Psalm 106

1 ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !

2 ସଦାପ୍ରଭୁଙ୍କୁ କହେି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କହେି କରିପାରିବେ ନାହିଁ।

3 ଯେଉଁ ଲୋକେ ପରମେଶ୍ବରଙ୍କ ନିର୍ଦ୍ଦଶେ ମାନନ୍ତି ସମାନେେ ଖୁସି ରହନ୍ତି। ୟିଏ ସର୍ବଦା ସୁକାର୍ୟ୍ଯ କରିଥାନ୍ତି।

4 ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟାକଲା ସମଯରେ ମାେତେ ଟିକେ ମନେ ପକାଅ। ମାେତେ ମଧ୍ଯ ଉଦ୍ଧାର କରିବାକୁ ମନେପକାଅ।

5 ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ୟ୍ଯରେ ନିଯୋଜିତ ହବୋକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

6 ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।

7 ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ୟ୍ଯ କ୍ରିଯାମାନ ଦଖାଇେଥିଲା ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାଁନ୍ତି। ତୁମ୍ଭର ବହୁତ ଦୟାର କାମକୁ ସମାନେେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।

8 କିନ୍ତୁ ପରମେଶ୍ବର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚଯ ଦବୋ ପାଇଁ ସମାନଙ୍କେୁ ରକ୍ଷା କଲେ।

9 ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

10 ପରମେଶ୍ବର ଆମ୍ଭର ପୂର୍ବପୁରୁଷମାନଙ୍କୁ ସମାନଙ୍କେର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ !ସମାନଙ୍କେର ଶତ୍ରୁମାନଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।

11 ପରମେଶ୍ବର ଜଳରାଶିଦ୍ବାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସମାନଙ୍କେ ମଧ୍ଯରୁ ଜଣେ କହେି ରକ୍ଷା ପାଇଲେ ନାହିଁ।

12 ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।

13 କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।

14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶଯ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କଲେ।

15 କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ବର ସମାନଙ୍କେୁ ଭୟଙ୍କର ରୋଗ ଦେଲେ।

16 ଲୋକମାନେ ମାଶାଙ୍କେ ପ୍ରତି ଇର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ୟାଜକ ହାରୋଣଙ୍କ ପ୍ରତି ଇର୍ଷାପରାଯଣ ହେଲେ।

17 ତଣେୁ ପରମେଶ୍ବର ସହେି ଇର୍ଷାପରାଯଣ ଲୋକମାନଙ୍କୁ ଦଣ୍ଡିତ କଲେ। ପୃଥିବୀ ଫାଟି ୟାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ଯ ଗ୍ରାସ କଲା ପୁଣି ୟୋଡ଼ି ହାଇଗେଲା।

18 ଏହାପରେ ସମାନଙ୍କେ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ଜ୍ବଳିତ ହେଲା। ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।

19 ସହେି ଲୋକମାନେ ହୋରବରେେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢ଼ଳା ପ୍ରତିମାକୁ ପୂଜା କଲେ।

20 ସହେି ଲୋକମାନେ ମହିମାନ୍ବିତ ପରମେଶ୍ବରଙ୍କର ଏକ ତୃଣଭକ୍ଷଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବପୋର କଲେ।

21 ପରମେଶ୍ବର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ କିନ୍ତୁ ସମାନେେ ତାଙ୍କ ବିଷଯରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସମାନଙ୍କେ ପାଇଁ ମିଶରରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।

22 ପରମେଶ୍ବର ହାମାେସ ଦେଶରେ ଆଶ୍ଚର୍ୟ୍ଯ କ୍ରିଯାମାନ କଲେ। ପରମେଶ୍ବର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ୟ୍ଯସାଧନ କରିଥିଲେ।

23 ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

24 କିନ୍ତୁ ତା'ପରେ ସହେି ଲୋକମାନେ କିଣାନର ଆଶ୍ଚର୍ୟ୍ଯ ପୂର୍ଣ୍ଣ ସ୍ଥାନକୁ ୟିବାପାଇଁ ମନା କଲେ। ସମାନେେ ପରମେଶ୍ବରଙ୍କୁ ବିଶ୍ବାସ କଲେ ନାହିଁ ୟେ ପରମେଶ୍ବର ସଠାେରେ ବାସ କରୁଥିବା ଲୋକମାନଙ୍କୁ ସାହାୟ୍ଯ କରିବେ।

