Philippians 4 - BBE (Oriya)
1 So my brothers, well loved and very dear to me, my joy and crown, be strong in the Lord, my loved ones.ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।
2 I make request to Euodias and Syntyche to be of the same mind in the Lord.ଇଯଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠା ରେ ଏକମତ ହବୋକୁ ମୁଁ ନିବଦନେ କରେ।
3 And I make request to you, true helper in my work, to see to the needs of those women who took part with me in the good news, with Clement and the rest of my brother-workers whose names are in the book of life.ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ ଜୀବନ-ପୁସ୍ତକ288 ରେ ଲଖାେଅଛି।
4 Be glad in the Lord at all times: again I say, Be glad.ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।
5 Let your gentle behaviour be clear to all men. The Lord is near.ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।
6 Have no cares; but in everything with prayer and praise put your requests before God.କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।
7 And the peace of God, which is deeper than all knowledge, will keep your hearts and minds in Christ Jesus.ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।
8 For the rest, my brothers, whatever things are true, whatever things have honour, whatever things are upright, whatever things are holy, whatever things are beautiful, whatever things are of value, if there is any virtue and if there is any praise, give thought to these things.ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।
9 The things which came to you by my teaching and preaching, and which you saw in me, these things do, and the God of peace will be with you.ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
10 But I am very glad in the Lord that your care for me has come to life again; though you did in fact take thought for me, but you were not able to give effect to it.ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତିତ ହାଇେଥିବାରୁ ମୁଁ ପ୍ରଭୁଙ୍କଠା ରେ ଆନନ୍ଦିତ। ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦଖାଇବୋ ପାଇଁ ସୁଯୋଗ ପାଇ ନ ଥିଲ।
11 But I will not say anything about my needs, for I am able, wherever I am, to be dependent on myself.ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଚାହୁଁଛି। କାରଣ ମାରେବର୍ତ୍ତମାନ ଯାହା ଅଛି ଏବଂ ଯାହା ମାେ ପାଇଁ ଘଟୁଛି, ସେଥି ରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।
12 It is the same to me if I am looked down on or honoured; everywhere and in all things I have the secret of how to be full and how to go without food; how to have wealth and how to be in need.ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତା ରେ କିପରି ରହିବାକୁ ହୁଏ, ତାହା ମଧ୍ଯ ମୁଁ ଜାଣେ। ପ୍ରେତ୍ୟକକ ସମୟରେ ଓ ପ୍ରେତ୍ୟକକ ଘଟଣା ରେ ଆନନ୍ଦିତ ହବୋର ରହସ୍ଯ ମୁଁ ଜାଣେ। ଯେତବେେଳେ ମାରେ ଖାଇବା ପାଇଁ ୟଥେଷ୍ଟ ଥାଏ କିଅବା ଯେତବେେଳେ ୟଥେଷ୍ଟ ନ ଥାଏ, ଯେତବେେଳେ ମାରେ ପ୍ରଚୁର ଥାଏ ବା ଯେତବେେଳେ ମାରେ ଅଭାବ ଥାଏ, ସେତବେେଳେ କିପରି ଆନନ୍ଦିତ ହାଇପୋରିବି, ତାହା ମୁଁ ଜାଣେ।
13 I am able to do all things through him who gives me strength.ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।
14 But you did well to have care for me in my need.କିନ୍ତୁ ମାରେ ସାହାୟ୍ଯ ଦରକାର ଥିଲା ବେଳେ, ତୁମ୍ଭମାନେେ ମାେତେ ସାହାୟ୍ଯ କରି ଭଲ କରିଛ।
15 And you have knowledge, Philippians, that when the good news first came to you, when I went away from Macedonia, no church took part with me in the business of giving to the saints, but you only;ମୁଁ ଯେତବେେଳେ ସଠାେରେ ସୁସମାଚାର ପ୍ରଚାର ଆରମ୍ଭ କଲି, ସେତବେେଳେ ତୁମ୍ଭେ ଫିଲିପ୍ପୀବାସୀ, ତାହା ମନେ ରଖିଛ। ମୁଁ ଯେତବେେଳେ ମାକିଦନିଆ ଛାଡ଼ିଲି, ସେତବେେଳେ କବଳେ ତୁମ୍ଭର ମଣ୍ଡଳୀ ମାେତେ ସାହାୟ୍ଯ ଦଇେଥିଲା।
16 Because even in Thessalonica you sent once and again to me in my need.ଥସେଲନୀକୀ ନଗର ରେ ଥିଲା ବେଳେ ତୁମ୍ଭମାନେେ ଅନକେ ଥର ମାରେ ଆବଶ୍ଯକତା ପୂରଣ କରିବାକୁ ଜିନିଷମାନ ପଠାଇଛ।
17 Not that I am looking for an offering, but for fruit which may be put to your credit.ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁହେଁ କିନ୍ତୁ ମୁଁ ଚା ହେଁ ଯେ, ଦବୋ ଦ୍ବାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।
18 I have all things and more than enough: I am made full, having had from Epaphroditus the things which came from you, a perfume of a sweet smell, an offering well pleasing to God.ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।
19 And my God will give you all you have need of from the wealth of his glory in Christ Jesus.ପରମେଶ୍ବର ସଗେୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନ ରେ ମାେ ପରମେଶ୍ବର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ଯକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତାଙ୍କ ଧନର ବ୍ଯବହାର କରିବେ।
20 Now to God our Father be glory for ever and ever. So be it.ଆମ୍ଭର ପରମେଶ୍ବରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!
21 Give words of love to every saint in Christ Jesus. The brothers who are with me send you their love.ଖ୍ରୀଷ୍ଟଙ୍କଠା ରେ ପରମେଶ୍ବରଙ୍କ ପ୍ରେତ୍ୟକକ ପବିତ୍ର ଲୋକକୁ ନମସ୍କାର। ମାେ ସହିତ ଥିବା ପରମେଶ୍ବରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
22 All the saints send their love to you, specially those who are of Caesar's house.ପରମେଶ୍ବରଙ୍କ ସମସ୍ତ ଲୋକ ଓ ବିଶଷେ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦ ରେ ଅଛନ୍ତି, ସହେି ବିଶ୍ବାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।
23 The grace of the Lord Jesus Christ be with your spirit.ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।
Oriya Bible