Proverbs 1

fullscreen1 ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।

fullscreen2 ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ।

fullscreen3 ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।

fullscreen4 ଏହି ଉପଦେଶଗୁଡ଼ିକ ସହେି ଲୋକମାନଙ୍କୁ ଶିକ୍ଷା ଦଇପୋରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଚାହାନ୍ତି। ଏହି ଉପଦେଶଗୁଡ଼ିକ ୟୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ଯବହାର କରିବାକୁ ହୁଏ ସମାନଙ୍କେୁ ଶିକ୍ଷା ଦିଏ।

fullscreen5 ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।

fullscreen6 ଯେଉଁ ଲୋକମାନେ, ୟିଏକି ଏହି ହିତାପଦେେଶ ଶୁଣନ୍ତି, ଜ୍ଞାନୀ ଲୋକ କହି ୟାଇଥିବା କଥା ବୁଝିବା ରେ ସକ୍ଷମ ହବେେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ଯ ବୁଝିପାରିବେ। ସମାନେେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।

fullscreen7 ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

1 The proverbs of Solomon the son of David, king of Israel;

2 To know wisdom and instruction; to perceive the words of understanding;

3 To receive the instruction of wisdom, justice, and judgment, and equity;

4 To give subtilty to the simple, to the young man knowledge and discretion.

5 A wise man will hear, and will increase learning; and a man of understanding shall attain unto wise counsels:

6 To understand a proverb, and the interpretation; the words of the wise, and their dark sayings.

7 The fear of the Lord is the beginning of knowledge: but fools despise wisdom and instruction.

Proverbs 1 in Tamil and English

1 ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।
The proverbs of Solomon the son of David, king of Israel;

2 ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ।
To know wisdom and instruction; to perceive the words of understanding;

3 ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।
To receive the instruction of wisdom, justice, and judgment, and equity;

4 ଏହି ଉପଦେଶଗୁଡ଼ିକ ସହେି ଲୋକମାନଙ୍କୁ ଶିକ୍ଷା ଦଇପୋରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଚାହାନ୍ତି। ଏହି ଉପଦେଶଗୁଡ଼ିକ ୟୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ଯବହାର କରିବାକୁ ହୁଏ ସମାନଙ୍କେୁ ଶିକ୍ଷା ଦିଏ।
To give subtilty to the simple, to the young man knowledge and discretion.

5 ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।
A wise man will hear, and will increase learning; and a man of understanding shall attain unto wise counsels:

6 ଯେଉଁ ଲୋକମାନେ, ୟିଏକି ଏହି ହିତାପଦେେଶ ଶୁଣନ୍ତି, ଜ୍ଞାନୀ ଲୋକ କହି ୟାଇଥିବା କଥା ବୁଝିବା ରେ ସକ୍ଷମ ହବେେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ଯ ବୁଝିପାରିବେ। ସମାନେେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।
To understand a proverb, and the interpretation; the words of the wise, and their dark sayings.

7 ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।
The fear of the Lord is the beginning of knowledge: but fools despise wisdom and instruction.