25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।

26 ତଣେୁ ପରମେଶ୍ବର ସମାନଙ୍କେୁ ମରୁଭୂମିରେ ବିନାଶ କରିବା ପାଇଁ ଶପଥ କଲେ।

27 ପରମେଶ୍ବର ପ୍ରତିଜ୍ଞା କଲେ ୟେ, ଅନ୍ୟ ଦେଶରେ ସହେି ଲୋକମାନଙ୍କର ଭବିଷ୍ଯତ୍ ବଂଶଧରଙ୍କୁ ପରାସ୍ତ କରିବେ। ସହେି ଅନ୍ୟ ଦେଶ ମଧ୍ୟରେ ସେ ସମାନଙ୍କେ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।

28 ଏହାପରେ ପରମେଶ୍ବରଙ୍କ ଲୋକମାନେ ବାଲ୍-ପିୟୋର ସବୋ କଲେ। ସମାନେେ ଅନ୍ୟ ଦବେତାମାନଙ୍କଠାରେ ବଳି ଦିଆୟାଇଥିବା ପଶୁମାନଙ୍କର ମାଂସ ଭକ୍ଷଣ କଲେ।

29 ପରମେଶ୍ବର ସମାନଙ୍କେ ଉପରେ କୋର୍ଧ ପ୍ରକାଶ କଲେ। ତଣେୁ ସେ ସମାନଙ୍କେ ମଧ୍ୟରେ ମହାମାରୀ ପ୍ରଦର୍ଶନ ହେଲା।

30 କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।

31 ପରମେଶ୍ବର ଜାଣିଲେ ପୀନହସ୍ ସୁକର୍ମ କଲା। ପରମେଶ୍ବର ତାଙ୍କୁ ଅନନ୍ତକାଳ ମନେ ରଖିଲେ।

32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।

33 ସେ ଲୋକମାନେ ମାଶାଙ୍କେୁ ବିରକ୍ତ କଲେ। ତଣେୁ ମାଶାେ କିଛି ନ ବିଚାରି କହିବାକୁ ଲାଗିଲେ।

34 କିଣାନୀଯଠାରେ ରହୁଥିବା ଅନ୍ୟ ବିଦେଶୀଯମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ବର କହିଲେ, କିନ୍ତୁ ଇଶ୍ରାୟେଲୀୟମାନେ ତାଙ୍କ କଥା ମାନିଲେ ନାହିଁ।

35 ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।

36 ପରମେଶ୍ବରଙ୍କ ଲୋକମାନେ ଦବେତାମାନଙ୍କୁ ପୂଜା କରିବାକୁ ଆରମ୍ଭ୍ କଲେ, ୟାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସହେି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।

37 ଏପରିକି ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର ପିଲାମାନଙ୍କୁ ଅନ୍ୟ ଦବେତାଙ୍କ ନିକଟରେ ବଳି ଦେଲେ।

38 ପରମେଶ୍ବରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ଯା କଲେ। ସମାନେେ ମଧ୍ଯ ସମାନଙ୍କେ ନିଜ ସନ୍ତାନମାନଙ୍କୁ ହତ୍ଯା କରି ମିଥ୍ଯା ଦବଗେଣ ନିକଟରେ ବଳି ଦେଲେ। ତଣେୁ ଭୂମି, ହତ୍ଯା ପାପରେ ଦୂଷିତ ହାଇଗେଲା।

39 ତଣେୁ ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର କାର୍ୟ୍ଯଦ୍ବାରା ଅପବିତ୍ର ହାଇେଥିଲେ। ପରମେଶ୍ବରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ବାସୀ ହେଲେ ନାହିଁ। ଅନ୍ୟ ଦେଶୀଯ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ଯ ସପରେି କାର୍ୟ୍ଯ କଲେ।

40 ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।

41 ପରମେଶ୍ବର ସମାନଙ୍କେୁ ଅନ୍ୟ ଦେଶୀଯମାନଙ୍କ ହସ୍ତରେ ସମର୍ପଣ କଲେ ଓ ସମାନଙ୍କେ ଶତ୍ରୁମାନେ ସମାନଙ୍କେ ଉପରେ ଶାସନ କଲେ।

