Psalm 118
1 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମଯ ପରମେଶ୍ବର ଅଟନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
2 ଇଶ୍ରାୟେଲ ଏବେ କହନ୍ତୁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
3 ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ୟେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
5 ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,
7 ସଦାପ୍ରଭୁ ମାରେ ସାହାୟ୍ଯକାରୀ। ମୁଁ ମାରେ ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ବାସ ରଖିବା ଅପେକ୍ଷା ପରମେଶ୍ବରଙ୍କଠାରେ ଶରଣାଗତ ହବୋ ଉତ୍ତମ।
10 ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମାେତେ ଘରେି ରହୁଛନ୍ତି। ମୁଁ ସମାନଙ୍କେୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମାରେ ଚତୁଃପାଶର୍ବରେ ବାରମ୍ବାର ଘରେିଗଲେ। କିନ୍ତୁ ସମାନେେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସମାନଙ୍କେୁ ପରାସ୍ତ କଲି।
13 ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ପ୍ରାଯ ଧ୍ବଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ।
14 ୟାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମାରେ ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମାେତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜଯ ଧ୍ବନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନରାଯ ତାଙ୍କର ମହାନ୍ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜଯ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦଖାଇେଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମାେତେ ବୃହତ୍ ଶାସ୍ତି ଦଇେଅଛନ୍ତି। ମାତ୍ର ସେ ମାେତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ବର ମାେ ପାଇଁ ସତ୍ଯତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ବାର ସମୂହ। କବଳେ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନାର ଉତ୍ତର ଦଇେଥିବାରୁ ମୁଁ ତୁମ୍ଭକୁ ଧନ୍ଯବାଦ ଦେଉଛି। ମାେତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ଯବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ଯ କଲେ। ତାହା କୋଣର ପ୍ରଧାନ ପଥର ହାଇେଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ। କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ୟ୍ଯ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭମାନେେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।
26 ୟାଜକମାନେ କହନ୍ତି, ୟିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ବର ଆଶୀର୍ବାଦ କରନ୍ତୁ। ଆମ୍ଭମାନେେ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ବର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ୟଜ୍ଞବଦେୀର ଶିଙ୍ଗରେ ରଜ୍ଜୁଦ୍ବାରା ମଷେକୁ ବାନ୍ଧ।
28 ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର, ମୁଁ ତୁମ୍ଭ ନାମର ଧନ୍ଯବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ହଁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
1 O give thanks unto the Lord; for he is good: because his mercy endureth for ever.
2 Let Israel now say, that his mercy endureth for ever.
3 Let the house of Aaron now say, that his mercy endureth for ever.
4 Let them now that fear the Lord say, that his mercy endureth for ever.
5 I called upon the Lord in distress: the Lord answered me, and set me in a large place.
6 The Lord is on my side; I will not fear: what can man do unto me?
7 The Lord taketh my part with them that help me: therefore shall I see my desire upon them that hate me.
8 It is better to trust in the Lord than to put confidence in man.
9 It is better to trust in the Lord than to put confidence in princes.
10 All nations compassed me about: but in the name of the Lord will I destroy them.
11 They compassed me about; yea, they compassed me about: but in the name of the Lord I will destroy them.
12 They compassed me about like bees; they are quenched as the fire of thorns: for in the name of the Lord I will destroy them.
13 Thou hast thrust sore at me that I might fall: but the Lord helped me.
14 The Lord is my strength and song, and is become my salvation.
15 The voice of rejoicing and salvation is in the tabernacles of the righteous: the right hand of the Lord doeth valiantly.
16 The right hand of the Lord is exalted: the right hand of the Lord doeth valiantly.
17 I shall not die, but live, and declare the works of the Lord.
18 The Lord hath chastened me sore: but he hath not given me over unto death.
19 Open to me the gates of righteousness: I will go into them, and I will praise the Lord:
20 This gate of the Lord, into which the righteous shall enter.
21 I will praise thee: for thou hast heard me, and art become my salvation.
22 The stone which the builders refused is become the head stone of the corner.
23 This is the Lord’s doing; it is marvellous in our eyes.
24 This is the day which the Lord hath made; we will rejoice and be glad in it.
25 Save now, I beseech thee, O Lord: O Lord, I beseech thee, send now prosperity.
26 Blessed be he that cometh in the name of the Lord: we have blessed you out of the house of the Lord.
27 God is the Lord, which hath shewed us light: bind the sacrifice with cords, even unto the horns of the altar.
28 Thou art my God, and I will praise thee: thou art my God, I will exalt thee.
29 O give thanks unto the Lord; for he is good: for his mercy endureth for ever.
1 Then fourteen years after I went up again to Jerusalem with Barnabas, and took Titus with me also.
2 And I went up by revelation, and communicated unto them that gospel which I preach among the Gentiles, but privately to them which were of reputation, lest by any means I should run, or had run, in vain.
3 But neither Titus, who was with me, being a Greek, was compelled to be circumcised:
4 And that because of false brethren unawares brought in, who came in privily to spy out our liberty which we have in Christ Jesus, that they might bring us into bondage:
5 To whom we gave place by subjection, no, not for an hour; that the truth of the gospel might continue with you.
6 But of these who seemed to be somewhat, (whatsoever they were, it maketh no matter to me: God accepteth no man’s person:) for they who seemed to be somewhat in conference added nothing to me:
7 But contrariwise, when they saw that the gospel of the uncircumcision was committed unto me, as the gospel of the circumcision was unto Peter;
8 (For he that wrought effectually in Peter to the apostleship of the circumcision, the same was mighty in me toward the Gentiles:)
9 And when James, Cephas, and John, who seemed to be pillars, perceived the grace that was given unto me, they gave to me and Barnabas the right hands of fellowship; that we should go unto the heathen, and they unto the circumcision.
10 Only they would that we should remember the poor; the same which I also was forward to do.
11 But when Peter was come to Antioch, I withstood him to the face, because he was to be blamed.
12 For before that certain came from James, he did eat with the Gentiles: but when they were come, he withdrew and separated himself, fearing them which were of the circumcision.
13 And the other Jews dissembled likewise with him; insomuch that Barnabas also was carried away with their dissimulation.
14 But when I saw that they walked not uprightly according to the truth of the gospel, I said unto Peter before them all, If thou, being a Jew, livest after the manner of Gentiles, and not as do the Jews, why compellest thou the Gentiles to live as do the Jews?
15 We who are Jews by nature, and not sinners of the Gentiles,
16 Knowing that a man is not justified by the works of the law, but by the faith of Jesus Christ, even we have believed in Jesus Christ, that we might be justified by the faith of Christ, and not by the works of the law: for by the works of the law shall no flesh be justified.
17 But if, while we seek to be justified by Christ, we ourselves also are found sinners, is therefore Christ the minister of sin? God forbid.
18 For if I build again the things which I destroyed, I make myself a transgressor.
19 For I through the law am dead to the law, that I might live unto God.
20 I am crucified with Christ: nevertheless I live; yet not I, but Christ liveth in me: and the life which I now live in the flesh I live by the faith of the Son of God, who loved me, and gave himself for me.
21 I do not frustrate the grace of God: for if righteousness come by the law, then Christ is dead in vain.