Psalm 139:7
ମୁଁ ୟୁଆଡ଼େ ୟାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିୟାଇ ପାରିବି ନାହିଁ।
Psalm 139:7 in Other Translations
King James Version (KJV)
Whither shall I go from thy spirit? or whither shall I flee from thy presence?
American Standard Version (ASV)
Whither shall I go from thy Spirit? Or whither shall I flee from thy presence?
Bible in Basic English (BBE)
Where may I go from your spirit? how may I go in flight from you?
Darby English Bible (DBY)
Whither shall I go from thy Spirit? and whither flee from thy presence?
World English Bible (WEB)
Where could I go from your Spirit? Or where could I flee from your presence?
Young's Literal Translation (YLT)
Whither do I go from Thy Spirit? And whither from Thy face do I flee?
| Whither | אָ֭נָ֥ה | ʾānâ | AH-NA |
| shall I go | אֵלֵ֣ךְ | ʾēlēk | ay-LAKE |
| from thy spirit? | מֵרוּחֶ֑ךָ | mērûḥekā | may-roo-HEH-ha |
| whither or | וְ֝אָ֗נָה | wĕʾānâ | VEH-AH-na |
| shall I flee | מִפָּנֶ֥יךָ | mippānêkā | mee-pa-NAY-ha |
| from thy presence? | אֶבְרָֽח׃ | ʾebrāḥ | ev-RAHK |
Cross Reference
Jonah 1:3
ୟୂନସ ପରମେଶ୍ବରଙ୍କ କଥା ମାନିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟିବାକୁ ଚେଷ୍ଟା କଲା। ସେ ୟୋଫୋକୁ ଗ୍ଭଲିଗଲା। ସେ ଦେଖିଲା ଗୋଟିଏ ନେ ୗକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦଇେ ସହେି ନେ ୗକା ରେ ୟାତ୍ରା କଲା। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂ ରଇେ ଗଲା।
Jeremiah 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।
Jonah 1:10
ୟୂନସ ସଦାପ୍ରଭୁଙ୍କଠାରୁ ଦୂ ରଇେ ଯାଉଥିଲା ବୋଲି ସହେି ନାବିକମାନଙ୍କୁ କହିଲା। ଯେତବେେଳେ ସମାନେେ ଏକଥା ଜାଣିଲେ, ସମାନେେ ଭୟଭୀତ ହାଇେ ପଡିଲେ। ସମାନେେ ୟୂନସକୁ ପଚାରିଲେ, ତୁମ୍ଭେ କି ଭୟଙ୍କର କାର୍ୟ୍ଯ ପରମେଶ୍ବରଙ୍କ ବିରୁଦ୍ଧ ରେ କଲ?
Acts 5:9
ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।