Romans 8:24
ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।
Romans 8:24 in Other Translations
King James Version (KJV)
For we are saved by hope: but hope that is seen is not hope: for what a man seeth, why doth he yet hope for?
American Standard Version (ASV)
For in hope were we saved: but hope that is seen is not hope: for who hopeth for that which he seeth?
Bible in Basic English (BBE)
For our salvation is by hope: but hope which is seen is not hope: for who is hoping for what he sees?
Darby English Bible (DBY)
For we have been saved in hope; but hope seen is not hope; for what any one sees, why does he also hope?
World English Bible (WEB)
For we were saved in hope, but hope that is seen is not hope. For who hopes for that which he sees?
Young's Literal Translation (YLT)
for in hope we were saved, and hope beheld is not hope; for what any one doth behold, why also doth he hope for `it'?
| τῇ | tē | tay | |
| For | γὰρ | gar | gahr |
| we are saved | ἐλπίδι | elpidi | ale-PEE-thee |
| hope: by | ἐσώθημεν· | esōthēmen | ay-SOH-thay-mane |
| but | ἐλπὶς | elpis | ale-PEES |
| hope | δὲ | de | thay |
| that is seen | βλεπομένη | blepomenē | vlay-poh-MAY-nay |
| is | οὐκ | ouk | ook |
| not | ἔστιν | estin | A-steen |
| hope: | ἐλπίς· | elpis | ale-PEES |
| for | ὃ | ho | oh |
| what | γὰρ | gar | gahr |
| a man | βλέπει | blepei | VLAY-pee |
| seeth, | τίς | tis | tees |
| why | τί | ti | tee |
| doth he yet for? | καί | kai | kay |
| hope | ἐλπίζει | elpizei | ale-PEE-zee |
Cross Reference
ଏବ୍ରୀମାନଙ୍କ ନିକଟକୁ ପତ୍ର 11:1
ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:8
କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:7
ଆମ୍ଭେ ଯାହା ଦେଖୁ, ତା' ସାହାୟ୍ଯ ରେ ନୁହେଁ, ମାତ୍ର ବିଶ୍ବାସ ଦ୍ବାରା ପରିଚାଳିତ ହେଉ, ସେଥିପାଇଁ ମୁଁ କୁ ହେ ଯେ, ଆମ୍ଭମାନଙ୍କର ଆଶା ଅଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:18
ଆମ୍ଭର ଆଖି ଦୃଶ୍ଯ ବିଷୟଗୁଡ଼ିକ ଉପରେ ନ ରହି, ଅଦୃଶ୍ଯ ବିଷୟ ଉପରେ କନ୍େଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦଖାେ ଯାଉଛି, ତାହା ଅସ୍ଥାଯୀ, ଓ ଯାହା ଅଦୃଶ୍ଯ, ତାହା ସମ୍ପୂର୍ଣ୍ଣ ଚିରସ୍ଥାଯୀ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:27
ଏହି ମହାନ୍ ସତ୍ଯଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ବର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ଯକୁ ନିଜ ଲୋକଙ୍କୁ ଜଣାଇ ଦବୋ ପାଇଁ ସ୍ଥିର କଲେ। ଏହି ସତ୍ଯ ସ୍ବଯଂ ତୁମ୍ଭମାନଙ୍କ ଭିତ ରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ବରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:16
ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ ହବେ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:11
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
ପିତରଙ୍କ ପ୍ରଥମ ପତ୍ 1:3
ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବର ଧନ୍ଯ ହେଉନ୍ତୁ। ପରମେଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦଇେଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହବୋ ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦଇେଛି।
ପିତରଙ୍କ ପ୍ରଥମ ପତ୍ 1:10
ଭବିଷ୍ଯଦ୍ ବକ୍ତାମାନେ ମନୋୟୋଗ ସହକା ରେ ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ ରେ ଜାଣିବା ପାଇଁ ଚେଷ୍ଟା କଲେ। ସହେି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ ରେ କହିଥିଲେ।
ପିତରଙ୍କ ପ୍ରଥମ ପତ୍ 1:21
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ବିଶ୍ବାସ କର। ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ବାସ ଓ ଭରସା ପରମେଶ୍ବରଙ୍କ ଠା ରେ ଅଛି।
ଯୋହନଙ୍କ ପ୍ରଥମ ପତ୍ର 3:3
ଖ୍ରୀଷ୍ଟ ପବିତ୍ର। ଯେ କହେି ଖ୍ରୀଷ୍ଟଙ୍କଠା ରେ ଆଶା ରେଖ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରେଖ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:23
ତୁମ୍ଭମାନେେ ଶୁଣିଥିବା ସୁସମାଚାର ଉପରେ ବିଶ୍ବାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଚାଲିବେ। ତୁମ୍ଭମାନେେ ନିଜ ବିଶ୍ବାସ ରେ ଦୃଢତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଚାର ତୁମ୍ଭମାନଙ୍କୁ ଯେଉଁ ଭରସା ଦଇେଛି ସେଥିରୁ ବିଚଳିତ ହବେ ନାହିଁ। ସହେି ସମାନ ସୁସମାଚାର ସମଗ୍ର ବିଶ୍ବ ରେ ସମସ୍ତଙ୍କୁ କୁହାୟାଇଛି। ମୁଁ ପାଉଲ, ସହେି ସୁସମାଚାର କହିବା ରେ ସାହାୟ୍ଯ କରିଛି।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:5
ତୁମ୍ଭମାନଙ୍କର ଭରସା ହତେୁ ତୁମ୍ଭମାନେେ ଖ୍ରୀଷ୍ଟଙ୍କୁ ବିଶ୍ବାସ ଓ ସାଧୁମାନଙ୍କୁ ପ୍ ରମେ କରୁଛ। ତୁମ୍ଭେ ଯେଉଁ ବିଷୟଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ବର୍ଗ ରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭମାନେେ ଯେତବେେଳେ ସତ୍ଶିକ୍ଷା ବା ସୁସମାଚାର ଶୁଣିଥିଲ, ସେତବେେଳେ ଏହି ଭରସା ବିଷୟ ରେ ଜାଣିଥିଲ।
ଗୀତସଂହିତା 33:22
ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ। ତଣେୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
ଗୀତସଂହିତା 146:5
କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ହିତୋପଦେଶ 14:32
ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।
ଯିରିମିୟ 17:7
ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।
ଯିଖରିୟ 9:12
ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫରେିୟାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍ଭେ ଘାଷେଣା କରୁଛୁ ଯେ, ଆମ୍ଭେ ତୁମ୍ଭଙ୍କୁ ଦ୍ବିଗୁଣ ଫରୋଇ ଦବୋ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:2
ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:12
ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:4
ଶାସ୍ତ୍ର ରେ ଯେଉଁ କଥା ମାନ ଲଖାେ ଅଛି, ସଗେୁଡିକ ଦ୍ବାରା ଆମ୍ଭର ର୍ଧୈୟ୍ଯ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:13
ମୁଁ ସମସ୍ତ ଭରସା ସୋର୍ତ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ବାସ କାରଣରୁ ତୁମ୍ଭ ଜୀବନ ରେ ସମ୍ପୂର୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନ ରେ ଝରିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:13
ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:5
ମୁଁ ଏହା କ ହେ କାରଣ ଆମେ ଆଶା କରୁ ଯେ, ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବେୁ।
ଗୀତସଂହିତା 33:18
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।