Proverbs 4 - DBY (Oriya)
1 Hear, ye children, the instruction of a father, and attend to know intelligence;ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।
2 for I give you good doctrine: forsake ye not my law.କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ।
3 For I was a son unto my father, tender and an only one in the sight of my mother.ଏକଦା ମୁଁ ମଧ୍ଯ ମାରେ ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମାେ ମାଆଙ୍କର ସୁକୁମାର ଏବଂ ଏକ ବଳ ପୁତ୍ର ଥିଲି।
4 And he taught me, and said unto me, Let thy heart retain my words; keep my commandments and live.ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
5 Get wisdom, get intelligence: forget [it] not; neither decline from the words of my mouth.ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।
6 Forsake her not, and she shall keep thee; love her, and she shall preserve thee.ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।
7 The beginning of wisdom [is], Get wisdom; and with all thy getting get intelligence.ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର।
8 Exalt her, and she shall promote thee; she shall bring thee to honour when thou dost embrace her.ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତବେେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦବେ।
9 She shall give to thy head a garland of grace; a crown of glory will she bestow upon thee.ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦବେ। ସେ ତୁମ୍ଭକୁ ଶାେଭାର ମୁକୁଟ ଅର୍ପଣ କରିବ।
10 Hear, my son, and receive my sayings, and the years of thy life shall be multiplied.ହେ ମାରେ ପୁତ୍ର, ମାରେକଥା ଶୁଣ, ମାରେ କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାଯୁ ହବେ।
11 I will teach thee in the way of wisdom, I will lead thee in paths of uprightness.ମୁଁ ତୁମ୍ଭକୁ ଜ୍ଞାନ ମାର୍ଗ ରେ ପରିଚାଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି।
12 When thou goest, thy steps shall not be straitened; and when thou runnest, thou shalt not stumble.ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।
13 Take fast hold of instruction, let [her] not go: keep her, for she is thy life.ଉପଦେଶମାନ ଦୃଢ଼ତା ରେ ଗ୍ରହଣ କର। ତାହାକୁ ପରିତ୍ଯାଗ କର ନାହିଁ। ଏହା ଉପ ରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।
14 Enter not into the path of the wicked, and go not in the way of evil [men]:ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ।
15 avoid it, pass not by it; turn from it, and pass away.ସମାନଙ୍କେ ପଥରୁ ଦୂ ରଇେ ରୁହ, ତହିଁର ନିକଟକୁ ୟାଅ ନାହିଁ। ତହିଁରୁ ବିମୁଖ ହାଇେ ଚାଲିୟାଅ।
16 For they sleep not except they have done mischief, and their sleep is taken away unless they have caused [some] to fall.ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।
17 For they eat the bread of wickedness, and drink the wine of violence.ମନ୍ଦ କି ଅସତ୍ଯ କାମ କରିବା ସମାନଙ୍କେର ଖାଦ୍ୟ ଓ ପାନୀଯ ! ଏହା ବ୍ଯତୀତ ସମାନେେ ବଞ୍ଚିପାରିବେ ନାହିଁ।
18 But the path of the righteous is as the shining light, going on and brightening until the day be fully come.ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,
19 The way of the wicked is as darkness: they know not at what they stumble.କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ଯ, ସମାନେେ କାହିଁ ରେ ଝୁଣ୍ଟି ପଡ଼ନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
20 My son, attend to my words; incline thine ear unto my sayings.ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ।
21 Let them not depart from thine eyes; keep them in the midst of thy heart.ମାରେ ବାକ୍ଯ ପ୍ରତି ବିମୁଖ ହୁଅ ନାହିଁ। ମାରେ ବାକ୍ଯସବୁ ସର୍ବଦା ସ୍ମରଣ କର।
22 For they are life unto those that find them, and health to all their flesh.ମାରେ ବାକ୍ଯ ଯେଉଁମାନେ ଗ୍ରହଣ କରନ୍ତି, ସମାନେେ ଧନ୍ଯ। ସମାନେେ ସ୍ବଚ୍ଛତା ଦ୍ବାରା ଅଙ୍ଗକୁ ସ୍ବାସ୍ଥ୍ଯ ପ୍ରଦାନ କରନ୍ତି।
23 Keep thy heart more than anything that is guarded; for out of it are the issues of life.ତୁମ୍ଭର ହୃଦଯକୁ ଅତି ଯତ୍ନର ସହ ପରିଚାଳିତ କର। ଯେ ହତେୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।
24 Put away from thee perverseness of mouth, and corrupt lips put far from thee.ତୁମ୍ଭର ମୁଖରୁ ଅସତ୍ଯ ବାକ୍ଯ ବାହାରି ନ ଆସୁ। ମିଥ୍ଯା କୁହ ନାହିଁ।
25 Let thine eyes look right on, and let thine eyelids look straight before thee.ଲକ୍ଷ୍ଯସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ବଯକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ।
26 Ponder the path of thy feet, and let all thy ways be well-ordered.ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ।
27 Turn not to the right hand nor to the left; remove thy foot from evil.ସଳଖପଥ ପରିତ୍ଯାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂର ରେ ରୁହ।
Oriya Bible