Psalm 119:164
ତୁମ୍ଭର ୟଥାର୍ଥ ବିଚାର ପାଇଁ, ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
Psalm 119:164 in Other Translations
King James Version (KJV)
Seven times a day do I praise thee because of thy righteous judgments.
American Standard Version (ASV)
Seven times a day do I praise thee, Because of thy righteous ordinances.
Bible in Basic English (BBE)
Seven times a day do I give you praise, because of your upright decisions.
Darby English Bible (DBY)
Seven times a day do I praise thee because of thy righteous judgments.
World English Bible (WEB)
Seven times a day, I praise you, Because of your righteous ordinances.
Young's Literal Translation (YLT)
Seven `times' in a day I have praised Thee, Because of the judgments of Thy righteousness.
| Seven times | שֶׁ֣בַע | šebaʿ | SHEH-va |
| a day | בַּ֭יּוֹם | bayyôm | BA-yome |
| praise I do | הִלַּלְתִּ֑יךָ | hillaltîkā | hee-lahl-TEE-ha |
| thee because of | עַ֝֗ל | ʿal | al |
| thy righteous | מִשְׁפְּטֵ֥י | mišpĕṭê | meesh-peh-TAY |
| judgments. | צִדְקֶֽךָ׃ | ṣidqekā | tseed-KEH-ha |
Cross Reference
Psalm 119:62
ମୁଁ ତୁମ୍ଭର ଧର୍ମମଯ ନିଷ୍ପତ୍ତିକୁ ଧନ୍ଯବାଦ ଦବୋ ପାଇଁ ମଧ୍ଯରାତ୍ରୀରେ ଉଠିଥାଏ।
Psalm 48:11
ହେ ପରମେଶ୍ବର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ। ଯିହୁଦାର ସହର ସବୁ ଉଲ୍ଲସିତ। କବଳେ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହାଇେଛି।
Psalm 55:17
ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
Psalm 97:8
ସିଯୋନ୍ ଶୁଣିଛି ଓ ଆନନ୍ଦିତ ହାଇେଛି। ଯିହୁଦା ନଗରୀ, ଖୁସୀ ହାଇେ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
Revelation 19:2
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।