Psalm 113 - ASV (Oriya)
1 Praise ye Jehovah. Praise, O ye servants of Jehovah, Praise the name of Jehovah.ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 Blessed be the name of Jehovah From this time forth and for evermore.ଅଦ୍ଯାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ଯ ହେଉ।
3 From the rising of the sun unto the going down of the same Jehovah's name is to be praised.ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ।
4 Jehovah is high above all nations, And his glory above the heavens.ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 Who is like unto Jehovah our God, That hath his seat on high,କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ତୁଲ୍ଯ ନୁହେଁ। ପରମେଶ୍ବର ଆକାଶର ଉର୍ଦ୍ଧ୍ବରେ ବିଦ୍ଯମାନ।
6 That humbleth himself to behold `The things that are' in heaven and in the earth?ତଣେୁ ପରମେଶ୍ବର ଆକାଶ ଓ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।
7 He raiseth up the poor out of the dust, And lifteth up the needy from the dunghill;ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 That he may set him with princes, Even with the princes of his people.ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 He maketh the barren woman to keep house, `And to be' a joyful mother of children. Praise ye Jehovah.ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !
Oriya Bible