ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:12 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:12

Romans 8:12
ସୁତରାଂ, ମାେ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ ଶରୀର ଦ୍ବାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ବର ପାପପୂର୍ଣ ଶରୀରର ଇଚ୍ଛା ଅଧୀନ ରେ ନୋହୁଁ।

Romans 8:11Romans 8Romans 8:13

Romans 8:12 in Other Translations

King James Version (KJV)
Therefore, brethren, we are debtors, not to the flesh, to live after the flesh.

American Standard Version (ASV)
So then, brethren, we are debtors, not to the flesh, to live after the flesh:

Bible in Basic English (BBE)
So then, my brothers, we are in debt, not to the flesh to be living in the way of the flesh:

Darby English Bible (DBY)
So then, brethren, we are debtors, not to the flesh, to live according to flesh;

World English Bible (WEB)
So then, brothers, we are debtors, not to the flesh, to live after the flesh.

Young's Literal Translation (YLT)
So, then, brethren, we are debtors, not to the flesh, to live according to the flesh;

Therefore,
ἌραaraAH-ra

οὖνounoon
brethren,
ἀδελφοίadelphoiah-thale-FOO
we
are
ὀφειλέταιopheiletaioh-fee-LAY-tay
debtors,
ἐσμένesmenay-SMANE
not
οὐouoo
the
to
τῇtay
flesh,
σαρκὶsarkisahr-KEE
to
live
τοῦtoutoo
after
κατὰkataka-TA
the
σάρκαsarkaSAHR-ka
flesh.
ζῆνzēnzane

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:2
ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା' ହେଲେ ଆମ୍ଭେ ଆଉ ପାପ କରି ଚ଼ାଲିପାରିବା କି?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:19
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।

ପିତରଙ୍କ ପ୍ରଥମ ପତ୍ 4:2
ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।

ଗୀତସଂହିତା 116:16
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।