42 ପରମେଶ୍ବରଙ୍କ ଲୋକମାନଙ୍କର ଶତ୍ରୁମାନେ ସମାନଙ୍କେୁ ନିଯନ୍ତ୍ରଣ କଲେ ଏବଂ ସମାନଙ୍କେର ଜୀବନ ଦୁଃର୍ବିସହ ହାଇଗେଲା।

43 ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।

44 କିନ୍ତୁ ଯେତବେେଳେ ପରମେଶ୍ବରଙ୍କ ଲୋକ ବିପଦରେ ପଡ଼ିଲେ ସମାନେେ ସର୍ବଦା ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ ଡାକିଲେ। ଏବଂ ପ୍ରେତ୍ୟକକ ଥର ପରମେଶ୍ବର ସମାନଙ୍କେ ପ୍ରାର୍ଥନା ଶୁଣିଲେ।

45 ପରମେଶ୍ବର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦବୋରେ ତାଙ୍କର ମନକୁ ପରିବର୍ତ୍ତନ କଲେ।

46 ସେ ସମାନଙ୍କେର ସମସ୍ତଙ୍କୁ ବନ୍ଦି କରିଥିବା ମନରେ ଦୟା ଦଖାଇେଲେ।

47 ହେ ସଦାପ୍ରଭୁ ପରମେଶ୍ବର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ବର ଆମ୍ଭମାନଙ୍କୁ ଅନ୍ୟ ଦେଶୀଯମାନଙ୍କଠାରୁ ଫରୋଇ ଆଣ। ୟପରେିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରିପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହାଇପୋରିବୁ।

48 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅନାଦିକାଳରୁ ଅନନ୍ତକାଳ ପର୍ୟ୍ଯନ୍ତ ଧନ୍ଯ ହୁଅନ୍ତୁ। ପରମେଶ୍ବର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ। ସମସ୍ତ ଲୋକ କହନ୍ତୁ ଆମେନ୍ !ସଦାପ୍ରଭୁଙ୍କର ପ୍ରଶଂସା କର।

1 Praise ye the Lord. O give thanks unto the Lord; for he is good: for his mercy endureth for ever.

2 Who can utter the mighty acts of the Lord? who can shew forth all his praise?

3 Blessed are they that keep judgment, and he that doeth righteousness at all times.

4 Remember me, O Lord, with the favour that thou bearest unto thy people: O visit me with thy salvation;

5 That I may see the good of thy chosen, that I may rejoice in the gladness of thy nation, that I may glory with thine inheritance.

6 We have sinned with our fathers, we have committed iniquity, we have done wickedly.

7 Our fathers understood not thy wonders in Egypt; they remembered not the multitude of thy mercies; but provoked him at the sea, even at the Red sea.

8 Nevertheless he saved them for his name’s sake, that he might make his mighty power to be known.

9 He rebuked the Red sea also, and it was dried up: so he led them through the depths, as through the wilderness.

10 And he saved them from the hand of him that hated them, and redeemed them from the hand of the enemy.

11 And the waters covered their enemies: there was not one of them left.

12 Then believed they his words; they sang his praise.

13 They soon forgat his works; they waited not for his counsel:

14 But lusted exceedingly in the wilderness, and tempted God in the desert.

15 And he gave them their request; but sent leanness into their soul.

16 They envied Moses also in the camp, and Aaron the saint of the Lord.

17 The earth opened and swallowed up Dathan, and covered the company of Abiram.

18 And a fire was kindled in their company; the flame burned up the wicked.

19 They made a calf in Horeb, and worshipped the molten image.

20 Thus they changed their glory into the similitude of an ox that eateth grass.

21 They forgat God their saviour, which had done great things in Egypt;

22 Wondrous works in the land of Ham, and terrible things by the Red sea.

23 Therefore he said that he would destroy them, had not Moses his chosen stood before him in the breach, to turn away his wrath, lest he should destroy them.

