ ਵੱਧੇਰੇ ਤੇਰਾ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹੈ।
And now it is true that I am thy near kinsman: howbeit there is a kinsman nearer than I.

13 ਰਾਤ ਇੱਥੇ ਰੁਕ ਜਾ ਸਵੇਰੇ ਅਸੀਂ ਦੇਖਾਂਗੇ ਕਿ ਕੀ ਉਹ ਤੇਰੀ ਮਦਦ ਕਰੇਗਾ। ਜੇ ਉਹ ਤੇਰੀ ਮਦਦ ਕਰਨ ਦਾ ਫ਼ੈਸਲਾ ਕਰਦਾ ਹੈ ਤਾਂ ਬਹੁਤ ਚੰਗੀ ਗੱਲ ਹੈ। ਜੇ ਉਹ ਮਦਦ ਕਰਨ ਤੋਂ ਇਨਕਾਰ ਕਰਦਾ ਹੈ ਤਾਂ ਮੈਂ ਯਹੋਵਾਹ ਨੂੰ ਹਾਜਰ-ਨਾਜਰ ਸਮਝਕੇ ਇਕਰਾਰ ਕਰਦਾ ਹਾਂ ਕਿ ਮੈਂ ਤੇਰੇ ਨਾਲ ਸ਼ਾਦੀ ਕਰ ਲਵਾਂਗਾ ਅਤੇ ਤੇਰੇ ਲਈ ਅਲੀਮਲਕ ਦੀ ਧਰਤੀ ਵਾਪਸ ਖਰੀਦ ਦੇਵਾਂਗਾ। ਇਸ ਲਈ ਸਵੇਰ ਹੋਣ ਤੱਕ ਇੱਥੇ ਲੇਟੀ ਰਹਿ।”
Tarry this night, and it shall be in the morning, that if he will perform unto thee the part of a kinsman, well; let him do the kinsman’s part: but if he will not do the part of a kinsman to thee, then will I do the part of a kinsman to thee, as the Lord liveth: lie down until the morning.

14 ਇਸ ਲਈ ਰੂਥ ਬੋਅਜ਼ ਦੇ ਪੈਰਾਂ ਨੇੜੇ ਸਵੇਰ ਤੱਕ ਲੇਟੀ ਰਹੀ। ਹਾਲੇ ਹਨੇਰਾ ਹੀ ਸੀ ਜਦੋਂ ਉਹ ਉੱਠ ਖਲੋਤੀ। ਇਸਤੋਂ ਪਹਿਲਾਂ ਕਿ ਇੰਨਾ ਚਾਨਣ ਹੋ ਜਾਵੇ ਕਿ ਲੋਕ ਇੱਕ ਦੂਜੇ ਨੂੰ ਪਛਾਣ ਲੈਣ। ਬੋਅਜ਼ ਨੇ ਉਸ ਨੂੰ ਆਖਿਆ, “ਅਸੀਂ ਇਸ ਗੱਲ ਨੂੰ ਗੁਪਤ ਰੱਖਾਂਗੇ ਕਿ ਤੂੰ ਪਿੱਛਲੀ ਰਾਤ ਮੇਰੇ ਕੋਲ ਆਈ ਸੀ।”
And she lay at his feet until the morning: and she rose up before one could know another. And he said, Let it not be known that a woman came into the floor.

