Song Of Solomon 5

1 ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।

2 ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।

3 ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଚାହୁଁ ନାହିଁ। ମୁଁ ମାରେ ପାଦ ଧୌତ କରିଅଛି, ମୁଁ ସଗେୁଡ଼ିକୁ ମଇଳା କରିବା ପାଇଁ ଚାହୁଁ ନାହିଁ।

4 ମାେ ପ୍ରିଯତମ ଦ୍ବାରର ଛିଦ୍ର ରେ ଆପଣା ହାତ ଥୋଇଲେ, ତହିଁରେ ମାରେ ହୃଦଯ ତାହାଙ୍କ ପାଇଁ ଉଚ୍ଚାଟ ହେଲା।

5 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।

6 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇଲି। ମାତ୍ର ମାହେର ପ୍ରିଯତମ ସେ ସ୍ଥାନରୁ ଚାଲି ୟାଇଥିଲେ। ମାରେ ଆତ୍ମା ମାେତେ ଛାଡ଼ିଗଲା, ଯେତବେେଳେ ସେ କହିଲେ। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡ଼ାକିଲି, ମାତ୍ର ସେ ମାେତେ ଉତ୍ତର ଦେଲେ ନାହିଁ।

7 ନଗର ଭ୍ରମଣକାରୀ ପ୍ରହରିମାନେ ମାେତେ ଦେଖିଲେ। ସମାନେେ ମାେତେ ପ୍ରହାର କଲେ। ସମାନେେ ମାେତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମାଠାରୁେ ମାହେର ଆଚ୍ଛାଦନ ବସ୍ତ୍ର କାଢ଼ି ନଇଗେଲେ।

8 ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।

9 ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?

10 ମାହେର ପ୍ରିଯତମ ଶ୍ବତେ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧିଅରେ ପ୍ରଧାନ।

11 ତାଙ୍କର ମସ୍କ ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।

12 ତାଙ୍କର ନେତ୍ର ୟୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ଯ। ଦୁଗ୍ଧ ରେ ଧୌତ ଓ ଯଥା ସ୍ଥାନ ରେ ସ୍ଥାପିତ।

13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ବରୂପ ସୁଗନ୍ଧି ତୃଣର ତଟ ସ୍ବରୂପ। ତାଙ୍କର ଓଷ୍ଠଧାର କଇଁଫୁଲ ତୁଲ୍ଯ ତହିଁରୁ ଦ୍ରବ ଗନ୍ଧରସ ଝ ରେ।

14 ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି ରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ।

15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।

16 ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।

1 I am come into my garden, my sister, my spouse: I have gathered my myrrh with my spice; I have eaten my honeycomb with my honey; I have drunk my wine with my milk: eat, O friends; drink, yea, drink abundantly, O beloved.

2 I sleep, but my heart waketh: it is the voice of my beloved that knocketh, saying, Open to me, my sister, my love, my dove, my undefiled: for my head is filled with dew, and my locks with the drops of the night.

3 I have put off my coat; how shall I put it on? I have washed my feet; how shall I defile them?

4 My beloved put in his hand by the hole of the door, and my bowels were moved for him.

5 I rose up to open to my beloved; and my hands dropped with myrrh, and my fingers with sweet smelling myrrh, upon the handles of the lock.

6 I opened to my beloved; but my beloved had withdrawn himself, and was gone: my soul failed when he spake: I sought him, but I could not find him; I called him, but he gave me no answer.

7 The watchmen that went about the city found me, they smote me, they wounded me; the keepers of the walls took away my veil from me.

8 I charge you, O daughters of Jerusalem, if ye find my beloved, that ye tell him, that I am sick of love.

9 What is thy beloved more than another beloved, O thou fairest among women? what is thy beloved more than another beloved, that thou dost so charge us?

10 My beloved is white and ruddy, the chiefest among ten thousand.

11 His head is as the most fine gold, his locks are bushy, and black as a raven.

12 His eyes are as the eyes of doves by the rivers of waters, washed with milk, and fitly set.

13 His cheeks are as a bed of spices, as sweet flowers: his lips like lilies, dropping sweet smelling myrrh.

14 His hands are as gold rings set with the beryl: his belly is as bright ivory overlaid with sapphires.

15 His legs are as pillars of marble, set upon sockets of fine gold: his countenance is as Lebanon, excellent as the cedars.

16 His mouth is most sweet: yea, he is altogether lovely. This is my beloved, and this is my friend, O daughters of Jerusalem.

Song of Solomon 5 in Tamil and English

1 ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।
This is the book of the generations of Adam. In the day that God created man, in the likeness of God made he him;

2 ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ ମନୁଷ୍ଯ ଦେଲେ।
Male and female created he them; and blessed them, and called their name Adam, in the day when they were created.

3 ଆଦମକୁ 130 ବର୍ଷ ପହଞ୍ଚିବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ସେ ଠିକ୍ ଆଦମଙ୍କର ପରି ଦେଖିବାକୁ ଥିଲା। ଆଦମ ତାଙ୍କର ନାମ ଦଇେଥିଲେ ଶେଥ।
And Adam lived an hundred and thirty years, and begat a son in his own likeness, after his image; and called his name Seth:

4 ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲେ। ସହେି ସମୟରେ ଆଉ ପୁତ୍ର କନ୍ଯାମାନଙ୍କୁ ଜନ୍ମ କଲେ।
And the days of Adam after he had begotten Seth were eight hundred years: and he begat sons and daughters:

5 ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
And all the days that Adam lived were nine hundred and thirty years: and he died.

