Proverbs 18 - WEB (Oriya)
1 An unfriendly man pursues selfishness, And defies all sound judgment.ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।
2 A fool has no delight in understanding, But only in revealing his own opinion.ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।
3 When wickedness comes, contempt also comes, And with shame comes disgrace.ଦୁଷ୍ଟ ଆସିଲେ ଅବଜ୍ଞା ଆ ସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆ ସେ।
4 The words of a man's mouth are like deep waters. The fountain of wisdom is like a flowing brook.ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।
5 To be partial to the faces of the wicked is not good, Nor to deprive the innocent of justice.ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।
6 A fool's lips come into strife, And his mouth invites beatings.ମୂର୍ଖର କଥା ବିବାଦ ରେ ପ୍ରର୍ବତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।
7 A fool's mouth is his destruction, And his lips are a snare to his soul.ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।
8 The words of a gossip are like dainty morsels: They go down into a person's innermost parts.ନିନ୍ଦାର ବାକ୍ଯଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ୟାଏ।
9 One who is slack in his work Is brother to him who is a master of destruction.ଆପଣା କାର୍ୟ୍ଯ ରେ ଯେ ଅଳସ, ସେ ବିନାଶକର ଭଳଇ।
10 The name of Yahweh is a strong tower: The righteous run to him, and are safe.ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
11 The rich man's wealth is his strong city, Like an unscalable wall in his own imagination.ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତ ରେ ଏହା ଉଚ୍ଚ ପ୍ରାଚୀର ସ୍ବରୂପ, ଯେ କହେି ହେଲେ ଚଢ଼ିପାରିବେ ନାହିଁ।
12 Before destruction the heart of man is proud, But before honor is humility.ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
13 He who gives answer before he hears, That is folly and shame to him.ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।
14 A man's spirit will sustain him in sickness, But a crushed spirit, who can bear?ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।
15 The heart of the discerning gets knowledge. The ear of the wise seeks knowledge.ବୁଦ୍ଧିମାନ୍ର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।
16 A man's gift makes room for him, And brings him before great men.ମନୁଷ୍ଯର ଭଟେୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।
17 He who pleads his cause first seems right; Until another comes and questions him.ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ୟ୍ଯନ୍ତ ସେ ଅନ୍ୟ ଲୋକ ଦ୍ବାରା ପରୀକ୍ଷା ହାଇେ ନାହିଁ।
18 The lot settles disputes, And keeps strong ones apart.ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
19 A brother offended is more difficult than a fortified city; And disputes are like the bars of a castle.ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ବରୂପ।
20 A man's stomach is filled with the fruit of his mouth. With the harvest of his lips he is satisfied.ମନୁଷ୍ଯର ଉଦର ତା'ର ମୁଖ ଫଳ ରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥା ରେ ତୃପ୍ତ ହୁଏ।
21 Death and life are in the power of the tongue; Those who love it will eat its fruit.ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।
22 Whoever finds a wife finds a good thing, And obtains favor of Yahweh.ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
23 The poor plead for mercy, But the rich answer harshly.ଦରିଦ୍ର ଲୋକ ବିନଯ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।
24 A man of many companions may be ruined, But there is a friend who sticks closer than a brother.ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।
Oriya Bible