15 ਫ਼ੇਰ ਬੋਅਜ਼ ਨੇ ਆਖਿਆ, “ਆਪਣਾ ਸ਼ੌਲ ਲਿਆ ਅਤੇ ਇਸ ਨੂੰ ਖੋਲ੍ਹ।” ਇਸ ਲਈ ਰੂਥ ਨੇ ਆਪਣੇ ਸ਼ੌਲ ਨੂੰ ਖੋਲ੍ਹਿਆ ਅਤੇ ਬੋਅਜ਼ ਨੇ ਜੌਆਂ ਦੇ ਛੇ ਤੋਂਲ ਲਈ ਅਤੇ ਉਸਦੀ ਸੱਸ ਨਾਓਮੀ ਨੂੰ ਸੁਗਾਤ ਵਜੋਂ ਦੇ ਦਿੱਤੇ। ਫ਼ੇਰ ਉਸ ਨੇ ਇਸ ਨੂੰ ਰੂਥ ਦੇ ਸ਼ੌਲ ਵਿੱਚ ਲਪੇਟ ਕੇ ਅਤੇ ਉਸ ਦੇ ਸਿਰ ਉੱਤੇ ਰੱਖ ਦਿੱਤਾ ਫ਼ੇਰ ਉਹ ਸ਼ਹਿਰ ਨੂੰ ਵਪਸ ਚੱਲਾ ਗਿਆ।
Also he said, Bring the vail that thou hast upon thee, and hold it. And when she held it, he measured six measures of barley, and laid it on her: and she went into the city.

16 ਰੂਥ ਆਪਣੀ ਸੱਸ ਨਾਓਮੀ ਦੇ ਘਰ ਚਲੀ ਗਈ। ਨਾਓਮੀ ਦਰਵਾਜ਼ੇ ਵੱਲ ਗਈ ਅਤੇ ਪੁੱਛਿਆ, “ਕੌਣ ਹੈ?” ਰੂਥ ਘਰ ਚਲੀ ਗਈ। ਨਾਓਮੀ ਨੂੰ ਉਹ ਸਾਰੀ ਗੱਲ ਦੱਸੱਦਿਆਂ ਹੋਇਆ ਜਿਹੜੀ ਬੋਅਜ਼ ਨੇ ਉਸ ਨਾਲ ਕੀਤੀ ਸੀ।
And when she came to her mother in law, she said, Who art thou, my daughter? And she told her all that the man had done to her.

17 ਉਸ ਨੇ ਆਖਿਆ, “ਬੋਅਜ਼ ਨੇ ਮੈਨੂੰ ਇਹ ਜੌਂ ਤੁਹਾਡੇ ਲਈ ਸੁਗਾਤ ਵਜੋਂ ਦਿੱਤੇ ਹਨ ਬੋਅਜ਼ ਨੇ ਆਖਿਆ ਸੀ ਕਿ ਮੈਂ ਤੁਹਾਡੇ ਲਈ ਸੁਗਾਤ ਲਈ ਬਿਨਾ ਘਰ ਨਾ ਜਾਵਾਂ।”
And she said, These six measures of barley gave he me; for he said to me, Go not empty unto thy mother in law.

18 ਨਾਓਮੀ ਨੇ ਆਖਿਆ, “ਧੀਏ ਓਨੀ ਦੇਰ ਤੱਕ ਹੌਂਸਲਾ ਰੱਖ ਜਿੰਨੀ ਦੇਰ ਤੱਕ ਅਸੀਂ ਕੁਝ ਵਾਪਰਨ ਬਾਰੇ ਨਹੀਂ ਸੁਣਦੇ ਬੋਅਜ਼ ਨੂੰ ਓਨੀ ਦੇਰ ਤੱਕ ਚੈਨ ਨਹੀਂ ਆਵੇਗਾ ਜਦੋਂ ਤੱਕ ਕਿ ਉਹ ਗੱਲ ਨਹੀਂ ਕਰ ਲੈਂਦਾ ਜਿਹੜੀ ਉਸ ਨੂੰ ਕਰਨੀ ਚਾਹੀਦੀ ਹੈ। ਅਸੀਂ ਦਿਨ ਮੁੱਕਣ ਤੋਂ ਪਹਿਲਾਂ ਹੀ ਜਾਣ ਲਵਾਂਗੇ ਕਿ ਕੀ ਵਾਪਰੇਗਾ।”
Then said she, Sit still, my daughter, until thou know how the matter will fall: for the man will not be in rest, until he have finished the thing this day.