Oriya Bible
Proverbs 24:23-33 in Oriya
Proverbs 24:23
ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;
Proverbs 24:24
ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ।
Proverbs 24:25
ଯେଉଁମାନେ ନିଜର ଦୋଷକୁ ସାବ୍ଯସ୍ତ କରନ୍ତି, ସମାନେେ ଧନବାନ୍ ହୁଅନ୍ତି। ସମାନେେ ଭଲ ଆଶୀର୍ବାଦ ଲାଭ କରନ୍ତି।
Proverbs 24:26
ୟିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠ ରେ ଚୁମ୍ବନ ତୁଲ୍ଯ।
Proverbs 24:27
ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର।
Proverbs 24:28
ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବେଶୀର ବିପକ୍ଷ ରେ ସାକ୍ଷୀ ହୁଅ ନାହିଁ। ମିଥ୍ଯା କୁହ ନାହିଁ।
Proverbs 24:29
ସେ ମାେପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସପରେି କରିବି ଓ ତାହାର କର୍ମାନୁସା ରେ ମୁଁ ତାହାକୁ ପ୍ରତିଫଳ ଦବେି, ଏପରି କୁହ ନାହିଁ।
Proverbs 24:30
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
Proverbs 24:31
ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପ ରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି।
Proverbs 24:32
ତେଣୁ ମୁଁ ଅନାଇଲି, ପୁଣି ମନୋୟୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।
Proverbs 24:33
ଦିନ ବେଳେ ଗଡିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦଇେ ତୁମ୍ଭେ ଯଦି ଶାଇେ ରୁହ,