Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Psalm 112 KJV ASV BBE DBY WBT WEB YLT

Psalm 112 in Oriya WBT Compare Webster's Bible

Psalm 112

1 ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,

2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହବେେ। ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହବେେ।

3 ସହେି ଲୋକର ପରିବାର ଧନଶାଳୀ ହବେେ ଏବଂ ତା'ର ଧର୍ମ ଚିରକାଳସ୍ଥାଯୀ ହବେ।

4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ବର ଅନ୍ଧକାରରେ ଆ ଲୋକ ସଦୃଶ୍ଯ। ସେ କୃପାମଯ, ସ୍ନହେଶୀଳ ଓ ଧାର୍ମିକ।

5 ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।

6 ସହେି ଲୋକ କଦାପି ବିଚଳିତ ହବେ ନାହିଁ। ର୍ଧାମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।

7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ। ସହେି ଲୋକ ସୁସ୍ଥିର ହବେ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ବାସ କରେ।

8 ସହେି ଲୋକ ସୁସ୍ଥିର ଥାଏ। ସେ କବେେ ଭୟ କରେ ନାହିଁ। ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହବୋର ଦେଖିବ।

9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।

10 ଦୁଷ୍ଟ ଲୋକ ଏହା ଦେଖି କୋର୍ଧ କରିବେ। ସମାନେେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହାପରେ ସମାନେେ ଅଦୃଶ୍ଯ ହବେେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହବେ ନାହିଁ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close