Leviticus 21:7 in Oriya

Oriya Oriya Bible Leviticus Leviticus 21 Leviticus 21:7

Leviticus 21:7
ଜଣେ ଯାଜକ ତା'ର ପରମେଶ୍ବରଙ୍କର ପବିତ୍ର ସବେକ। ତେଣୁ ସେ କୌଣସି ବେଶ୍ଯାକୁ, କଳିଙ୍କିନୀକୁ କିମ୍ବା ସ୍ବାମୀ ପରିତ୍ଯକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।

Leviticus 21:6Leviticus 21Leviticus 21:8

Leviticus 21:7 in Other Translations

King James Version (KJV)
They shall not take a wife that is a whore, or profane; neither shall they take a woman put away from her husband: for he is holy unto his God.

American Standard Version (ASV)
They shall not take a woman that is a harlot, or profane; neither shall they take a woman put away from her husband: for he is holy unto his God.

Bible in Basic English (BBE)
They may not take as wife a loose or common woman, or one who has been put away by her husband: for the priest is holy to his God.

Darby English Bible (DBY)
They shall not take as wife a whore, or a dishonoured woman; neither shall they take a woman put away from her husband; for he is holy unto his God.

Webster's Bible (WBT)
They shall not take a wife that is a lewd woman, or profane; neither shall they take a woman put away from her husband: for he is holy to his God.

World English Bible (WEB)
"'They shall not marry a woman who is a prostitute, or profane; neither shall they marry a woman divorced from her husband: for he is holy to his God.

Young's Literal Translation (YLT)
`A woman, a harlot, or polluted, they do not take, and a woman cast out from her husband they do not take, for he `is' holy to his God;

is
is
that
אִשָּׁ֨הʾiššâee-SHA
wife
זֹנָ֤הzōnâzoh-NA
a
a
וַֽחֲלָלָה֙waḥălālāhva-huh-la-LA
whore,
profane;
or
They
לֹ֣אlōʾloh
not
shall
יִקָּ֔חוּyiqqāḥûyee-KA-hoo
take
וְאִשָּׁ֛הwĕʾiššâveh-ee-SHA
woman
a
away
גְּרוּשָׁ֥הgĕrûšâɡeh-roo-SHA
put
her
מֵֽאִישָׁ֖הּmēʾîšāhmay-ee-SHA
husband:
from
לֹ֣אlōʾloh
neither
take
they
יִקָּ֑חוּyiqqāḥûyee-KA-hoo
shall
כִּֽיkee
for
קָדֹ֥שׁqādōška-DOHSH
holy
he
ה֖וּאhûʾhoo
unto
his
God.
לֵֽאלֹהָֽיו׃lēʾlōhāywLAY-loh-HAIV

Cross Reference

ଲେବୀୟ ପୁସ୍ତକ 21:13
ଜଣେ ମହାୟଜକ କବଳେ ଜଣ ଅନୁଢାକୁ ବା କୁମାରୀକୁ ବିବାହ କରିବ।

ଯିହିଜିକଲ 44:22
ପୁଣି ସମାନେେ ବିଧବା କିମ୍ବା ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସମାନେେ ଇଶ୍ରାୟେଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।

ଲେବୀୟ ପୁସ୍ତକ 21:8
ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବଚେନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।

ଦିତୀୟ ବିବରଣ 24:1
ଜଣେ ଲୋକ ଏକ ସ୍ତ୍ରୀକକ୍ସ୍ଟ ବିବାହ କରି ଗ୍ରହଣ କଲାପରେ ଯବେେ ସେ ତାହାଠା ରେ କୌଣସି ଲଜ୍ଜାକର ବିଷଯ ପାଇବାରକ୍ସ୍ଟ ସହେି ସ୍ତ୍ରୀ ତାହାଠା ରେ ଅନକ୍ସ୍ଟଗ୍ରହ ନପାଏ। ତବେେ ସହେି ପୁରୁଷ ତାହା ନିମନ୍ତେ ଏକ ଛାଡପତ୍ର ଲେଖି ତାହା ହସ୍ତ ରେ ଦଇେ ଆପଣା ଗୃହରକ୍ସ୍ଟ ତାହାକକ୍ସ୍ଟ ବାହାର କରିଦବୋ ଉଚିତ୍।

ଯିଶାଇୟ 50:1
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:11
ସହେିପରି ବିଶଷେ ସବେିକା ହବୋ ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସମାନେେ ଅନ୍ୟମାନଙ୍କ ବିଷୟ ରେ ମନ୍ଦ କଥା ଆଦୌ କହୁ ନ ଥିବେ। ସମାନଙ୍କେର ଆତ୍ମା ସଂୟମ ଥିବା ପ୍ରୟୋଜନ ଓ ପ୍ରେତ୍ୟକକ କଥା ରେ ଯେପରି ସମାନଙ୍କେୁ ବିଶ୍ବାସ କରାଯାଇ ପାରୁଥିବ।