Romans 6:10
ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ଯୁ କଲେ, ଏହା ସବୁ ଦିନ ପାଇଁ ୟଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନ ଯାପନ କରନ୍ତି ତାହା ପରମେଶ୍ବରଙ୍କ ପାଇଁ କରନ୍ତି।
Romans 6:10 in Other Translations
King James Version (KJV)
For in that he died, he died unto sin once: but in that he liveth, he liveth unto God.
American Standard Version (ASV)
For the death that he died, he died unto sin once: but the life that he liveth, he liveth unto God.
Bible in Basic English (BBE)
For his death was a death to sin, but his life now is a life which he is living to God.
Darby English Bible (DBY)
For in that he has died, he has died to sin once for all; but in that he lives, he lives to God.
World English Bible (WEB)
For the death that he died, he died to sin one time; but the life that he lives, he lives to God.
Young's Literal Translation (YLT)
for in that he died, to the sin he died once, and in that he liveth, he liveth to God;
| For | ὃ | ho | oh |
| in that | γὰρ | gar | gahr |
| he died, | ἀπέθανεν | apethanen | ah-PAY-tha-nane |
| died he | τῇ | tē | tay |
| unto | ἁμαρτίᾳ | hamartia | a-mahr-TEE-ah |
| sin | ἀπέθανεν | apethanen | ah-PAY-tha-nane |
| once: | ἐφάπαξ· | ephapax | ay-FA-pahks |
| but | ὃ | ho | oh |
| in that | δὲ | de | thay |
| he liveth, | ζῇ | zē | zay |
| liveth he | ζῇ | zē | zay |
| unto | τῷ | tō | toh |
| God. | θεῷ | theō | thay-OH |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:21
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।
ପିତରଙ୍କ ପ୍ରଥମ ପତ୍ 3:18
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,
ପିତରଙ୍କ ପ୍ରଥମ ପତ୍ 4:6
ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସମାନଙ୍କେୁ ସୁସମାଚାର କୁହାୟାଇଥିଲା, କାରଣ ସବୁ ଲୋକଙ୍କର ବିଚାର ହବୋ ଭଳି ସମାନଙ୍କେର ମଧ୍ଯ ବିଚାର ହବେ। ସମାନେେ ଜୀବିତ ଥିଲା ବେଳେ ଯାହା କିଛି କରିଥିଲେ, ସହେି ଅନୁସାରେ ବିଚାରିତ ହବେେ। କିନ୍ତୁ ସମାନେେ ଯେପରି ପରମେଶ୍ବରଙ୍କ ଭଳି ଆତ୍ମା ରେ ଜୀବିତ ହବେେ, ଏଥିପାଇଁ ସମାନଙ୍କେ ନିକଟରେ ସୁସମାଚାର ପ୍ରଚାରିତ ହାଇେଥିଲା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:11
ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:3
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:7
ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୁତ୍ଯୁବରଣ କରୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:15
ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ଯ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସମାନେେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ୟିଏ ମରି ଯାଇଥିଲେ ଓ ପୁନର୍ବାର ସମାନଙ୍କେ ପାଇଁ ଉଥିତ ହେଲେ, ସହେି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:26
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
ଲୂକଲିଖିତ ସୁସମାଚାର 20:38
ଯଦି ପରମେଶ୍ବର କହିଛନ୍ତି ଯେ, ସେ ସମାନଙ୍କେର ପରମେଶ୍ବର, ତବେେ ଏ ଲୋକମାନେ ପ୍ରକୃତ ରେ ମୃତ ନୁହନ୍ତି। ସେ କବଳେ ଜୀବିତ ଲୋକମାନଙ୍କ ପରମେଶ୍ବର। ଯେଉଁମାନେ ପରମେଶ୍ବରଙ୍କ ଲୋକ, ସମାନେେ ସମସ୍ତେ ଜୀବିତ ଅଟନ୍ତି।