Proverbs 8

fullscreen12 ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।

fullscreen13 ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

fullscreen14 ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।

fullscreen15 ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।

fullscreen16 ମାେ ଦ୍ବାରା ରାଜକୁମାରୀ ଏବଂ ଶ୍ ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।

fullscreen17 ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।

fullscreen18 ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।

fullscreen19 ମାରେ ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମାରେ ଆଯୁ ରୂପା ଅପେକ୍ଷା ଉତ୍ତମ ଅଟେ।

fullscreen20 ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।

fullscreen21 ଯେଉଁମାନେ ମାେତେ ପ୍ ରମେ କରନ୍ତି, ସମାନଙ୍କେୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସମାନଙ୍କେ ଭଣ୍ଡାର ପୂର୍ଣ୍ଣ କରେ।

fullscreen22 ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।

fullscreen23 ଅନାଦିକାଳରୁ ଅବା ଆଦ୍ଯ କାଳାବଧି, ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।

fullscreen24 ଯେତବେେଳେ ଗଭୀର ସମୁଦ୍ର ନ ଥିଲା ଏବଂ ଯେତବେେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହାଇେଥିଲି।

fullscreen25 ପର୍ବତଗଣ ଓ ଉପପର୍ବତ ଗଣ ସ୍ଥାପିତ ହବୋ ପୂର୍ବରୁ, ମୁଁ ଜନ୍ମ ହାଇେଥିଲି।

fullscreen26 ସେସମୟରେ ଭୂମି କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।

fullscreen27 ଯେଉଁ ସମୟରେ ସେ ସ୍ବର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ। ସେ ସମୟରେ ମୁଁ ସଠାେ ରେ ଥିଲି।

fullscreen28 ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।

fullscreen29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।

fullscreen30 ସହେି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମୁଁ ପ୍ରତିଦିନ ଆନନ୍ଦଦାଯୀ ହାଇେ ତାଙ୍କ ସମ୍ମୁଖ ରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।

fullscreen31 ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।

fullscreen32 ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।

fullscreen33 ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।

fullscreen34 ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।

fullscreen35 ଯେଉଁ ଲୋକ ମାେତେ ପାଏ, ସେ ଜୀବନ ପାଏ। ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହବେ।

12 I wisdom dwell with prudence, and find out knowledge of witty inventions.

13 The fear of the Lord is to hate evil: pride, and arrogancy, and the evil way, and the froward mouth, do I hate.

14 Counsel is mine, and sound wisdom: I am understanding; I have strength.

15 By me kings reign, and princes decree justice.

16 By me princes rule, and nobles, even all the judges of the earth.

17 I love them that love me; and those that seek me early shall find me.

18 Riches and honour are with me; yea, durable riches and righteousness.

19 My fruit is better than gold, yea, than fine gold; and my revenue than choice silver.

20 I lead in the way of righteousness, in the midst of the paths of judgment:

21 That I may cause those that love me to inherit substance; and I will fill their treasures.

22 The Lord possessed me in the beginning of his way, before his works of old.

23 I was set up from everlasting, from the beginning, or ever the earth was.

24 When there were no depths, I was brought forth; when there were no fountains abounding with water.

25 Before the mountains were settled, before the hills was I brought forth:

26 While as yet he had not made the earth, nor the fields, nor the highest part of the dust of the world.

27 When he prepared the heavens, I was there: when he set a compass upon the face of the depth:

28 When he established the clouds above: when he strengthened the fountains of the deep:

29 When he gave to the sea his decree, that the waters should not pass his commandment: when he appointed the foundations of the earth:

30 Then I was by him, as one brought up with him: and I was daily his delight, rejoicing always before him;

31 Rejoicing in the habitable part of his earth; and my delights were with the sons of men.

32 Now therefore hearken unto me, O ye children: for blessed are they that keep my ways.

33 Hear instruction, and be wise, and refuse it not.

34 Blessed is the man that heareth me, watching daily at my gates, waiting at the posts of my doors.

35 For whoso findeth me findeth life, and shall obtain favour of the Lord.

Proverbs 8 in Tamil and English

12 ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
I wisdom dwell with prudence, and find out knowledge of witty inventions.

13 ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
The fear of the Lord is to hate evil: pride, and arrogancy, and the evil way, and the froward mouth, do I hate.

14 ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।
Counsel is mine, and sound wisdom: I am understanding; I have strength.

15 ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।
By me kings reign, and princes decree justice.

16 ମାେ ଦ୍ବାରା ରାଜକୁମାରୀ ଏବଂ ଶ୍ ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
By me princes rule, and nobles, even all the judges of the earth.

17 ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
I love them that love me; and those that seek me early shall find me.

18 ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
Riches and honour are with me; yea, durable riches and righteousness.

19 ମାରେ ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମାରେ ଆଯୁ ରୂପା ଅପେକ୍ଷା ଉତ୍ତମ ଅଟେ।
My fruit is better than gold, yea, than fine gold; and my revenue than choice silver.

20 ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।
I lead in the way of righteousness, in the midst of the paths of judgment:

21 ଯେଉଁମାନେ ମାେତେ ପ୍ ରମେ କରନ୍ତି, ସମାନଙ୍କେୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସମାନଙ୍କେ ଭଣ୍ଡାର ପୂର୍ଣ୍ଣ କରେ।
That I may cause those that love me to inherit substance; and I will fill their treasures.

22 ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।
The Lord possessed me in the beginning of his way, before his works of old.

23 ଅନାଦିକାଳରୁ ଅବା ଆଦ୍ଯ କାଳାବଧି, ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
I was set up from everlasting, from the beginning, or ever the earth was.

24 ଯେତବେେଳେ ଗଭୀର ସମୁଦ୍ର ନ ଥିଲା ଏବଂ ଯେତବେେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହାଇେଥିଲି।
When there were no depths, I was brought forth; when there were no fountains abounding with water.

25 ପର୍ବତଗଣ ଓ ଉପପର୍ବତ ଗଣ ସ୍ଥାପିତ ହବୋ ପୂର୍ବରୁ, ମୁଁ ଜନ୍ମ ହାଇେଥିଲି।
Before the mountains were settled, before the hills was I brought forth:

26 ସେସମୟରେ ଭୂମି କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
While as yet he had not made the earth, nor the fields, nor the highest part of the dust of the world.

27 ଯେଉଁ ସମୟରେ ସେ ସ୍ବର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ। ସେ ସମୟରେ ମୁଁ ସଠାେ ରେ ଥିଲି।
When he prepared the heavens, I was there: when he set a compass upon the face of the depth:

28 ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
When he established the clouds above: when he strengthened the fountains of the deep:

29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
When he gave to the sea his decree, that the waters should not pass his commandment: when he appointed the foundations of the earth:

30 ସହେି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମୁଁ ପ୍ରତିଦିନ ଆନନ୍ଦଦାଯୀ ହାଇେ ତାଙ୍କ ସମ୍ମୁଖ ରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
Then I was by him, as one brought up with him: and I was daily his delight, rejoicing always before him;

31 ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।
Rejoicing in the habitable part of his earth; and my delights were with the sons of men.

32 ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।
Now therefore hearken unto me, O ye children: for blessed are they that keep my ways.

33 ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।
Hear instruction, and be wise, and refuse it not.

34 ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
Blessed is the man that heareth me, watching daily at my gates, waiting at the posts of my doors.

35 ଯେଉଁ ଲୋକ ମାେତେ ପାଏ, ସେ ଜୀବନ ପାଏ। ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହବେ।
For whoso findeth me findeth life, and shall obtain favour of the Lord.