Zechariah 9

fullscreen1 ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ ରେ। ସମସ୍ତ ଲୋକ ପରମେଶ୍ବରଙ୍କୁ ଅନାଉଅଛନ୍ତି, ଯେପରି ଇଶ୍ରାୟେଲ ଗୋଟିଏ ପରିବାରବର୍ଗ।

fullscreen2 ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।

fullscreen3 ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।

fullscreen4 ମାତ୍ର ସଦାପ୍ରଭୁ ଏହାକୁ ନଇେଯିବେ। ସେ ତା'ର ଧନ ସମୁଦ୍ର ରେ ଫୋପାଡି ଦବେେ ଏବଂ ନଗରଟି ନିଆଁ ରେ ଜଳିୟିବ।

fullscreen5 ଅସ୍କିଲୋନ ତାହା ଦେଖି ଭୟଭୀତ ହବେ ଓ ଘାସର ଲୋକମାନେ ଭୟ ରେ ଥରିବେ। ଇକୋର୍ଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସା ରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ଯ ଅସ୍କିଲୋନ ଜନଶୂନ୍ଯ ହବେ।

fullscreen6 ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

fullscreen7 ସମାନେେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ଯ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସମାନେେ ମଧ୍ଯ ମାେ ଲୋକମାନଙ୍କର ଅଂଶ ହବେେ, ଏହା ଯିହୁଦାର ଏକ ବଂଶ ହବେ। ଇକ୍ରୋଣର ଲୋକମାନେ ମାେ ଲୋକମାନଙ୍କର ଅଂଶୀଦାର ହବେେ, ଯେପରି ୟିବୁଷିଯମାନେ କରିଥିଲେ।

fullscreen8 ଆମ୍ଭେ ନିଜ ଦେଶ ରେ ଛାଉଣୀ ସ୍ଥାପନ କରିବା, ପ୍ରହରୀ ହବୋ ଶତୃମାନଙ୍କ ବିରୁଦ୍ଧ ରେ। କୌଣସି ଅତ୍ଯାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମାରେ ସ୍ବଚକ୍ଷୁ ରେ ଦେଖୁଛି। ମାେ ସ୍ବଚକ୍ଷୁ ରେ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖୁଅଛି।

1 The burden of the word of the Lord in the land of Hadrach, and Damascus shall be the rest thereof: when the eyes of man, as of all the tribes of Israel, shall be toward the Lord.

2 And Hamath also shall border thereby; Tyrus, and Zidon, though it be very wise.

3 And Tyrus did build herself a strong hold, and heaped up silver as the dust, and fine gold as the mire of the streets.

4 Behold, the Lord will cast her out, and he will smite her power in the sea; and she shall be devoured with fire.

5 Ashkelon shall see it, and fear; Gaza also shall see it, and be very sorrowful, and Ekron; for her expectation shall be ashamed; and the king shall perish from Gaza, and Ashkelon shall not be inhabited.

6 And a bastard shall dwell in Ashdod, and I will cut off the pride of the Philistines.

7 And I will take away his blood out of his mouth, and his abominations from between his teeth: but he that remaineth, even he, shall be for our God, and he shall be as a governor in Judah, and Ekron as a Jebusite.

8 And I will encamp about mine house because of the army, because of him that passeth by, and because of him that returneth: and no oppressor shall pass through them any more: for now have I seen with mine eyes.

Zechariah 9 in Tamil and English

1 ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ ରେ। ସମସ୍ତ ଲୋକ ପରମେଶ୍ବରଙ୍କୁ ଅନାଉଅଛନ୍ତି, ଯେପରି ଇଶ୍ରାୟେଲ ଗୋଟିଏ ପରିବାରବର୍ଗ।
The burden of the word of the Lord in the land of Hadrach, and Damascus shall be the rest thereof: when the eyes of man, as of all the tribes of Israel, shall be toward the Lord.

2 ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।
And Hamath also shall border thereby; Tyrus, and Zidon, though it be very wise.

3 ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।
And Tyrus did build herself a strong hold, and heaped up silver as the dust, and fine gold as the mire of the streets.

4 ମାତ୍ର ସଦାପ୍ରଭୁ ଏହାକୁ ନଇେଯିବେ। ସେ ତା'ର ଧନ ସମୁଦ୍ର ରେ ଫୋପାଡି ଦବେେ ଏବଂ ନଗରଟି ନିଆଁ ରେ ଜଳିୟିବ।
Behold, the Lord will cast her out, and he will smite her power in the sea; and she shall be devoured with fire.

5 ଅସ୍କିଲୋନ ତାହା ଦେଖି ଭୟଭୀତ ହବେ ଓ ଘାସର ଲୋକମାନେ ଭୟ ରେ ଥରିବେ। ଇକୋର୍ଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସା ରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ଯ ଅସ୍କିଲୋନ ଜନଶୂନ୍ଯ ହବେ।
Ashkelon shall see it, and fear; Gaza also shall see it, and be very sorrowful, and Ekron; for her expectation shall be ashamed; and the king shall perish from Gaza, and Ashkelon shall not be inhabited.

6 ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି।
And a bastard shall dwell in Ashdod, and I will cut off the pride of the Philistines.

7 ସମାନେେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ଯ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସମାନେେ ମଧ୍ଯ ମାେ ଲୋକମାନଙ୍କର ଅଂଶ ହବେେ, ଏହା ଯିହୁଦାର ଏକ ବଂଶ ହବେ। ଇକ୍ରୋଣର ଲୋକମାନେ ମାେ ଲୋକମାନଙ୍କର ଅଂଶୀଦାର ହବେେ, ଯେପରି ୟିବୁଷିଯମାନେ କରିଥିଲେ।
And I will take away his blood out of his mouth, and his abominations from between his teeth: but he that remaineth, even he, shall be for our God, and he shall be as a governor in Judah, and Ekron as a Jebusite.

8 ଆମ୍ଭେ ନିଜ ଦେଶ ରେ ଛାଉଣୀ ସ୍ଥାପନ କରିବା, ପ୍ରହରୀ ହବୋ ଶତୃମାନଙ୍କ ବିରୁଦ୍ଧ ରେ। କୌଣସି ଅତ୍ଯାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମାରେ ସ୍ବଚକ୍ଷୁ ରେ ଦେଖୁଛି। ମାେ ସ୍ବଚକ୍ଷୁ ରେ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖୁଅଛି।
And I will encamp about mine house because of the army, because of him that passeth by, and because of him that returneth: and no oppressor shall pass through them any more: for now have I seen with mine eyes.