John 7:14 in Oriya

Oriya Oriya Bible John John 7 John 7:14

John 7:14
ପର୍ବ ପ୍ରାୟ ଅଧାଅଧି ଶଷେ ହାଇେ ଯାଇଥିଲା। ତା'ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦବୋ ରେ ଲାଗିଲେ।

John 7:13John 7John 7:15

John 7:14 in Other Translations

King James Version (KJV)
Now about the midst of the feast Jesus went up into the temple, and taught.

American Standard Version (ASV)
But when it was now the midst of the feast Jesus went up into the temple, and taught.

Bible in Basic English (BBE)
Now in the middle of the feast Jesus went up to the Temple and was teaching.

Darby English Bible (DBY)
But when it was now the middle of the feast, Jesus went up into the temple and taught.

World English Bible (WEB)
But when it was now the midst of the feast, Jesus went up into the temple and taught.

Young's Literal Translation (YLT)
And it being now the middle of the feast, Jesus went up to the temple, and he was teaching,

Now
ἬδηēdēA-thay

δὲdethay
the
feast
of
τῆςtēstase
midst
the
ἑορτῆςheortēsay-ore-TASE
about
μεσούσηςmesousēsmay-SOO-sase
up
ἀνέβηanebēah-NAY-vay
went
hooh

Jesus
Ἰησοῦςiēsousee-ay-SOOS
into
εἰςeisees
the
τὸtotoh
temple,
ἱερὸνhieronee-ay-RONE
and
καὶkaikay
taught.
ἐδίδασκενedidaskenay-THEE-tha-skane

Cross Reference

ଯୋହନଲିଖିତ ସୁସମାଚାର 7:28
ଯୀଶୁ ମନ୍ଦିର ରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ବର ରେ କହିଲେ, ହଁ, ତୁମ୍ଭେ ମାେତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ଯ ଜାଣ। କିନ୍ତୁ ମୁଁ ମାରେ ନିଜ ଅଧିକାର ବଳ ରେ ଆସି ନାହିଁ। ମୁଁ ସତ୍ଯ ପରମେଶ୍ବରଙ୍କ ଦ୍ବାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।

ଲୂକଲିଖିତ ସୁସମାଚାର 19:47
ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।

ଯୋହନଲିଖିତ ସୁସମାଚାର 18:20
ଯୀଶୁ ଉତ୍ତର ଦେଲେ, ମୁଁ ଲୋକମାନଙ୍କୁ ସବୁବେଳେ ଖାଲିେଖାଲିେ ଭାବେ ଶିକ୍ଷା ଦଇେଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିର ରେ ଶିକ୍ଷା ଦଇେ ଆସିଛି। ସଠାେରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।

ଯୋହନଲିଖିତ ସୁସମାଚାର 8:2
ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫରେିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ଯୋହନଲିଖିତ ସୁସମାଚାର 7:37
ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।

ଯୋହନଲିଖିତ ସୁସମାଚାର 7:2
ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।

ଯୋହନଲିଖିତ ସୁସମାଚାର 5:14
ପରେ ଯୀଶୁ ସହେି ଲୋକକୁ ମନ୍ଦିର ପରିସର ରେ ଦେଖିଲେ। ସେ ତାକୁ କହିଲେ, ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହାଇଯୋଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତବେେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହାଇପୋ ରେ।

ମାଥିଉଲିଖିତ ସୁସମାଚାର 26:55
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

ମାଥିଉଲିଖିତ ସୁସମାଚାର 21:12
ଯୀଶୁ ମନ୍ଦିର ପରିସର ରେ ପ୍ରବେଶ କଲେ। ସଠାେରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼ଇେ ଦେଲେ। ସେ ମୁଦ୍ରା ବ୍ଯବସାଯୀଙ୍କ ମଜେ ଓ କାପ୍ତା ବ୍ଯବସାଯୀଙ୍କ ଆସନ ଓଲଟଇେ ଦେଲେ।

ମଲାଖୀ 3:1
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।

ହଗୟ 2:7
ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।

ଗଣନା ପୁସ୍ତକ 29:23
ଆଉ ଚତୁର୍ଥ ଦିନ ରେ, ଦଶଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକ କୌଣସି ଖଣ ନଥିବା ଉଚିତ୍।

ଗଣନା ପୁସ୍ତକ 29:20
ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।

ଗଣନା ପୁସ୍ତକ 29:17
ଆଉ ଦ୍ବିତୀୟ ଦିନ ରେ, ବାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନ ଥିବା ଉଚିତ୍।

ଗଣନା ପୁସ୍ତକ 29:12
ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।