Psalm 128:2
ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
Psalm 128:2 in Other Translations
King James Version (KJV)
For thou shalt eat the labour of thine hands: happy shalt thou be, and it shall be well with thee.
American Standard Version (ASV)
For thou shalt eat the labor of thy hands: Happy shalt thou be, and it shall be well with thee.
Bible in Basic English (BBE)
You will have the fruit of the work of your hands: happy will you be, and all will be well for you.
Darby English Bible (DBY)
For thou shalt eat the labour of thy hands; happy shalt thou be, and it shall be well with thee.
World English Bible (WEB)
For you will eat the labor of your hands. You will be happy, and it will be well with you.
Young's Literal Translation (YLT)
The labour of thy hands thou surely eatest, Happy `art' thou, and good `is' to thee.
| For | יְגִ֣יעַ | yĕgîaʿ | yeh-ɡEE-ah |
| thou shalt eat | כַּ֭פֶּיךָ | kappêkā | KA-pay-ha |
| the labour | כִּ֣י | kî | kee |
| hands: thine of | תֹאכֵ֑ל | tōʾkēl | toh-HALE |
| happy | אַ֝שְׁרֶ֗יךָ | ʾašrêkā | ASH-RAY-ha |
| well be shall it and be, thou shalt | וְט֣וֹב | wĕṭôb | veh-TOVE |
| with thee. | לָֽךְ׃ | lāk | lahk |
Cross Reference
Isaiah 3:10
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।
Ecclesiastes 8:12
ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
Ephesians 6:3
ପ୍ରତିଜ୍ଞାଟି ଏହି : ଏହା କଲେ ତୁମ୍ଭେ ପୃଥିବୀ ରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285
Isaiah 65:13
ସହେି ସକାେଶ ମାରେ ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଚାରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭମାନେେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲା ବେଳେ ତୁମ୍ଭମାନେେ ଲଜ୍ଜିତ ହବେ।
Isaiah 62:8
ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
Psalm 109:11
ସେ ଋଣ ଦଇେଥିବା ଲୋକ ତାଙ୍କର ସର୍ବସ୍ବ ନଇଯାେଉ। ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
1 Corinthians 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
Jeremiah 22:15
ହେ ଯିହାୟୋଦାରକୀମ, ତୁମ୍ଭେ ତୁମ୍ଭ ଗୃହ ରେ ବହୁ ଏରସ କାଠ ବ୍ଯବହାର କରି ବଡ଼ ରାଜା ହାଇଯେିବ ବୋଲି ଭାବୁଛ କି ? ତୁମ୍ଭର ପିତା ଧର୍ମ ରେ ଖାଦ୍ୟ ପାନୀଯ ଦଇେ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସଠାେ ରେ ଉନ୍ନତି ହେଲା।
Isaiah 65:21
ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
Ecclesiastes 5:18
ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।
Judges 6:3
ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।
Deuteronomy 28:51
ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।
Deuteronomy 28:39
ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତକ୍ସ୍ଟତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ। କାରଣ ପୋକମାନେ ତାହା ଖାଇ ପକାଇବେ।
Deuteronomy 28:11
ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନକେ ସନ୍ତାନ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସା ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲ ରେ ପରିପୂର୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବ ପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।
Deuteronomy 28:4
ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହକ୍ସ୍ଟ ସନ୍ତାନ ଦବେେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତକ୍ସ୍ଟମ୍ଭ ପଶକ୍ସ୍ଟମାନଙ୍କୁ ମଧ୍ଯ ବହକ୍ସ୍ଟ ଶାବକ ଦବେେ, ସେ ମଧ୍ଯ ତୁମ୍ଭମାନଙ୍କର ବାଛକ୍ସ୍ଟରି ଓ ମେଣ୍ତାମାନଙ୍କୁ ଆଶୀର୍ବାଦ କରିବେ।
Genesis 3:19
ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।