Psalm 139:6 in Oriya

Oriya Oriya Bible Psalm Psalm 139 Psalm 139:6

Psalm 139:6
ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।

Psalm 139:5Psalm 139Psalm 139:7

Psalm 139:6 in Other Translations

King James Version (KJV)
Such knowledge is too wonderful for me; it is high, I cannot attain unto it.

American Standard Version (ASV)
`Such' knowledge is too wonderful for me; It is high, I cannot attain unto it.

Bible in Basic English (BBE)
Such knowledge is a wonder greater than my powers; it is so high that I may not come near it.

Darby English Bible (DBY)
O knowledge too wonderful for me! it is high, I cannot [attain] unto it.

World English Bible (WEB)
This knowledge is beyond me. It's lofty. I can't attain it.

Young's Literal Translation (YLT)
Knowledge too wonderful for me, It hath been set on high, I am not able for it.

Such
knowledge
פְּלִ֣איָֽהpĕliʾyâpeh-LEE-ya
is
too
wonderful
דַ֣עַתdaʿatDA-at
for
מִמֶּ֑נִּיmimmennîmee-MEH-nee
high,
is
it
me;
נִ֝שְׂגְּבָ֗הniśgĕbâNEES-ɡeh-VA
I
cannot
לֹאlōʾloh

א֥וּכַֽלʾûkalOO-hahl
attain
unto
it.
לָֽהּ׃lāhla

Cross Reference

Romans 11:33
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

Job 42:3
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପଚାରିଲ, 'କିଏ ଏହି ଜ୍ଞାନହୀନ ମଣିଷ, ୟିଏ ନିର୍ବୋଧ ଭଳି କଥା କହୁଛି।' ହେ ସଦାପ୍ରଭୁ, ମୁଁ ସହେି ବିଷଯ ରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସହେିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ୟ୍ଯଜନକ ଯେ ତାହା ମାେ ବୁଝିବା ଶକ୍ତିର ବାହା ରେ।

Job 26:14
ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।

Psalm 40:5
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।

Job 11:7
ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?

Proverbs 30:2
ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧ ଲୋକ। ମାଠାେ ରେ ମନୁଷ୍ଯର ବିବଚେନା ନାହିଁ।