ଯିଖରିୟ 8:2 in Oriya

ଓଡିଆ ଓଡିଆ ବାଇବେଲ ଯିଖରିୟ ଯିଖରିୟ 8 ଯିଖରିୟ 8:2

Zechariah 8:2
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭେ ସିୟୋନ ପାଇଁ ଅତ୍ଯାସକ୍ତ ଏବଂ ପ୍ରଗାଢ ଅନୁରାଗ ସହିତ ଆମ୍ଭେ ତା' ପାଇଁ କୋରଧାନ୍ବିତ।

Zechariah 8:1Zechariah 8Zechariah 8:3

Zechariah 8:2 in Other Translations

King James Version (KJV)
Thus saith the LORD of hosts; I was jealous for Zion with great jealousy, and I was jealous for her with great fury.

American Standard Version (ASV)
Thus saith Jehovah of hosts: I am jealous for Zion with great jealousy, and I am jealous for her with great wrath.

Bible in Basic English (BBE)
These are the words of the Lord of armies: I am angry about the fate of Zion, I am angry about her with great wrath.

Darby English Bible (DBY)
Thus saith Jehovah of hosts: I am jealous for Zion with great jealousy, and I am jealous for her with great fury.

World English Bible (WEB)
Thus says Yahweh of Hosts: "I am jealous for Zion with great jealousy, and I am jealous for her with great wrath."

Young's Literal Translation (YLT)
`Thus said Jehovah of Hosts: I have been zealous for Zion with great zeal, With great heat I have been zealous for her.

Thus
כֹּ֤הkoh
saith
אָמַר֙ʾāmarah-MAHR
the
Lord
יְהוָ֣הyĕhwâyeh-VA
of
hosts;
צְבָא֔וֹתṣĕbāʾôttseh-va-OTE
jealous
was
I
קִנֵּ֥אתִיqinnēʾtîkee-NAY-tee
for
Zion
לְצִיּ֖וֹןlĕṣiyyônleh-TSEE-yone
great
with
קִנְאָ֣הqinʾâkeen-AH
jealousy,
גְדוֹלָ֑הgĕdôlâɡeh-doh-LA
jealous
was
I
and
וְחֵמָ֥הwĕḥēmâveh-hay-MA
for
her
with
great
גְדוֹלָ֖הgĕdôlâɡeh-doh-LA
fury.
קִנֵּ֥אתִיqinnēʾtîkee-NAY-tee
לָֽהּ׃lāhla

Cross Reference

ଗୀତସଂହିତା 78:58
କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।

ନାହୂମ 1:6
ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।

ନାହୂମ 1:2
ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।

ଯୋୟେଲ 2:18
ତା'ପ ରେ ସଦାପ୍ରଭୁ ନିଜ ଭୂମି ପାଇଁ ଇର୍ଷାପରାଯଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପ ରେ ଦୟା ଦଖାଇେଲେ।

ଯିହିଜିକଲ 36:5
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।

ଯିଶାଇୟ 63:15
ବର୍ତ୍ତମାନ ସ୍ବର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ବତ ପ୍ ରମେ କାହିଁ ? ତୁମ୍ଭର କୋହ ଓ ଦୟା କାହିଁ।

ଯିଶାଇୟ 63:4
କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।

ଯିଶାଇୟ 59:17
ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।

ଯିଶାଇୟ 42:13
ସଦାପ୍ରଭୁ ମହାନ୍ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତଜେିତ କରିବେ ଓ ସେ ଘାରେ ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳ ରେ ପ୍ରବଳ ରୂପ ରେ କାର୍ୟ୍ଯ କରିବେ।

ଯିଖରିୟ 1:14
ତା'ପ ରେ ସ୍ବର୍ଗଦୂତ ୟିଏ ମାେ ସଙ୍ଗ ରେ କଥା କହୁଥିଲେ, କହିଲେ, ମାରେ ଏହି ବାକ୍ଯ ଘାଷେଣା କର।