Proverbs 8
1 ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
2 ମାେ ପଥ ପାଶର୍ବସ୍ଥ ଉଚ୍ଚସ୍ଥାନ ରେ ଠିଆ ହୁଏ। ସେ ପ୍ରେତ୍ୟକକ ସଂୟୋଗ ରାସ୍ତା ରେ ଠିଆ ହୁଏ।
3 ସେ ନଗରଦ୍ବାର ନିକଟରେ ଠିଆ ହୁଏ ଏବଂ ଡାକେ।
4 ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
5 ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।
6 ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।
7 ମାରେବାକ୍ଯସବୁ ସତ୍ଯ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
8 ମୁଁ ଯାହା କ ହେ, ତାହା ସତ୍ଯ ଓ ଯଥାର୍ଥ। ମାରେ ବାକ୍ଯ ରେ ମିଥ୍ଯା କିମ୍ବା କୁଟିଳତା ନ ଥାଏ।
9 ଯେ ତାହା ସବୁ ବୁଝେ ସେସବୁ ତାପାଇଁ ସ୍ପଷ୍ଟ। ଯେଉଁ ବ୍ଯକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।
11 ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
1 Doth not wisdom cry? and understanding put forth her voice?
2 She standeth in the top of high places, by the way in the places of the paths.
3 She crieth at the gates, at the entry of the city, at the coming in at the doors.
4 Unto you, O men, I call; and my voice is to the sons of man.
5 O ye simple, understand wisdom: and, ye fools, be ye of an understanding heart.
6 Hear; for I will speak of excellent things; and the opening of my lips shall be right things.
7 For my mouth shall speak truth; and wickedness is an abomination to my lips.
8 All the words of my mouth are in righteousness; there is nothing froward or perverse in them.
9 They are all plain to him that understandeth, and right to them that find knowledge.
10 Receive my instruction, and not silver; and knowledge rather than choice gold.
11 For wisdom is better than rubies; and all the things that may be desired are not to be compared to it.
Proverbs 8 in Tamil and English
1 ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
Doth not wisdom cry? and understanding put forth her voice?
2 ମାେ ପଥ ପାଶର୍ବସ୍ଥ ଉଚ୍ଚସ୍ଥାନ ରେ ଠିଆ ହୁଏ। ସେ ପ୍ରେତ୍ୟକକ ସଂୟୋଗ ରାସ୍ତା ରେ ଠିଆ ହୁଏ।
She standeth in the top of high places, by the way in the places of the paths.
3 ସେ ନଗରଦ୍ବାର ନିକଟରେ ଠିଆ ହୁଏ ଏବଂ ଡାକେ।
She crieth at the gates, at the entry of the city, at the coming in at the doors.
4 ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
Unto you, O men, I call; and my voice is to the sons of man.
5 ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।
O ye simple, understand wisdom: and, ye fools, be ye of an understanding heart.
6 ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।
Hear; for I will speak of excellent things; and the opening of my lips shall be right things.
7 ମାରେବାକ୍ଯସବୁ ସତ୍ଯ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
For my mouth shall speak truth; and wickedness is an abomination to my lips.
8 ମୁଁ ଯାହା କ ହେ, ତାହା ସତ୍ଯ ଓ ଯଥାର୍ଥ। ମାରେ ବାକ୍ଯ ରେ ମିଥ୍ଯା କିମ୍ବା କୁଟିଳତା ନ ଥାଏ।
All the words of my mouth are in righteousness; there is nothing froward or perverse in them.
9 ଯେ ତାହା ସବୁ ବୁଝେ ସେସବୁ ତାପାଇଁ ସ୍ପଷ୍ଟ। ଯେଉଁ ବ୍ଯକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
They are all plain to him that understandeth, and right to them that find knowledge.
10 ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।
Receive my instruction, and not silver; and knowledge rather than choice gold.
11 ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
For wisdom is better than rubies; and all the things that may be desired are not to be compared to it.