Psalm 107:13
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ସମାନଙ୍କେୁ ବିପଦରୁ ରକ୍ଷା କଲେ।
Then they cried | וַיִּזְעֲק֣וּ | wayyizʿăqû | va-yeez-uh-KOO |
unto | אֶל | ʾel | el |
the Lord | יְ֭הוָה | yĕhwâ | YEH-va |
trouble, their in | בַּצַּ֣ר | baṣṣar | ba-TSAHR |
and he saved | לָהֶ֑ם | lāhem | la-HEM |
them out of their distresses. | מִ֝מְּצֻֽקוֹתֵיהֶ֗ם | mimmĕṣuqôtêhem | MEE-meh-tsoo-koh-tay-HEM |
יוֹשִׁיעֵֽם׃ | yôšîʿēm | yoh-shee-AME |
Cross Reference
Psalm 107:6
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସହେି ବିପଦରୁ ମୁକ୍ତ କଲେ।
Psalm 107:28
ତବେେ ସମାନେେ ଆପଣା ସଙ୍କଟ ସମଯରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ବର ସମାନଙ୍କେୁ ସଙ୍କଟରୁ ଉଦ୍ଧାର କଲେ।
Psalm 18:6
ସହେି ୟନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡ଼ାକିବାକୁ ଲାଗିଲି। ହଁ, ମୁଁ ମାରେ ପରମେଶ୍ବରଙ୍କୁ ଡ଼ାକିଲି, ସେ ଆପଣା ମନ୍ଦିରରେ ଥାଇ ମାେ ଡ଼ାକ ଶୁଣିଲେ। ସେ ମାରେ ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
Jeremiah 31:18
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
Psalm 116:3
ମୃତ୍ଯୁର ରଜ୍ଜୁ ଚତୁଃପାଶର୍ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।
Psalm 107:19
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
2 Chronicles 33:18
ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ବରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ଯତ୍ବକ୍ତାମାନେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସହେିସବୁ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲିପିବଦ୍ଧ ହାଇେ ରହିଅଛି।
2 Chronicles 33:12
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
Judges 10:10
ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନେେ କହିଲେ, ଆମ୍ଭମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ, କାରଣ ଆମ୍ଭମାନେେ ଆପଣମାନଙ୍କର ପରମେଶଓରଙ୍କୁ ପରିତ୍ଯାଗ କରିଅଛକ୍ସ୍ଟ ଓ ବାଲ ଦବେତାଗଣଙ୍କର ପୂଜା କରିଅଛକ୍ସ୍ଟ।
Judges 6:6
ଇଶ୍ରାୟେଲ ସନ୍ତାନଗଣ ବହକ୍ସ୍ଟତ ଗରିବ ହାଇଗେଲେ। କାରଣ ଏହି ମିଦିଯନୀଯମାନଙ୍କ ପାଇଁ। ତେଣୁ ଇଶ୍ରାୟେଲ ସନ୍ତାନଗଣ ସାହାର୍ୟ୍ଯ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
Judges 4:3
ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
Exodus 3:7
ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।