Titus 2:8
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।
Titus 2:8 in Other Translations
King James Version (KJV)
Sound speech, that cannot be condemned; that he that is of the contrary part may be ashamed, having no evil thing to say of you.
American Standard Version (ASV)
sound speech, that cannot be condemned; that he that is of the contrary part may be ashamed, having no evil thing to say of us.
Bible in Basic English (BBE)
Saying true and right words, against which no protest may be made, so that he who is not on our side may be put to shame, unable to say any evil of us.
Darby English Bible (DBY)
a sound word, not to be condemned; that he who is opposed may be ashamed, having no evil thing to say about us:
World English Bible (WEB)
and soundness of speech that can't be condemned; that he who opposes you may be ashamed, having no evil thing to say about us.
Young's Literal Translation (YLT)
discourse sound, irreprehensible, that he who is of the contrary part may be ashamed, having nothing evil to say concerning you.
| Sound | λόγον | logon | LOH-gone |
| speech, | ὑγιῆ | hygiē | yoo-gee-A |
| that cannot be condemned; | ἀκατάγνωστον | akatagnōston | ah-ka-TA-gnoh-stone |
| that | ἵνα | hina | EE-na |
| he that is | ὁ | ho | oh |
| of | ἐξ | ex | ayks |
| part contrary the | ἐναντίας | enantias | ane-an-TEE-as |
| may be ashamed, | ἐντραπῇ | entrapē | ane-tra-PAY |
| having | μηδὲν | mēden | may-THANE |
| no | ἔχων | echōn | A-hone |
| thing evil | περὶ | peri | pay-REE |
| to say | ὑμῶν | hymōn | yoo-MONE |
| of | λέγειν | legein | LAY-geen |
| you. | φαῦλον | phaulon | FA-lone |
Cross Reference
ପିତରଙ୍କ ପ୍ରଥମ ପତ୍ 2:12
ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।
ପିତରଙ୍କ ପ୍ରଥମ ପତ୍ 3:16
କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:3
ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:14
ଆମ୍ଭେ ଏହି ପତ୍ର ରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା' ହେଲେ ସହେି ଲୋକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହବେ।
ନିହିମିୟା 5:9
ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।
ପିତରଙ୍କ ପ୍ରଥମ ପତ୍ 2:15
ଅତଏବ ଭଲ କାମ କରିବା ଦ୍ବାରା, ଯେଉଁମାନେ ତୁମ୍ଭ ବିଷୟ ରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସମାନଙ୍କେ ମୁହଁ ବନ୍ଦ ହାଇଯେିବ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:14
ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।
ଲୂକଲିଖିତ ସୁସମାଚାର 13:17
ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ।
ମାର୍କଲିଖିତ ସୁସମାଚାର 12:34
ଯୀଶୁ ଦେଖିଲେ ଯେ ଲୋକଟି ବୁଝିବିଚାରି ଜ୍ଞାନୀ ଭଳି ଉତ୍ତର ଦଇେଛି। ସେ ତାହାକୁ କହିଲେ, ତୁମ୍ଭେ ପରମେଶ୍ବରଙ୍କ ରାଜ୍ଯଠାରୁ ଦୂର ରେ ନାହଁ। ଏହା ପରେ ଆଉ କହେି ହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
ମାର୍କଲିଖିତ ସୁସମାଚାର 12:32
ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, ଗୁରୁ, ପ୍ରଭୁ ପରମେଶ୍ବର ଯେ ଏକ ଓ ତାହାଙ୍କ ଛଡା ଆଉ ଅନ୍ୟ କହେି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।
ମାର୍କଲିଖିତ ସୁସମାଚାର 12:17
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ବରଙ୍କର, ତାହା ପରମେଶ୍ବରଙ୍କୁ ଦିଅ। ଏହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।
ଯିଶାଇୟ 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।
ମାର୍କଲିଖିତ ସୁସମାଚାର 12:28
ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ୟୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସମାନଙ୍କେ ପ୍ରଶ୍ନର ଯଥାର୍ଥ ଉତ୍ତର ଦଇେଛନ୍ତି। ତେଣୁ ସେ ଯୀଶୁଙ୍କୁ ପଚାରିଲେ, କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?