Psalm 138

1 ହେ ପରମେଶ୍ବର, ମୁଁ ମାରେ ହୃଦଯ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦବେତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।

2 ହେ ପରମେଶ୍ବର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ଯତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ୟାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ଯ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।

3 ହେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକିଲି। ତୁମ୍ଭେ ମାେତେ ଉତ୍ତର ଦଲେ !ତୁମ୍ଭେ ମାେତେ ସାହାସୀ ଏବଂ ଶକ୍ତ କଲ।

4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ, ଯେତବେେଳେ ସମାନେେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।

5 ସମାନେେ ସଦାପ୍ରଭୁଙ୍କର ପଥ ବିଷଯରେ ଗାନ କରିବେ, କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ୍।

6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।

7 ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।

8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମାେତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତଣେୁ ଆମ୍ଭକୁ ପରିତ୍ଯାଗ କର ନାହିଁ।

1 A Psalm of David.

2 I will praise thee with my whole heart: before the gods will I sing praise unto thee.

3 I will worship toward thy holy temple, and praise thy name for thy lovingkindness and for thy truth: for thou hast magnified thy word above all thy name.

4 In the day when I cried thou answeredst me, and strengthenedst me with strength in my soul.

5 All the kings of the earth shall praise thee, O Lord, when they hear the words of thy mouth.

6 Yea, they shall sing in the ways of the Lord: for great is the glory of the Lord.

7 Though the Lord be high, yet hath he respect unto the lowly: but the proud he knoweth afar off.

8 Though I walk in the midst of trouble, thou wilt revive me: thou shalt stretch forth thine hand against the wrath of mine enemies, and thy right hand shall save me.

9 The Lord will perfect that which concerneth me: thy mercy, O Lord, endureth for ever: forsake not the works of thine own hands.

Tamil Indian Revised Version
என் ஆத்துமா படுகுழியில் இறங்காமல் இருக்க, அவர் அதை காப்பாற்றுவார் ஆகையால் என் உயிர் வெளிச்சத்தைக் காணும் என்று சொல்லுவான்.

Tamil Easy Reading Version
மரணத்தின் இடத்திற்குப் போகாதபடி, தேவன் என் ஆத்துமாவைக் காப்பாற்றினார். இப்போது மீண்டும் என் வாழ்க்கையை நான் அனுபவிக்க முடியும்’ என்பான்.

Thiru Viviliam
⁽எங்கள் ஆன்மாவைக்␢ குழியில் விழாது அவர் காத்தார்;␢ எங்கள் உயிர் ஒளியைக் காணும்.’⁾

யோபு 33:27யோபு 33யோபு 33:29

King James Version (KJV)
He will deliver his soul from going into the pit, and his life shall see the light.

American Standard Version (ASV)
He hath redeemed my soul from going into the pit, And my life shall behold the light.

Bible in Basic English (BBE)
He kept my soul from the underworld, and my life sees the light in full measure.

Darby English Bible (DBY)
He hath delivered my soul from going into the pit, and my life shall see the light.

Webster’s Bible (WBT)
He will deliver his soul from going into the pit, and his life shall see the light.

World English Bible (WEB)
He has redeemed my soul from going into the pit, My life shall see the light.’

Young’s Literal Translation (YLT)
He hath ransomed my soul From going over into the pit, And my life on the light looketh.’

யோபு Job 33:28
என் ஆத்துமா படுகுழியிலில் இறங்காதபடி, அவர் அதை இரட்சிப்பார்; ஆகையால் என் பிராணன் வெளிச்சத்தைக் காணும் என்று சொல்லுவான்.
He will deliver his soul from going into the pit, and his life shall see the light.

He
will
deliver
פָּדָ֣הpādâpa-DA
his
soul
נַ֭פְשׁיֹnapšyōNAHF-sh-yoh
from
going
מֵעֲבֹ֣רmēʿăbōrmay-uh-VORE
pit,
the
into
בַּשָּׁ֑חַתbaššāḥatba-SHA-haht
and
his
life
וְ֝חַיָּת֗יֹwĕḥayyātyōVEH-ha-YAHT-yoh
shall
see
בָּא֥וֹרbāʾôrba-ORE
the
light.
תִּרְאֶֽה׃tirʾeteer-EH