ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2

Romans 4:2
ସେ ବିଶ୍ବାସ ବିଷୟ ରେ କ'ଣ ଶିଖିଲେ? ଅବ୍ରାହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା' ହେଲେ, ସେଥି ରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କ ଆଗ ରେ ଗର୍ବ କରି ପାରିଲେ ନାହିଁ।

Romans 4:1Romans 4Romans 4:3

Romans 4:2 in Other Translations

King James Version (KJV)
For if Abraham were justified by works, he hath whereof to glory; but not before God.

American Standard Version (ASV)
For if Abraham was justified by works, he hath whereof to glory; but not toward God.

Bible in Basic English (BBE)
For if Abraham got righteousness by works, he has reason for pride; but not before God.

Darby English Bible (DBY)
For if Abraham has been justified on the principle of works, he has whereof to boast: but not before God;

World English Bible (WEB)
For if Abraham was justified by works, he has something to boast about, but not toward God.

Young's Literal Translation (YLT)
for if Abraham by works was declared righteous, he hath to boast -- but not before god;

For
εἰeiee
if
γὰρgargahr
Abraham
Ἀβραὰμabraamah-vra-AM
were
justified
ἐξexayks
by
ἔργωνergōnARE-gone
works,
ἐδικαιώθηedikaiōthēay-thee-kay-OH-thay
hath
he
ἔχειecheiA-hee
whereof
to
glory;
καύχημαkauchēmaKAF-hay-ma
but
ἀλλ'allal
not
οὐouoo
before
πρὸςprosprose

τὸνtontone
God.
θεόνtheonthay-ONE

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:31
ଶାସ୍ତ୍ର ରେ ଏହିପରି ଲଖାେଅଛି : ଯଦି କାହାର ଗର୍ବ କରିବାକୁ ଥାଏ। ତା' ହେଲେ ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:7
କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:16
ସୁସମାଚାର ପ୍ରଚାର କରିବା ପାଇଁ ମାରେ ଗର୍ବ କରିବା କିଛି ନାହିଁ। ଏହା ମାହେର କର୍ତ୍ତବ୍ଯ। ମୁଁ ଯଦି ସୁସମାଚାର ପ୍ରଚାର ନ କରିବି, ତବେେ ମାେ ଜୀବନ ଧିକ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:12
ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:12
ମୁଁ ଯାହା କରୁଛି, ତାହା କରି ଚାଲି ଥିବି। ସହେି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଚାଲିଥିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:30
ଯଦି ମାରେ ଦର୍ପ (ଗର୍ବ) କରିବା କଥା, ତା' ହେଲେ ମୁଁ ମାେ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:1
ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:13
ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:9
ଏହା ମାେତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା ରେ ରହିବାକୁ ସାହାୟ୍ଯ କରେ। ଖ୍ରୀଷ୍ଟଙ୍କ ସହଭାଗିତା ରେ ମୁଁ ପରମେଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ପରମେଶ୍ବରଙ୍କଠାରୁ ଆ ସେ। ପରମେଶ୍ବର ତାହାଙ୍କ ପ୍ରତି ମାେତେ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା ରେ ମାରେ ବିଶ୍ବାସକୁ ବ୍ଯବହାର କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:29
ପରମେଶ୍ବରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗ ରେ ଗର୍ବ କରିପାରିବ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:17
ମୁଁ ଗର୍ବକରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠା ରେ ରହି ମୁଁ ପରମେଶ୍ବରଙ୍କ ସବୋ କରିଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:20
ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।

ଆଦି ପୁସ୍ତକ 12:12
ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।

ଆଦି ପୁସ୍ତକ 12:18
ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?

ଆଦି ପୁସ୍ତକ 12:20
ଫାରୋ ତାଙ୍କର ଲୋକମାନଙ୍କୁ ମିଶରରୁ ତଡ଼ି ଦବୋ ପାଇଁ ଅବ୍ରାମଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ଏବଂ ସମସ୍ତ ଦ୍ରବ୍ଯ ଧରି ସହେି ସ୍ଥାନ ପରିତ୍ଯାଗ କଲେ।

ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

ଯିହୋଶୂୟ 24:2
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।

ଯିରିମିୟ 9:23
ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିହିଜିକଲ 8:9
ତା'ପ ରେ ପରମେଶ୍ବର ମାେତେ କହିଲେ, ଭିତରକୁ ୟାଅ ଓ ଏଠା ରେ ସମାନେେ ଯେଉଁ ଜଘନ୍ଯ ଘୃଣ୍ଯ କର୍ମମାନ କରୁଅଛନ୍ତି ତାହା ଦେଖ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:9
ତୁମ୍ଭେ ନିଜ କର୍ମ ଦ୍ବାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:22
କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।