Psalm 12

1 ହେ ସଦାପ୍ରଭୁ, ମାେତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ବାସୀ ଲୋକର ହ୍ରାସ ହେଉଛି।

2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

3 ସଦାପ୍ରଭୁ ସମାନଙ୍କେର ଓଷ୍ଠ ବନ୍ଦ କରିବେ, ୟିଏ ମିଥ୍ଯା ବାକ୍ଯ ଉଚ୍ଚାରଣ କରେ। ସଦାପ୍ରଭୁ ସମାନଙ୍କେର ଜିହ୍ବା ବନ୍ଦ କରିବେ, ୟିଏ ଗର୍ବର କାହାଣୀ ପ୍ରକାଶ କରେ।

4 ସହେି ଲୋକମାନେ କହନ୍ତି, ଆମ୍ଭମାନେେ ଏହିପରି ମିଥ୍ଯା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ଯ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ। ୟାହାଫଳରେ କହେି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।

5 କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

6 ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।

7 ହେ ସଦାପ୍ରଭୁ, ସହେି ଅସହାୟ ଲୋକମାନଙ୍କର ଯତ୍ନ ନିଅ। ସମାନଙ୍କେୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।

8 ସହେି ଦୁଷ୍ଟ ଲୋକମାନେ ୟଦିଓ ପ୍ରାଧାନ୍ଯ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସମାନେେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ଯ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

1 To the chief Musician upon Sheminith, A Psalm of David.

2 Help, Lord; for the godly man ceaseth; for the faithful fail from among the children of men.

3 They speak vanity every one with his neighbour: with flattering lips and with a double heart do they speak.

4 The Lord shall cut off all flattering lips, and the tongue that speaketh proud things:

5 Who have said, With our tongue will we prevail; our lips are our own: who is lord over us?

6 For the oppression of the poor, for the sighing of the needy, now will I arise, saith the Lord; I will set him in safety from him that puffeth at him.

7 The words of the Lord are pure words: as silver tried in a furnace of earth, purified seven times.

8 Thou shalt keep them, O Lord, thou shalt preserve them from this generation for ever.

9 The wicked walk on every side, when the vilest men are exalted.