Bible

Proverbs 7 - KJV (Oriya)

1 My son, keep my words, and lay up my commandments with thee.ହେ ମାରେ ପୁତ୍ର, ମାରେବାକ୍ଯକୁ ମନେ ରଖ, ମାରେ ଆଦେଶକୁ ଭୁଲ ନାହିଁ।

2 Keep my commandments, and live; and my law as the apple of thine eye.ମାରେ ଆଜ୍ଞାସବୁ ପାଳନ କରି ବଞ୍ଚ। ମାରେ ଶିକ୍ଷାକୁ ଜୀବନର ଶ୍ ରେଷ୍ଠ ଜିନିଷ ଭାବେ ଗ୍ରହଣ କର।

3 Bind them upon thy fingers, write them upon the table of thine heart.ତାହାକୁ ଆଙ୍ଗୁଳି ରେ ବାନ୍ଧି ରଖ, ନିଜ ହୃଦଯ ରେ ଲେଖି ରଖ।

4 Say unto wisdom, Thou art my sister; and call understanding thy kinswoman:ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବଚେନାକୁ ତୁମ୍ଭର ପରିବାରର ସଦସ୍ଯରୂପେ ଗ୍ରହଣ କର।

5 That they may keep thee from the strange woman, from the stranger which flattereth with her words.ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।

6 For at the window of my house I looked through my casement,ଦିନେ ମୁଁ ମାରେ ଝରକା ଜାଲିପରଦା ଦଇେ ଚାହୁଁଥିଲି।

7 And beheld among the simple ones, I discerned among the youths, a young man void of understanding,ମୁଁ ଅଜ୍ଞାନ ୟୁବାମାନଙ୍କ ମଧିଅରେ ଜଣେ ବୁଦ୍ଧିହୀନ ୟୁବକ ଦେଖିଲି।

8 Passing through the street near her corner; and he went the way to her house,ସେ ବ୍ଯଭିଚାରିଣୀ ଗୃହ ନିକଟସ୍ଥ ଗଳି ଦଇେ, ୟିବା ବେଳେ ତା'ର ଗୃହକୁ ଥିବା ପଥରେ ଚାଲିଲା।

9 In the twilight, in the evening, in the black and dark night:ଏହା ଥିଲା ସୂର୍ୟ୍ଯାସ୍ତ ହବୋ ସମୟର। ସନ୍ଧ୍ଯା ଆରମ୍ଭ ହେଉଥିଲା।

10 And, behold, there met him a woman with the attire of an harlot, and subtil of heart.ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।

11 (She is loud and stubborn; her feet abide not in her house:ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।

12 Now is she without, now in the streets, and lieth in wait at every corner.)ସେ କେତବେେଳେ ରାସ୍ତାର ଉପ ରେ ଥାଏ, କେତବେେଳେ ଛକରେ ଥାଏ। ସେ ପ୍ରେତ୍ୟକକ କଣ ରେ ଛଳନାର ସହିତ ଅପେକ୍ଷା କରେ।

13 So she caught him, and kissed him, and with an impudent face said unto him,ସହେି ସ୍ତ୍ରୀ ଜଣକ ସହେି ୟୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖ ରେ କହିଲା,

14 I have peace offerings with me; this day have I payed my vows.ମଙ୍ଗଳାର୍ଥକ ବଳି ଅଛି। ଆଜି ମୁଁ ମାରେପ୍ରତିଜ୍ଞା ପୂର୍ଣ୍ଣ କରିଅଛି।

15 Therefore came I forth to meet thee, diligently to seek thy face, and I have found thee.ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି।

16 I have decked my bed with coverings of tapestry, with carved works, with fine linen of Egypt.ମୁଁ ସୃଜନୀ ଓ ମିସ୍ରୀଯ ସୂକ୍ଷ୍ମ ସୂତ୍ରର ଡ଼ୋରିଆ ବସ୍ତ୍ର ଆପଣା ପଲଙ୍କ ରେ ବିଛାଇ ଅଛି।

17 I have perfumed my bed with myrrh, aloes, and cinnamon.ଗନ୍ଧରସ ଓ ଅଗୁରୁ ଚିନି ରେ, ମାହେର ଶୟ୍ଯା ସୁବାସିତ କରିଅଛି।

18 Come, let us take our fill of love until the morning: let us solace ourselves with loves.ଆସ ଆମ୍ଭମାନେେ ପ୍ରଭାତୟାଏ କାମରସ ରେ ମତ୍ତ ଓ ପ୍ ରମେ ରେ ଭୋଳ ହବୋ।

19 For the goodman is not at home, he is gone a long journey:ମାରେ ସ୍ବାମୀ ଘ ରେ ନାହାଁନ୍ତି, ସେ ଦୂର ୟାତ୍ରା କରିଛନ୍ତି।

20 He hath taken a bag of money with him, and will come home at the day appointed.ସେ ତୋଡ଼ାଏ ଟଙ୍କା ସାଙ୍ଗ ରେ ନଇେ ୟାଇଛନ୍ତି। ସେ ପୂର୍ଣ୍ଣିମା ଦିନ ରେ ଫରେିବେ।

21 With her much fair speech she caused him to yield, with the flattering of her lips she forced him.ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

22 He goeth after her straightway, as an ox goeth to the slaughter, or as a fool to the correction of the stocks;ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂ ସଇଖାନୋକୁ ୟାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଚାଲି ଯାଉଥିଲା।

23 Till a dart strike through his liver; as a bird hasteth to the snare, and knoweth not that it is for his life.ଯମେିତି ପକ୍ଷୀଟିଏ ଶିକାରୀ ତୀର ଦ୍ବାରା, ତା'ର ଛାତିକୁ ଲକ୍ଷ୍ଯଭଦେ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସହେିପରି ସେ ୟୁବପୁରୁଷ ବିପଦ ରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।

24 Hearken unto me now therefore, O ye children, and attend to the words of my mouth.ଏଣୁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ମାେ କଥା ରେ ମନୋନିବେଶ କର।

25 Let not thine heart decline to her ways, go not astray in her paths.ତୁମ୍ଭର ହୃଦଯ ସହେି ବେଶ୍ଯାମାନଙ୍କର ପଛ ରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ।

26 For she hath cast down many wounded: yea, many strong men have been slain by her.ସେ ଅନକଙ୍କେୁ କ୍ଷତବିକ୍ଷତ କରିଅଛି। ସେ ମଧ୍ଯ ଅନକଙ୍କେୁ ହତ୍ଯା କରିଅଛି।

27 Her house is the way to hell, going down to the chambers of death.ତା'ର ଗୃହ ସିଧାସଳଖ କବରକୁ ୟିବା ପାଇଁ ବାଟ। ଯାହା ମୃତ୍ଯୁର ଆଳଯକୁ ୟାଏ।

Oriya Bible