John 7:17 in Oriya

Oriya Oriya Bible John John 7 John 7:17

John 7:17
ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।

John 7:16John 7John 7:18

John 7:17 in Other Translations

King James Version (KJV)
If any man will do his will, he shall know of the doctrine, whether it be of God, or whether I speak of myself.

American Standard Version (ASV)
If any man willeth to do his will, he shall know of the teaching, whether it is of God, or `whether' I speak from myself.

Bible in Basic English (BBE)
If any man is ready to do God's pleasure he will have knowledge of the teaching and of where it comes from--from God or from myself.

Darby English Bible (DBY)
If any one desire to practise his will, he shall know concerning the doctrine, whether it is of God, or [that] I speak from myself.

World English Bible (WEB)
If anyone desires to do his will, he will know about the teaching, whether it is from God, or if I am speaking from myself.

Young's Literal Translation (YLT)
if any one may will to do His will, he shall know concerning the teaching, whether it is of God, or -- I do speak from myself.

whether
ἐάνeanay-AN
If
man
τιςtistees
any
θέλῃthelēTHAY-lay
will
τὸtotoh
will,
θέλημαthelēmaTHAY-lay-ma
his
αὐτοῦautouaf-TOO
do
shall
know
ποιεῖνpoieinpoo-EEN
he
γνώσεταιgnōsetaiGNOH-say-tay
of
περὶperipay-REE
the
τῆςtēstase
doctrine,
διδαχῆςdidachēsthee-tha-HASE
whether
of
πότερονpoteronPOH-tay-rone
God,
ἐκekake
it
τοῦtoutoo
be
θεοῦtheouthay-OO
or
I
ἐστινestinay-steen
of
ēay
myself.
ἐγὼegōay-GOH
speak
ἀπ'apap
ἐμαυτοῦemautouay-maf-TOO
λαλῶlalōla-LOH

Cross Reference

ଯୋହନଲିଖିତ ସୁସମାଚାର 8:43
ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।

ଯୋହନଲିଖିତ ସୁସମାଚାର 8:31
ଯୀଶୁ ତାହାଙ୍କୁ ବିଶ୍ବାସ କରୁଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେ ମାରେ ଶିକ୍ଷା ସବୁବେଳେ ମାନି ଚଳିବ, ତବେେ ତୁମ୍ଭେ ମାରେ ପ୍ରକୃତ ଶିଷ୍ଯ ହବେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:15
ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହବୋ ପାଇଁ ଯାଉଛୁ, ସମାନେେ ମଧ୍ଯ ଏହିଭଳି ଭାବିବା ଦରକାର। ଯଦି ଏଥି ରେ କୌଣସି କଥା ରେ ତୁମ୍ଭର ଭିନ୍ନ ମତ ଥାଏ, ତା ହେଲେ ପରମେଶ୍ବର ତୁମ୍ଭ ପାଇଁ ଏହାକୁ ମଧ୍ଯ ସ୍ପଷ୍ଟ କରି ଦବେେ।

ଗୀତସଂହିତା 25:12
ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।

ଗୀତସଂହିତା 119:10
ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

ଯୋହନଲିଖିତ ସୁସମାଚାର 8:47
ଯେଉଁ ଲୋକ ପରମେଶ୍ବରଙ୍କର, ସେ ପରମେଶ୍ବର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ବରଙ୍କର ନୁହଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:13
କର୍ଣ୍ଣୀଲିୟ କିପରି ତାହାଙ୍କ ଘ ରେ ଜଣେ ସ୍ବର୍ଗଦୂତଙ୍କୁ ଦେଖିଲେ, ସହେିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, 'ଯାଫୋ ନଗରକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଆଣ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:11
ସଠାେରେ ଲୋକମାନେ ଥସେଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସମାନେେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସମାନଙ୍କେର କଥା ସତ୍ଯ ନା ମିଥ୍ଯା, ଏହି କଥା ଜାଣିବା ପାଇଁ ସମାନେେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ।

ମାଥିଉଲିଖିତ ସୁସମାଚାର 6:22
ଆଖି ଶରୀର ପାଇଁ ଆଲୋକ ସ୍ବରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତବେେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହବେ।

ଦାନିଏଲ 12:10
ଅନକେ ଲୋକ ନିଜକୁ ସ୍ବଚ୍ଛ ଓ ନିର୍ମଳମଯ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢି ବଢି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ଯରୁ କହେି ହୃଦ୍ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।

ଯିରିମିୟ 31:33
ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

ଯିଶାଇୟ 35:8
ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।

ଗୀତସଂହିତା 119:101
ସଦାପ୍ରଭୁ, ପ୍ରେତ୍ୟକକ କୁପଥଠାରୁ ମୁଁ ଦୂରଇେ ରହିବି, ୟପରେିକି ମୁଁ ତୁମ୍ଭର ବାକ୍ଯ ରକ୍ଷା କରିପାରିବି।

ଗୀତସଂହିତା 25:14
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

ଗୀତସଂହିତା 25:8
ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।

ମୀଖା 4:2
ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,

ମଲାଖୀ 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

ଲୂକଲିଖିତ ସୁସମାଚାର 8:15
ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।

ଯୋହନଲିଖିତ ସୁସମାଚାର 1:46
ନିଥନିଯଲେ ଫିଲିପ୍ପଙ୍କୁ କହିଲେ, ନାଜରିତ, ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହାଇପୋ ରେ?

ରେରିତମାନଙ୍କ କାର୍ଯ୍ୟର ବିବରଣ 10:1
କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

ହୋଶେୟ 6:3
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।