Psalm 10:5 in Oriya

Oriya Oriya Bible Psalm Psalm 10 Psalm 10:5

Psalm 10:5
ମନ୍ଦ ଲୋକମାନେ ସବୁବେଳେ ମନ୍ଦ କାର୍ୟ୍ଯ କରିବାକୁ ମନ ବଳାନ୍ତି। ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ବରଙ୍କର ଶତ୍ରୁମାନେ ତାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।

Psalm 10:4Psalm 10Psalm 10:6

Psalm 10:5 in Other Translations

King James Version (KJV)
His ways are always grievous; thy judgments are far above out of his sight: as for all his enemies, he puffeth at them.

American Standard Version (ASV)
His ways are firm at all times; Thy judgments are far above out of his sight: As for all his adversaries, he puffeth at them.

Bible in Basic English (BBE)
His ways are ever fixed; your decisions are higher than he may see: as for his haters, they are as nothing to him.

Darby English Bible (DBY)
His ways always succeed; thy judgments are far above out of his sight; [as for] all his adversaries, he puffeth at them.

Webster's Bible (WBT)
His ways are always grievous; thy judgments are far above out of his sight: as for all his enemies, he puffeth at them.

World English Bible (WEB)
His ways are prosperous at all times; He is haughty, and your laws are far from his sight: As for all his adversaries, he sneers at them.

Young's Literal Translation (YLT)
Pain do his ways at all times, On high `are' Thy judgments before him, All his adversaries -- he puffeth at them.

His
ways
יָ֘חִ֤ילוּyāḥîlûYA-HEE-loo
are
always
דְרָכָ֨ו׀dĕrākāwdeh-ra-HAHV

בְּכָלbĕkālbeh-HAHL
grievous;
עֵ֗תʿētate
judgments
thy
מָר֣וֹםmārômma-ROME
are
far
above
מִ֭שְׁפָּטֶיךָmišpāṭêkāMEESH-pa-tay-ha
sight:
his
of
out
מִנֶּגְדּ֑וֹminnegdômee-neɡ-DOH
as
for
all
כָּלkālkahl
enemies,
his
צ֝וֹרְרָ֗יוṣôrĕrāywTSOH-reh-RAV
he
puffeth
יָפִ֥יחַyāpîaḥya-FEE-ak
at
them.
בָּהֶֽם׃bāhemba-HEM

Cross Reference

Isaiah 26:11
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।

Psalm 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

Isaiah 5:12
ତୁମ୍ଲଭମାଲନସଭାଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ଯାନ୍ଯ ବାଦ୍ଯୟନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ୟ୍ଯ ଲକ୍ଷ୍ଯ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛ ମାତ୍ର ତୁମ୍ଲଭମାଲନ ତାହା ଲକ୍ଷ୍ଯ କର ନାହିଁ।ସତଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣସହବ।

Isaiah 10:1
ଯେଉଁମାନେ ଅଧର୍ମ ବ୍ଯବସ୍ଥା କରନ୍ତି ସେ ଆଇନ ପ୍ରଣଯନକାରୀମାନଙ୍କୁ ଧ୍ଯାନ ଦିଅ। ଯେଉଁ ନିଯମ ପ୍ରଣଯନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମଯ ଓ ଜଟିଳ କରିବା ପାଇଁ ଲେଖନ୍ତି। ସମାନେେ ସନ୍ତାପର ପାତ୍ର।

Isaiah 28:15
ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'

Isaiah 42:25
ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।

Hosea 9:9
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।

Hosea 14:9
ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।

Romans 3:16
ସମାନେେ ବିନାଶ କରିବା ଓ କ୍ଲେଶ ଦବୋ ପାଇଁ ସର୍ବତ୍ର ଯାଆନ୍ତି।

Proverbs 24:1
ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ।

Proverbs 15:24
ନୀଚସ୍ଥିତ ପାତାଳକୁ ତ୍ଯାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଉର୍ଦ୍ଧ୍ବଗାମୀ।

Proverbs 2:15
ସମାନଙ୍କେର ରାସ୍ତା ମାେଡ଼ି ହବୋ ଅବସ୍ଥା, ସମାନଙ୍କେର ରାସ୍ତା ବକ୍ର ଅଟେ।

Judges 9:27
ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।

Judges 9:38
ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।

2 Samuel 5:6
ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।

1 Kings 20:10
ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

1 Kings 20:13
ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।

Psalm 92:5
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଚାରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।

Proverbs 1:19
ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

Proverbs 2:13
ସମାନେେ ସତ୍ଯପଥ ପରିତ୍ଯାଗ କରି କୁପଥରେ ବାସ କରନ୍ତି।

Genesis 6:12
ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।