Philippians 1:8
ପରମେଶ୍ବର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନହପେୂର୍ଣ୍ଣ କରୁଣା ରେ ମୁଁ ତୁମ୍ଭମାନଙ୍କୁ ପ୍ ରମେ କରେ।
Philippians 1:8 in Other Translations
King James Version (KJV)
For God is my record, how greatly I long after you all in the bowels of Jesus Christ.
American Standard Version (ASV)
For God is my witness, how I long after you all in the tender mercies of Christ Jesus.
Bible in Basic English (BBE)
For God is my witness, how my love goes out to you all in the loving mercies of Christ Jesus.
Darby English Bible (DBY)
For God is my witness how I long after you all in [the] bowels of Christ Jesus.
World English Bible (WEB)
For God is my witness, how I long after all of you in the tender mercies of Christ Jesus.
Young's Literal Translation (YLT)
For God is my witness, how I long for you all in the bowels of Jesus Christ,
| For | μάρτυς | martys | MAHR-tyoos |
| γάρ | gar | gahr | |
| God | μου | mou | moo |
| is | ἐστιν | estin | ay-steen |
| my | ὁ | ho | oh |
| record, | θεός | theos | thay-OSE |
| how greatly | ὡς | hōs | ose |
| after long I | ἐπιποθῶ | epipothō | ay-pee-poh-THOH |
| you | πάντας | pantas | PAHN-tahs |
| all | ὑμᾶς | hymas | yoo-MAHS |
| in | ἐν | en | ane |
| the bowels | σπλάγχνοις | splanchnois | SPLAHNG-hnoos |
| of Jesus | Ἰησοῦ | iēsou | ee-ay-SOO |
| Christ. | Χριστοῦ | christou | hree-STOO |
Cross Reference
Romans 1:9
ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।
2 Timothy 1:4
ତୁମ୍ଭେ ମାେ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ବାସ ମୁଁ ମନେପକାଏ।
Philippians 4:1
ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।
Romans 9:1
ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।
Colossians 3:12
ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।
1 Thessalonians 2:5
ତୁମ୍ଭମାନେେ ଜାଣିଛ ଯେ, କବେେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଚାହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ବାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ବର ଜାଣନ୍ତି ଯେ, ଏହା ସତ୍ଯ।
1 Thessalonians 2:8
ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କବଳେ ପରମେଶ୍ବରଙ୍କ ସୁସମାଚାରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ଯ ତୁମ୍ଭମାନଙ୍କ ସହିତ ବାଣ୍ଟି ଦବୋକୁ ପ୍ରସ୍ତୁତ ଥିଲୁ।
Philemon 1:12
ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।
Philemon 1:20
ତେଣୁ ହେ ମାରେ ଭାଇ ! ପ୍ରଭୁଙ୍କଠା ରେ ତୁମ୍ଭେ ମାେ ପାଇଁ କିଛି ଆବଶ୍ଯକୀୟ ବିଷୟ କର ବୋଲି, ମୁଁ କୁ ହେ। ଖ୍ରୀଷ୍ଟଙ୍କଠା ରେ ମାେ ହୃଦୟକୁ ଆଶ୍ବାସନା ଦିଅ।
1 John 3:17
ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।
Colossians 2:1
ମୁଁ ଚା ହେଁ ତୁମ୍ଭମାନେେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦକୀଆ ରେ ଥିବା ଲୋକମାନଙ୍କୁ ଓ ମାେତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ମୁଁ ସାହାୟ୍ଯ କରିବାକୁ ଚେଷ୍ଟା କରୁଛି।
Philippians 2:26
ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହତେୁ ସେ ଚିନ୍ତିତ ଥିଲେ।
Isaiah 63:15
ବର୍ତ୍ତମାନ ସ୍ବର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ବତ ପ୍ ରମେ କାହିଁ ? ତୁମ୍ଭର କୋହ ଓ ଦୟା କାହିଁ।
Jeremiah 31:20
ପରମେଶ୍ବର କହନ୍ତି, ଇଫ୍ରଯିମ ଆମ୍ଭର ପ୍ରିଯ ପୁତ୍ର। ଆମ୍ଭେ ତାହାକୁ ପ୍ ରମେ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା' ବିରୁଦ୍ଧ ରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା' ପାଇଁ ଆମ୍ଭର ପ୍ରାଣ ବ୍ଯାକୁଳ ହୁଏ। ଆମ୍ଭେ ପ୍ରକୃତ ରେ ତାକୁ ଦୟା କରିବା। ଏହା ସଦାପ୍ରଭୁ କହନ୍ତି।
Luke 1:78
ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
2 Corinthians 6:12
ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ ରମେ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭମାନେେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶନ ବନ୍ଦ କରି ଦଇେଛ।
2 Corinthians 7:15
ତୁମ୍ଭମାନେେ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍ଭମାନେେ ସମସ୍ତେ ସମ୍ମାନ ଓ ଭୟ ସହକା ରେ କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ଯଗ୍ର ଥିଲ ଓ କିପରି ତାହାଙ୍କୁ ପା େଛାଟି ନଇେଥିଲ, ଏସବୁ କଥା ମନେ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ ରମେ ଅଧିକ ହେଲା।
2 Corinthians 13:9
ଯଦି ତୁମ୍ଭମାନେେ ବଳବାନ ଆମ୍ଭେ ଦୁର୍ବଳ ହବୋ ରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ ଅଧିକରୁ ଅଧିକ ଶକ୍ତିଶାଳୀ ହାଇେ ଯାଅ।
Galatians 1:20
ପରମେଶ୍ବର ଜାଣନ୍ତି ଯେ, ମୁଁ ଏଥି ରେ ଯାହା କିଛି ଲେଖୁଛି, ତାହା ମିଥ୍ଯା ନୁହେଁ।
Galatians 4:19
ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।
Philippians 2:1
ଖ୍ରୀଷ୍ଟଯୀଶୁଙ୍କଠା ରେ ଥାଇ କୌଣସି କାର୍ୟ୍ଯ କରିବାକୁ ମୁଁ ତୁମ୍ଭକୁ କହିପା ରେ କି ? ତୁମ୍ଭେ ମାେତେ ପ୍ ରମେପୂର୍ଣ୍ଣ ସାନ୍ତ୍ବନା ଦଇପୋର କି ? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତା ରେ ଅଛୁ କି ? ତୁମ୍ଭଠା ରେ କରୁଣା ଓ ଦୟା ଅଛି କି ?
Isaiah 16:11
ତେଣୁ ମୁଁ ଦୁଇଟି ନଗର ମାୟୋବ ଓ କୀରହରେସ ପାଇଁ ବିଶଷେ ଭାବରେ ଦୁଃଖିତ।