Zechariah 4:5
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?
Zechariah 4:5 in Other Translations
King James Version (KJV)
Then the angel that talked with me answered and said unto me, Knowest thou not what these be? And I said, No, my lord.
American Standard Version (ASV)
Then the angel that talked with me answered and said unto me, Knowest thou not what these are? And I said, No, my lord.
Bible in Basic English (BBE)
Then the angel who was talking to me, answering me, said, Have you no knowledge of what these are? And I said, No, my lord.
Darby English Bible (DBY)
And the angel that talked with me answered and said unto me, Knowest thou not what these are? And I said, No, my lord.
World English Bible (WEB)
Then the angel who talked with me answered me, "Don't you know what these are?" I said, "No, my lord."
Young's Literal Translation (YLT)
And the messenger who is speaking with me answereth and saith unto me, `Hast thou not known what these `are'?' And I say, `No, my lord.'
| Then the angel | וַ֠יַּעַן | wayyaʿan | VA-ya-an |
| that talked | הַמַּלְאָ֞ךְ | hammalʾāk | ha-mahl-AK |
| answered me with | הַדֹּבֵ֥ר | haddōbēr | ha-doh-VARE |
| and said | בִּי֙ | biy | bee |
| unto | וַיֹּ֣אמֶר | wayyōʾmer | va-YOH-mer |
| Knowest me, | אֵלַ֔י | ʾēlay | ay-LAI |
| thou not | הֲל֥וֹא | hălôʾ | huh-LOH |
| what | יָדַ֖עְתָּ | yādaʿtā | ya-DA-ta |
| these | מָה | mâ | ma |
| said, I And be? | הֵ֣מָּה | hēmmâ | HAY-ma |
| No, | אֵ֑לֶּה | ʾēlle | A-leh |
| my lord. | וָאֹמַ֖ר | wāʾōmar | va-oh-MAHR |
| לֹ֥א | lōʾ | loh | |
| אֲדֹנִֽי׃ | ʾădōnî | uh-doh-NEE |
Cross Reference
ଯିଖରିୟ 4:13
ତା'ପ ରେ ସହେି ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?
ଆଦି ପୁସ୍ତକ 41:16
ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।
ଗୀତସଂହିତା 139:6
ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।
ଦାନିଏଲ 2:30
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମାରେ ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ ବିଷଯ ପରମେଶ୍ବର ମାେ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାୟିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମାେ ପ୍ରତି ପ୍ରକାଶିତ ହାଇେଅଛି।
ଯିଖରିୟ 1:9
ମୁଁ ପଗ୍ଭରିଲି, ହେ ମାରେ ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?
ମାର୍କଲିଖିତ ସୁସମାଚାର 4:13
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତବେେ ଅନ୍ୟ ଦୃଷ୍ଟାନ୍ତଗୁଡିକ କିପରି ବୁଝିବ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:12
ଆମ୍ଭେ ଜଗତର ଆତ୍ମା ଦ୍ବାରା ପରମଶ୍ବରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।