Proverbs 24:29
ସେ ମାେପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସପରେି କରିବି ଓ ତାହାର କର୍ମାନୁସା ରେ ମୁଁ ତାହାକୁ ପ୍ରତିଫଳ ଦବେି, ଏପରି କୁହ ନାହିଁ।
Proverbs 24:29 in Other Translations
King James Version (KJV)
Say not, I will do so to him as he hath done to me: I will render to the man according to his work.
American Standard Version (ASV)
Say not, I will do so to him as he hath done to me; I will render to the man according to his work.
Bible in Basic English (BBE)
Say not, I will do to him as he has done to me; I will give the man the reward of his work.
Darby English Bible (DBY)
Say not, I will do so to him as he hath done to me, I will render to the man according to his work.
World English Bible (WEB)
Don't say, "I will do to him as he has done to me; I will render to the man according to his work."
Young's Literal Translation (YLT)
Say not, `As he did to me, so I do to him, I render to each according to his work.'
| Say | אַל | ʾal | al |
| not, | תֹּאמַ֗ר | tōʾmar | toh-MAHR |
| I will do | כַּאֲשֶׁ֣ר | kaʾăšer | ka-uh-SHER |
| so | עָֽשָׂה | ʿāśâ | AH-sa |
| as him to | לִ֭י | lî | lee |
| he hath done | כֵּ֤ן | kēn | kane |
| render will I me: to | אֶֽעֱשֶׂה | ʾeʿĕśe | EH-ay-seh |
| to the man | לּ֑וֹ | lô | loh |
| according to his work. | אָשִׁ֖יב | ʾāšîb | ah-SHEEV |
| לָאִ֣ישׁ | lāʾîš | la-EESH | |
| כְּפָעֳלֽוֹ׃ | kĕpāʿŏlô | keh-fa-oh-LOH |
Cross Reference
Proverbs 20:22
ମୁଁ ତାଙ୍କୁ ଫରୋଇ ଦବେି ଏହିପରି ଚିନ୍ତା କର ନାହିଁ, ଯଦି କହେି କିଛି ତୁମ୍ଭ ବିରୁଦ୍ଧ ରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ।
1 Thessalonians 5:15
ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
2 Samuel 13:22
ଅବଶାଲୋମ ଅମ୍ମାନେକକ୍ସ୍ଟ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକକ୍ସ୍ଟ ବଳାତ୍କାର କରିବାରକ୍ସ୍ଟ ଅବଶା ଲୋମ ଅମ୍ ନୋନକକ୍ସ୍ଟ ଘୃଣା କଲା।
Romans 12:17
ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।
Judges 15:11
ଏହାପରେ ୟିହକ୍ସ୍ଟଦାର 3,000 ପରିବାରବର୍ଗ ଶାମ୍ଶାେନ୍ଙ୍କ ଏଟମ ଶୈଳର ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ଗଲେ ଏବଂ ତାଙ୍କୁ କହିଲେ, ତୁମ୍ଭେ କ'ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମର ପ୍ରଭକ୍ସ୍ଟ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?
Proverbs 25:21
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
Matthew 5:39
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।