Psalm 21 - BBE (Oriya)
1 <To the chief music-maker. A Psalm. Of David.> The king will be glad in your strength, O Lord; how great will be his delight in your salvation!ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ। ତୁମ୍ଭେ ଯେତବେେଳେ ତା'କୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
2 You have given him his heart's desire, and have not kept back the request of his lips. (Selah.)ତୁମ୍ଭେ ସହେି ରାଜାକୁ ୟାହା ସେ ଚା ହେଁ ପ୍ରଦାନ କର। ହେ ସଦାପ୍ରଭୁ ସହେି ରାଜା ତୁମ୍ଭ ନିକଟରୁ କିଛି ଚାହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।
3 For you go before him with the blessings of good things: you put a crown of fair gold on his head.ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।
4 He made request to you for life, and you gave it to him, long life for ever and ever.ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।
5 His glory is great in your salvation: honour and authority have you put on him.ସହେି ରାଜାଙ୍କୁ ତୁମ୍ଭେ ବିଜଯ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ ?
6 For you have made him a blessing for ever: you have given him joy in the light of your face.ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।
7 For the king has faith in the Lord, and through the mercy of the Most High he will not be moved.ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ବରଙ୍କ ସ୍ନହପେୂର୍ଣ୍ଣ କରୁଣା କବେେ ହେଲେ ତା'କୁ ପଡ଼ିବା ପାଇଁ ଦବେେ ନାହିଁ।
8 Your hand will make a search for all your haters; your right hand will be hard on all those who are against you.ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
9 You will make them like a flaming oven before you; the Lord in his wrath will put an end to them, and they will be burned up in the fire.ତୁମ୍ଭେ ଆପଣା ରାଜାଙ୍କୁ ଏକ ଜଳନ୍ତ ଚୁଲ୍ଲୀ ତୁଲ୍ଯ କରିବ, ଯେତବେେଳେ ତୁମ୍ଭେ ତାଙ୍କୁ ସାହାୟ୍ଯ କରିବା ପାଇଁ ଆସ, ଏବଂ ତାଙ୍କ କୋର୍ଧରେ ସେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେୁ ଧ୍ବଂସ କରିବେ।
10 Their fruit will be cut off from the earth, and their seed from among the children of men.ଏ ପୃଥିବୀରୁ ସମାନଙ୍କେର ଫଳ ଓ ମନୁଷ୍ଯ ସନ୍ତାନଗଣ ମଧ୍ଯରୁ ସମାନଙ୍କେର ବଂଶ ଲୋପ କରିବ।
11 For their thoughts were bitter against you: they had an evil design in their minds, which they were not able to put into effect.କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।
12 Their backs will be turned when you make ready the cords of your bow against their faces.ହେ ସଦାପ୍ରଭୁ, ତୁମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ଦାସ କରିଛ। ସମାନଙ୍କେୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ। ତୁମ୍ଭେ ରଶିରେ ସମାନଙ୍କେର ବକେକୁ ଫାଶ କରି ବସାଇ ଦଇେଛ। ତୁମ୍ଭେ ସମାନଙ୍କେୁ ଦାସ କରି ରଖିବାକୁ ବାଧ୍ଯ କରିଛ।
13 Be lifted up, O Lord, in your strength; so will we make songs in praise of your power.ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।
Oriya Bible