Zechariah 11:8
ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।
Zechariah 11:8 in Other Translations
King James Version (KJV)
Three shepherds also I cut off in one month; and my soul lothed them, and their soul also abhorred me.
American Standard Version (ASV)
And I cut off the three shepherds in one month; for my soul was weary of them, and their soul also loathed me.
Bible in Basic English (BBE)
And in one month I put an end to the three keepers of the flock; for my soul was tired of them, and their souls were disgusted with me.
Darby English Bible (DBY)
And I destroyed three shepherds in one month; and my soul was vexed with them, and their soul also loathed me.
World English Bible (WEB)
I cut off the three shepherds in one month; for my soul was weary of them, and their soul also loathed me.
Young's Literal Translation (YLT)
And I cut off the three shepherds in one month, and my soul is grieved with them, and also their soul hath abhorred me.
| וָאַכְחִ֛ד | wāʾakḥid | va-ak-HEED | |
| Three | אֶת | ʾet | et |
| shepherds | שְׁלֹ֥שֶׁת | šĕlōšet | sheh-LOH-shet |
| off cut I also | הָרֹעִ֖ים | hārōʿîm | ha-roh-EEM |
| in one | בְּיֶ֣רַח | bĕyeraḥ | beh-YEH-rahk |
| month; | אֶחָ֑ד | ʾeḥād | eh-HAHD |
| soul my and | וַתִּקְצַ֤ר | wattiqṣar | va-teek-TSAHR |
| lothed | נַפְשִׁי֙ | napšiy | nahf-SHEE |
| them, and their soul | בָּהֶ֔ם | bāhem | ba-HEM |
| also | וְגַם | wĕgam | veh-ɡAHM |
| abhorred | נַפְשָׁ֖ם | napšām | nahf-SHAHM |
| me. | בָּחֲלָ֥ה | bāḥălâ | ba-huh-LA |
| בִֽי׃ | bî | vee |
Cross Reference
ଯିଶାଇୟ 49:7
ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।
ଯୋହନଲିଖିତ ସୁସମାଚାର 7:7
ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।
ମାଥିଉଲିଖିତ ସୁସମାଚାର 23:34
ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।
ହୋଶେୟ 5:7
ସମାନେେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହାଇେଛନ୍ତି। ସମାନେେ ଅବୈଧ ସନ୍ତାନଙ୍କୁ ଜନ୍ମ ଦଇେଛନ୍ତି। ଏବଂ ବର୍ତ୍ତମାନ ସମାନେେ ଓ ସମାନଙ୍କେର ଦେଶଗୁଡିକୁ ଆସନ୍ତା ମାସ ରେ ଧ୍ବଂସ କରାୟିବ।
ମାଥିଉଲିଖିତ ସୁସମାଚାର 24:50
ଚ଼ାକରଟି ଆଶା କରିନଥିବା ଦିନ ଓ ତାକୁ ଜଣା ନଥିବା ସମୟରେ ସେ ମାଲିକ ଆସି ପହନ୍ଚିେେ।
ଲୂକଲିଖିତ ସୁସମାଚାର 19:14
ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'
ଯୋହନଲିଖିତ ସୁସମାଚାର 15:18
ଯଦି ତୁମ୍ଭକୁ ଜଗତ ଘୃଣା କରେ, ତବେେ ମନରେଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମାେତେ ଘୃଣା କରିଛି।
ଯୋହନଲିଖିତ ସୁସମାଚାର 15:23
ମାେତେ ଘୃଣା କରୁଥିବା ବ୍ଯକ୍ତି ମାରେପରମପିତାଙ୍କୁ ମଧ୍ଯ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ସେ ଲୋକମାନଙ୍କ ମଧିଅରେ କରିଛି, ତାହା କୌଣସି ଲୋକ କବେେ କରିନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:38
ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ। ହବକ୍କୂକ୍ 2:3-4
ହୋଶେୟ 9:15
ସମାନଙ୍କେର ସମସ୍ତ ମନ୍ଦ କାର୍ୟ୍ଯ ଗିଲ୍ଗଲ୍ ରେ ଅଛି। ଆମ୍ଭେ ସମାନଙ୍କେୁ ସଠାେ ରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ଯାଗ କରିବାକୁ ଆମ୍ଭେ ସମାନଙ୍କେୁ ବାଧ୍ଯ କରିବା, କାରଣ ସମାନେେ ମନ୍ଦ କାର୍ୟ୍ଯ କରନ୍ତି। ଆମ୍ଭେ ସମାନଙ୍କେୁ ଆଉ ଭଲ ପାଇବା ନାହିଁ। ସମାନଙ୍କେର ନେତାମାନେ ବିଦ୍ରୋହି, ସମାନେେ ଆମ୍ଭର ବିରୁଦ୍ଧ ରେ ୟାଇଛନ୍ତି।
ଯିରିମିୟ 14:21
ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ଯାଖାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିଯମ ସ୍ମରଣ କର। ତୁମ୍ଭ କୃତ ସହେି ନିଯମ ଭଙ୍ଗ କର ନାହିଁ।
ଲେବୀୟ ପୁସ୍ତକ 26:11
ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।
ଲେବୀୟ ପୁସ୍ତକ 26:30
ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
ଲେବୀୟ ପୁସ୍ତକ 26:44
ସମାନେେ ପ୍ରକୃତ ରେ ପାପୀ, ମାତ୍ର ଯଦି ସମାନେେ ସାହାୟ୍ଯ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ, ସମାନେେ ଶତୃଗଣଙ୍କ ଦେଶ ରେ ଥିଲେ ମଧ୍ଯ ଆମ୍ଭେ ସମାନଙ୍କେ କଥା ଶୁଣିବା, ଆମ୍ଭେ ସମାନଙ୍କେୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସମାନଙ୍କେ ସହିତ ଆପଣା ନିଯମ ଭଙ୍ଗ ନିମନ୍ତେ ସମାନଙ୍କେୁ ଅଗ୍ରାହ୍ଯ କରିବା ନାହିଁ। କିମ୍ବା ସମାନଙ୍କେୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟୁ।
ଦିତୀୟ ବିବରଣ 32:19
ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସମାନଙ୍କେୁ ପ୍ରତ୍ଯାଖାନ କଲେ, କାରଣ ତା'ର ପକ୍ସ୍ଟତ୍ର କନ୍ଯାଗଣ ତାଙ୍କୁ ବିରକ୍ତି କଲେ।
ଗୀତସଂହିତା 106:40
ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।
ଯିରିମିୟ 12:8
ଆମ୍ଭ ନିଜର ଲୋକ ଅରଣ୍ଯ ସିଂହ ସଦୃଶ ଆମ୍ଭର ଅଧିକାର ପ୍ରତି ବିରୁଦ୍ଧାଚରଣ କରିଛନ୍ତି। ସମାନେେ ଆମ୍ଭ ବିରୁଦ୍ଧ ରେ ହୁଙ୍କାର ଦଇେଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଘୃଣାକରି ଦୂ ରଇେ ଦଇେଅଛୁ।
ଲୂକଲିଖିତ ସୁସମାଚାର 12:50
ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।
ଗୀତସଂହିତା 78:9
ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।
ଗୀତସଂହିତା 5:5
ଗର୍ବୀମାନେ କବେେ ତୁମ୍ଭ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ତୁମ୍ଭେ ସମାନଙ୍କେୁ ଘୃଣା କର।