ଯିଖରିୟ 4

1 ତା'ପ ରେ ମାେ ସହିତ ଆଳାପ କରୁଥିବା ସହେି ସ୍ବର୍ଗଦୂତ ମାେ ନିକଟକୁ ଫରେିଆସିଲେ ଓ ମାେତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।

2 ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, ତୁମ୍ଭେ କ'ଣ ଦେଖୁଛ?

3 ସହେି ପାତ୍ରର ଦକ୍ଷିଣ ଓ ବାମ ପାଶର୍‌ବ ରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।

4 ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, ମାରେ ମହାଶୟ, ଏଗୁଡିକ ସବୁ କଣ?

5 ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?

6 ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

7 ହେ ମହାନ୍ ପର୍ବତ! ତୁମ୍ଭେ କଣ? ୟିରୁଦ୍ଦାବିଲ ସମ୍ମୁଖ ରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। 'ପରମେଶ୍ବରଙ୍କର ଏହା ଉପ ରେ କୃପା ହେଉ! ଧ୍ବନି ମଧିଅରେ ସେ କଣର ପ୍ରସ୍ତର ଆଣିବ।'

8 ସଦାପ୍ରଭୁ ଏହି ବାର୍ତ୍ତା ମାେତେ ପଠାଇଲେ।

9 ୟିରୁଦ୍ଦାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ୟ୍ଯ ଶଷେ କରିବ। ତା'ପ ରେ ତୁମ୍ଭମାନେେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।

10 ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍‌ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।

11 ତା'ପ ରେ ମୁଁ ତାଙ୍କୁ କହିଲି, ଦ୍ବୀପରୂଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ'ଣ?

12 ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ'ଣ?

13 ତା'ପ ରେ ସହେି ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?

14 ତେଣୁ ସେ ଉତ୍ତର ଦେଲେ, ଏହି ଅଭିଷିକ୍ତ ଦୁଇଜଣ ୟିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।

1 And the angel that talked with me came again, and waked me, as a man that is wakened out of his sleep,

2 And said unto me, What seest thou? And I said, I have looked, and behold a candlestick all of gold, with a bowl upon the top of it, and his seven lamps thereon, and seven pipes to the seven lamps, which are upon the top thereof:

3 And two olive trees by it, one upon the right side of the bowl, and the other upon the left side thereof.

4 So I answered and spake to the angel that talked with me, saying, What are these, my lord?

5 Then the angel that talked with me answered and said unto me, Knowest thou not what these be? And I said, No, my lord.

6 Then he answered and spake unto me, saying, This is the word of the Lord unto Zerubbabel, saying, Not by might, nor by power, but by my spirit, saith the Lord of hosts.

7 Who art thou, O great mountain? before Zerubbabel thou shalt become a plain: and he shall bring forth the headstone thereof with shoutings, crying, Grace, grace unto it.

8 Moreover the word of the Lord came unto me, saying,

9 The hands of Zerubbabel have laid the foundation of this house; his hands shall also finish it; and thou shalt know that the Lord of hosts hath sent me unto you.

10 For who hath despised the day of small things? for they shall rejoice, and shall see the plummet in the hand of Zerubbabel with those seven; they are the eyes of the Lord, which run to and fro through the whole earth.

11 Then answered I, and said unto him, What are these two olive trees upon the right side of the candlestick and upon the left side thereof?

12 And I answered again, and said unto him, What be these two olive branches which through the two golden pipes empty the golden oil out of themselves?

13 And he answered me and said, Knowest thou not what these be? And I said, No, my lord.

14 Then said he, These are the two anointed ones, that stand by the Lord of the whole earth.

Tamil Indian Revised Version
கர்த்தாவே, என்னைக் குணமாக்கும், அப்பொழுது குணமாவேன்; என்னைக் காப்பாற்றும், அப்பொழுது காப்பாற்றப்படுவேன்; தேவரீரே என் துதி.

Tamil Easy Reading Version
கர்த்தாவே, நீர் என்னைக் குணப்படுத்தினால் நான் உண்மையில் சுகமாவேன். என்னைக் காப்பாற்றும், நான் உண்மையில் காப்பாற்றப்படுவேன். கர்த்தாவே, நான் உம்மைத் துதிக்கிறேன்!

Thiru Viviliam
⁽ஆண்டவரே, என்னை நலமாக்கும்;␢ நானும் நலமடைவேன்.␢ என்னை விடுவியும்;␢ நானும் விடுதலை அடைவேன்;␢ ஏனெனில், நீரே என் புகழ்ச்சிக்குரியவர்.⁾

Title
எரேமியாவின் மூன்றாவது முறையீடு

Other Title
எரேமியாவின் மன்றாட்டு

எரேமியா 17:13எரேமியா 17எரேமியா 17:15

King James Version (KJV)
Heal me, O LORD, and I shall be healed; save me, and I shall be saved: for thou art my praise.

American Standard Version (ASV)
Heal me, O Jehovah, and I shall be healed; save me, and I shall be saved: for thou art my praise.

Bible in Basic English (BBE)
Make me well, O Lord, and I will be well; be my saviour, and I will be safe: for you are my hope.

Darby English Bible (DBY)
Heal me, Jehovah, and I shall be healed; save me, and I shall be saved: for thou art my praise.

World English Bible (WEB)
Heal me, O Yahweh, and I shall be healed; save me, and I shall be saved: for you are my praise.

Young’s Literal Translation (YLT)
Heal me, O Jehovah, and I am healed, Save me, and I am saved, for my praise `art’ Thou.

எரேமியா Jeremiah 17:14
கர்த்தாவே, என்னைக் குணமாக்கும், அப்பொழுது குணமாவேன்; என்னை இரட்சியும், அப்பொழுது இரட்சிக்கப்படுவேன்; தேவரீரே என் துதி.
Heal me, O LORD, and I shall be healed; save me, and I shall be saved: for thou art my praise.

Heal
רְפָאֵ֤נִיrĕpāʾēnîreh-fa-A-nee
me,
O
Lord,
יְהוָה֙yĕhwāhyeh-VA
healed;
be
shall
I
and
וְאֵ֣רָפֵ֔אwĕʾērāpēʾveh-A-ra-FAY
save
הוֹשִׁיעֵ֖נִיhôšîʿēnîhoh-shee-A-nee
saved:
be
shall
I
and
me,
וְאִוָּשֵׁ֑עָהwĕʾiwwāšēʿâveh-ee-wa-SHAY-ah
for
כִּ֥יkee
thou
תְהִלָּתִ֖יtĕhillātîteh-hee-la-TEE
art
my
praise.
אָֽתָּה׃ʾāttâAH-ta