24 Yea, they despised the pleasant land, they believed not his word:

25 But murmured in their tents, and hearkened not unto the voice of the Lord.

26 Therefore he lifted up his hand against them, to overthrow them in the wilderness:

27 To overthrow their seed also among the nations, and to scatter them in the lands.

28 They joined themselves also unto Baal-peor, and ate the sacrifices of the dead.

29 Thus they provoked him to anger with their inventions: and the plague brake in upon them.

30 Then stood up Phinehas, and executed judgment: and so the plague was stayed.

31 And that was counted unto him for righteousness unto all generations for evermore.

32 They angered him also at the waters of strife, so that it went ill with Moses for their sakes:

33 Because they provoked his spirit, so that he spake unadvisedly with his lips.

34 They did not destroy the nations, concerning whom the Lord commanded them:

35 But were mingled among the heathen, and learned their works.

36 And they served their idols: which were a snare unto them.

37 Yea, they sacrificed their sons and their daughters unto devils,

38 And shed innocent blood, even the blood of their sons and of their daughters, whom they sacrificed unto the idols of Canaan: and the land was polluted with blood.

39 Thus were they defiled with their own works, and went a whoring with their own inventions.

40 Therefore was the wrath of the Lord kindled against his people, insomuch that he abhorred his own inheritance.

41 And he gave them into the hand of the heathen; and they that hated them ruled over them.

42 Their enemies also oppressed them, and they were brought into subjection under their hand.

43 Many times did he deliver them; but they provoked him with their counsel, and were brought low for their iniquity.

44 Nevertheless he regarded their affliction, when he heard their cry:

45 And he remembered for them his covenant, and repented according to the multitude of his mercies.

46 He made them also to be pitied of all those that carried them captives.

47 Save us, O Lord our God, and gather us from among the heathen, to give thanks unto thy holy name, and to triumph in thy praise.

48 Blessed be the Lord God of Israel from everlasting to everlasting: and let all the people say, Amen. Praise ye the Lord.

1 Then fourteen years after I went up again to Jerusalem with Barnabas, and took Titus with me also.

2 And I went up by revelation, and communicated unto them that gospel which I preach among the Gentiles, but privately to them which were of reputation, lest by any means I should run, or had run, in vain.

3 But neither Titus, who was with me, being a Greek, was compelled to be circumcised:

4 And that because of false brethren unawares brought in, who came in privily to spy out our liberty which we have in Christ Jesus, that they might bring us into bondage:

5 To whom we gave place by subjection, no, not for an hour; that the truth of the gospel might continue with you.

6 But of these who seemed to be somewhat, (whatsoever they were, it maketh no matter to me: God accepteth no man’s person:) for they who seemed to be somewhat in conference added nothing to me:

7 But contrariwise, when they saw that the gospel of the uncircumcision was committed unto me, as the gospel of the circumcision was unto Peter;

8 (For he that wrought effectually in Peter to the apostleship of the circumcision, the same was mighty in me toward the Gentiles:)

9 And when James, Cephas, and John, who seemed to be pillars, perceived the grace that was given unto me, they gave to me and Barnabas the right hands of fellowship; that we should go unto the heathen, and they unto the circumcision.

10 Only they would that we should remember the poor; the same which I also was forward to do.

11 But when Peter was come to Antioch, I withstood him to the face, because he was to be blamed.

12 For before that certain came from James, he did eat with the Gentiles: but when they were come, he withdrew and separated himself, fearing them which were of the circumcision.

13 And the other Jews dissembled likewise with him; insomuch that Barnabas also was carried away with their dissimulation.

14 But when I saw that they walked not uprightly according to the truth of the gospel, I said unto Peter before them all, If thou, being a Jew, livest after the manner of Gentiles, and not as do the Jews, why compellest thou the Gentiles to live as do the Jews?

15 We who are Jews by nature, and not sinners of the Gentiles,

16 Knowing that a man is not justified by the works of the law, but by the faith of Jesus Christ, even we have believed in Jesus Christ, that we might be justified by the faith of Christ, and not by the works of the law: for by the works of the law shall no flesh be justified.

17 But if, while we seek to be justified by Christ, we ourselves also are found sinners, is therefore Christ the minister of sin? God forbid.

18 For if I build again the things which I destroyed, I make myself a transgressor.

19 For I through the law am dead to the law, that I might live unto God.

20 I am crucified with Christ: nevertheless I live; yet not I, but Christ liveth in me: and the life which I now live in the flesh I live by the faith of the Son of God, who loved me, and gave himself for me.

21 I do not frustrate the grace of God: for if righteousness come by the law, then Christ is dead in vain.