Romans 15:25
ପରମେଶ୍ବରଙ୍କ ଲୋକଙ୍କ ସବୋ ରେ ଏବେ ମୁଁ ୟିରୁଶାଲମ ଯାଉଛି।
Romans 15:25 in Other Translations
King James Version (KJV)
But now I go unto Jerusalem to minister unto the saints.
American Standard Version (ASV)
but now, I `say', I go unto Jerusalem, ministering unto the saints.
Bible in Basic English (BBE)
But now I go to Jerusalem, taking help for the saints.
Darby English Bible (DBY)
but now I go to Jerusalem, ministering to the saints;
World English Bible (WEB)
But now, I say, I am going to Jerusalem, serving the saints.
Young's Literal Translation (YLT)
And, now, I go on to Jerusalem, ministering to the saints;
| But | νυνὶ | nyni | nyoo-NEE |
| now | δὲ | de | thay |
| I go | πορεύομαι | poreuomai | poh-RAVE-oh-may |
| unto | εἰς | eis | ees |
| Jerusalem | Ἰερουσαλὴμ | ierousalēm | ee-ay-roo-sa-LAME |
| to minister unto | διακονῶν | diakonōn | thee-ah-koh-NONE |
| the | τοῖς | tois | toos |
| saints. | ἁγίοις | hagiois | a-GEE-oos |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 24:17
ମୁଁ ବହୁତ ବର୍ଷ ପର୍ୟ୍ଯନ୍ତ ୟିରୂଶାଲମରୁ ଦୂର ରେ ଥିଲି। ତା'ପରେ ମାେ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାୟ୍ଯ ଦବୋ ପାଇଁ ଓ ପରମେଶ୍ବରଙ୍କ ପାଖ ରେ ଦାନ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ଫରେିଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:21
ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାଯା ବାଟ ଦଇେ ୟିରୁଶାଲମ ୟିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, ୟିରୁଶାଲମ ଗଲାପରେ ମୁଁ ରୋମକୁ ୟିବା କଥା।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:22
କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:16
ପାଉଲ ଏସିଆ ରେ ଅଧିକ ସମୟ ରହିବାପାଇଁ ଇଚ୍ଛା କରୁ ନଥିଲେ। ସେ ଏଫିସ ରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ୟିରୂଶାଲମ ରେ ପହଞ୍ଚିବାପାଇଁ ତର ତର ହେଉଥିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:26
ୟିରୁଶାଲମଠା ରେ ଥିବା ପରମେଶ୍ବରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସମାନେେ ସମାନଙ୍କେର ସହାୟ ହାଇପୋରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:1
ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:10
ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।