Proverbs 23
1 ଯେତବେେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନ ରେ ବସ ସେତବେେଳେ ତୁମ୍ଭ ସମ୍ମୁଖ ରେ କିଏ ଅଛି, ତାହା ଯତ୍ନପୂର୍ବକ ବିବଚେନା କର।
2 ଯବେେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳା ରେ ଛୁରି ଆପେ ରଖ।
3 ତାହାର ସୁସ୍ବାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେ ହତେୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।
1 When thou sittest to eat with a ruler, consider diligently what is before thee:
2 And put a knife to thy throat, if thou be a man given to appetite.
3 Be not desirous of his dainties: for they are deceitful meat.
Proverbs 23 in Tamil and English
1 ଯେତବେେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନ ରେ ବସ ସେତବେେଳେ ତୁମ୍ଭ ସମ୍ମୁଖ ରେ କିଏ ଅଛି, ତାହା ଯତ୍ନପୂର୍ବକ ବିବଚେନା କର।
When thou sittest to eat with a ruler, consider diligently what is before thee:
2 ଯବେେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳା ରେ ଛୁରି ଆପେ ରଖ।
And put a knife to thy throat, if thou be a man given to appetite.
3 ତାହାର ସୁସ୍ବାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେ ହତେୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।
Be not desirous of his dainties: for they are deceitful meat.