6 ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ।
And Seth lived an hundred and five years, and begat Enos:

7 ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ଶେଥଙ୍କର ଅନ୍ୟପୁତ୍ର ଓ କନ୍ଯାମାନେ ଜନ୍ମ ହେଲ।
And Seth lived after he begat Enos eight hundred and seven years, and begat sons and daughters:

8 ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।
And all the days of Seth were nine hundred and twelve years: and he died.

9 ଈନୋଶକୁ ନବେ ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମି୍ମଥିଲା। ତାଙ୍କର ନାମ ଥିଲା କଯିନାନ୍।
And Enos lived ninety years, and begat Cainan:

10 କଯିନାନ୍ର ଜନ୍ମପରେ ଈନୋଶ 815 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ତାଙ୍କର ଅନ୍ୟ ପୁତ୍ରକନ୍ଯାମାନ ଜନ୍ମ ହେଲ।
And Enos lived after he begat Cainan eight hundred and fifteen years, and begat sons and daughters:

11 ଏହିପରି ଈନୋଶ ମାଟେ 905 ବର୍ଷ ବଞ୍ଚିଲାପରେ ମୃତ୍ଯୁବରଣ କଲେ।
And all the days of Enos were nine hundred and five years: and he died.

12 କଯିନାନ ସତୁରି ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ତାହାର ନାମ ମହଲଲଲେ।
And Cainan lived seventy years, and begat Mahalaleel:

13 ମହଲଲଲେ ଜନ୍ମ ନବୋପରେ କଯିନାନ 840 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ କଯିନାନଙ୍କର ଅନ୍ୟ ପୁତ୍ର ଓ କନ୍ଯାଗଣ ଜନ୍ମ ହେଲ।
And Cainan lived after he begat Mahalaleel eight hundred and forty years, and begat sons and daughters:

14 ଏହିପରି ଭାବରେ କଯିନାନ୍ 910 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
And all the days of Cainan were nine hundred and ten years: and he died.

15 ମହଲଲଲେ ପଞ୍ଚଷଠି ବର୍ଷ ବଯସ ରେ ଯରଦେ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲେ।
And Mahalaleel lived sixty and five years, and begat Jared:

16 ଯରଦେ ଜନ୍ମ ହେଲାପରେ ମହଲଲଲେ 830 ବର୍ଷ ବଞ୍ଚିଲେ ଏବଂ ସହେି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କଲେ।
And Mahalaleel lived after he begat Jared eight hundred and thirty years, and begat sons and daughters:

17 ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
And all the days of Mahalaleel were eight hundred ninety and five years: and he died.

18 ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ।
And Jared lived an hundred sixty and two years, and he begat Enoch:

19 ହନୋକ ଜନ୍ମ ହେଲା ପରେ, ଯରଦେ ଯରହେ 800 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ ସେ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ କଲେ।
And Jared lived after he begat Enoch eight hundred years, and begat sons and daughters:

20 ଏହିପରି ଭାବରେ ଯରଦେ 962 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
And all the days of Jared were nine hundred sixty and two years: and he died.

21 ହନୋକ 65 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶଲହେ।
And Enoch lived sixty and five years, and begat Methuselah:

22 ମଥୂଶଲହେ ଜନ୍ମ ନବୋ ପରେ ହନୋକ 300 ବର୍ଷ ପର୍ୟ୍ଯନ୍ତ ପରମେଶ୍ବରଙ୍କୁ ଅନୁସରଣ କଲେ। ଆହୁରି ମଧ୍ଯ ଅନ୍ୟ ପୁତ୍ର ଏବଂ କନ୍ଯାଗଣ ତାଙ୍କଠାରୁ ଜନ୍ମ ନେଲେ।
And Enoch walked with God after he begat Methuselah three hundred years, and begat sons and daughters:

23 ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ।
And all the days of Enoch were three hundred sixty and five years:

24 ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।
And Enoch walked with God: and he was not; for God took him.

25 ମଥୁଶଲହେ 187 ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମ କଲେ। ତାହାର ନାମ ଲମେକ।
And Methuselah lived an hundred eighty and seven years, and begat Lamech:

26 ଲମେକର ଜନ୍ମ ପରେ ମଥୂଶଲହେ 782 ବର୍ଷ ବଞ୍ଚିଲେ ଏବଂ ସେ ଆହୁରି ଅନକେ ପୁତ୍ର କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
And Methuselah lived after he begat Lamech seven hundred eighty and two years, and begat sons and daughters:

27 ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
And all the days of Methuselah were nine hundred sixty and nine years: and he died.

28 ଯେତବେେଳେ ଲମେକକୁ 182 ବର୍ଷ ବଯସ ହାଇେଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା।
And Lamech lived an hundred eighty and two years, and begat a son:

29 ଲମେକ ତା'ର ନାମ ରଖିଲେ ନୋହ। ସେ କହିଲେ, ପରମେଶ୍ବରଙ୍କ ଦ୍ବାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ବନା ଦବେ।
And he called his name Noah, saying, This same shall comfort us concerning our work and toil of our hands, because of the ground which the Lord hath cursed.

30 ନୋହ ଜନ୍ମ ହବୋପରେ ଲମେକ 595 ବର୍ଷ ବଞ୍ଚିଲେ ଏବଂ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।
And Lamech lived after he begat Noah five hundred ninety and five years, and begat sons and daughters:

31 ସେ ମାଟେ 777 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
And all the days of Lamech were seven hundred seventy and seven years: and he died.

32 ଏହାପରେ ନୋହଙ୍କୁ ଯେତବେେଳେ 500 ବର୍ଷ ବଯସ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶମେ, ହାମ ଓ ଯଫେତ୍।
And Noah was five hundred years old: and Noah begat Shem, Ham, and Japheth.