Psalm 140:9
ହେ ସଦାପ୍ରଭୁ, ମାରେ ଶତ୍ରୁମାନଙ୍କୁ ବିଜଯ କରାଅ ନାହିଁ। ସହେି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ। ସମାନଙ୍କେ ମନ୍ଦ ଯୋଜନା ତୁମ୍ଭେ ସହେିଠାରେ ଶଷେ କର।
Psalm 140:9 in Other Translations
King James Version (KJV)
As for the head of those that compass me about, let the mischief of their own lips cover them.
American Standard Version (ASV)
As for the head of those that compass me about, Let the mischief of their own lips cover them.
Bible in Basic English (BBE)
As for those who come round me, let their heads be covered by the evil of their lips.
Darby English Bible (DBY)
[As for] the head of those that encompass me, let the mischief of their own lips cover them.
World English Bible (WEB)
As for the head of those who surround me, Let the mischief of their own lips cover them.
Young's Literal Translation (YLT)
The chief of my surrounders, The perverseness of their lips covereth them.
| As for the head | רֹ֥אשׁ | rōš | rohsh |
| about, me compass that those of | מְסִבָּ֑י | mĕsibbāy | meh-see-BAI |
| let the mischief | עֲמַ֖ל | ʿămal | uh-MAHL |
| lips own their of | שְׂפָתֵ֣ימוֹ | śĕpātêmô | seh-fa-TAY-moh |
| cover | יְכַסֵּֽומוֹ׃ | yĕkassēwmô | yeh-ha-SAVE-moh |
Cross Reference
Psalm 7:16
ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।
Proverbs 18:7
ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।
Proverbs 12:13
ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।
Matthew 27:25
ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।
Proverbs 10:11
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।
Proverbs 10:6
ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହୁଏ।
Psalm 94:23
ପରମେଶ୍ବର ସହେି ଅଧର୍ମୀ ବିଚାରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦବେେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଧ୍ବଂସ କରିବେ।
Psalm 64:8
ସମାନଙ୍କେ ନିଜ ଜିହ୍ବା ସମାନଙ୍କେୁ ଧ୍ବଂସର ବିଷଯ ଆଣିବ। ସମାନଙ୍କେୁ ୟିଏ ଦେଖିବେ ସମାନେେ ଦୁଃଖରେ ମୁଣ୍ଡ ହଲାଇବେ।
Esther 7:10
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
Esther 5:14
ତେଣୁ ତାହାର ସ୍ତ୍ରୀ ସରେଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ,: ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁରେ ଫାଶି ଦବୋ ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହାଇେ ରାଜା ସହିତ ଭୋଜିକୁ ୟାଅ।