Base Word
יוֹבָב
Short DefinitionJobab, the name of two Israelites and of three foreigners
Long Definitionthe last in order of the sons of Joktan, a descendant of Shem
Derivationfrom H2980; howler
International Phonetic Alphabetjoˈbɔːb
IPA modjo̞wˈvɑːv
Syllableyôbāb
Dictionyoh-BAWB
Diction Modyoh-VAHV
UsageJobab
Part of speechn-pr-m

ଆଦି ପୁସ୍ତକ 10:29
ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ।

ଆଦି ପୁସ୍ତକ 36:33
ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

ଆଦି ପୁସ୍ତକ 36:34
ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।

ଯିହୋଶୂୟ 11:1
ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।

ପ୍ରଥମ ବଂଶାବଳୀ 1:23
ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।

ପ୍ରଥମ ବଂଶାବଳୀ 1:44
ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।

ପ୍ରଥମ ବଂଶାବଳୀ 1:45
ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।

ପ୍ରଥମ ବଂଶାବଳୀ 8:9
ଶହରଯିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ବାରା ୟୋବବ୍, ସିବିଯ, ମଶାେ, ମଲକମ୍, ୟିଯୁଶ, ଶଖିଯ, ଓ ମିର୍ମଙ୍କୁ ଜାତ କଲେ।

ପ୍ରଥମ ବଂଶାବଳୀ 8:18
ୟିଷ୍ମରଯ ଓ ୟୋବବ୍।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்