Romans 14:6
ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।
Romans 14:6 in Other Translations
King James Version (KJV)
He that regardeth the day, regardeth it unto the Lord; and he that regardeth not the day, to the Lord he doth not regard it. He that eateth, eateth to the Lord, for he giveth God thanks; and he that eateth not, to the Lord he eateth not, and giveth God thanks.
American Standard Version (ASV)
He that regardeth the day, regardeth it unto the Lord: and he that eateth, eateth unto the Lord, for he giveth God thanks; and he that eateth not, unto the Lord he eateth not, and giveth God thanks.
Bible in Basic English (BBE)
He who keeps the day, keeps it to the Lord; and he who takes food, takes it as to the Lord, for he gives praise to God; and he who does not take food, to the Lord he takes it not, and gives praise to God.
Darby English Bible (DBY)
He that regards the day, regards it to [the] Lord. And he that eats, eats to [the] Lord, for he gives God thanks; and he that does not eat, [it is] to [the] Lord he does not eat, and gives God thanks.
World English Bible (WEB)
He who observes the day, observes it to the Lord; and he who does not observe the day, to the Lord he does not observe it. He who eats, eats to the Lord, for he gives God thanks. He who doesn't eat, to the Lord he doesn't eat, and gives God thanks.
Young's Literal Translation (YLT)
He who is regarding the day, to the Lord he doth regard `it', and he who is not regarding the day, to the Lord he doth not regard `it'. He who is eating, to the Lord he doth eat, for he doth give thanks to God; and he who is not eating, to the Lord he doth not eat, and doth give thanks to God.
| He | ὁ | ho | oh |
| that regardeth | φρονῶν | phronōn | froh-NONE |
| the | τὴν | tēn | tane |
| day, | ἡμέραν | hēmeran | ay-MAY-rahn |
| regardeth | κυρίῳ | kyriō | kyoo-REE-oh |
| Lord; the unto it | φρονεῖ· | phronei | froh-NEE |
| and | καὶ | kai | kay |
| he that regardeth | ὁ | ho | oh |
| μὴ | mē | may | |
| not | φρονῶν | phronōn | froh-NONE |
| the | τὴν | tēn | tane |
| day, | ἡμέραν, | hēmeran | ay-MAY-rahn |
| to the Lord | κυρίῳ | kyriō | kyoo-REE-oh |
| not doth he | οὐ | ou | oo |
| regard | φρονεῖ· | phronei | froh-NEE |
| it. He | ὁ | ho | oh |
| eateth, that | ἐσθίων | esthiōn | ay-STHEE-one |
| eateth | κυρίῳ | kyriō | kyoo-REE-oh |
| to the Lord, | ἐσθίει | esthiei | ay-STHEE-ee |
| for | εὐχαριστεῖ | eucharistei | afe-ha-ree-STEE |
giveth he | γὰρ | gar | gahr |
| God | τῷ | tō | toh |
| thanks; | θεῷ· | theō | thay-OH |
| and | καὶ | kai | kay |
| eateth that he | ὁ | ho | oh |
| μὴ | mē | may | |
| not, | ἐσθίων | esthiōn | ay-STHEE-one |
| to the Lord | Κυρίῳ | kyriō | kyoo-REE-oh |
| eateth he | οὐκ | ouk | ook |
| not, | ἐσθίει | esthiei | ay-STHEE-ee |
| and | καὶ | kai | kay |
| giveth | εὐχαριστεῖ | eucharistei | afe-ha-ree-STEE |
| God | τῷ | tō | toh |
| thanks. | θεῷ | theō | thay-OH |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:30
କାରଣ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସାରି ଭୋଜନ କରିଥିବା ୟୋଗୁଁ ମୁଁ ସମାଲୋଚିତ ହବୋ ଅନୁଚିତ୍।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:3
ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।
ମାଥିଉଲିଖିତ ସୁସମାଚାର 15:36
ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।
ମାଥିଉଲିଖିତ ସୁସମାଚାର 14:19
ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଘାସ ଉପରେ ବସିୟିବାପାଇଁ କହିଲେ. ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଚାହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କ ହାତକୁ ଦେଲେ। ଶିଷ୍ଯମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:10
ତୁମ୍ଭମାନେେ ଏବେ ମଧ୍ଯ ବିଶଷେ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ।
ଯିଖରିୟ 7:5
ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେ ଯେତବେେଳେ ପଞ୍ଚମ ଓ ସପ୍ତମ ମାସ ରେ ଉପବାସ ଓ ବିଳାପ କଲ, ସହେି ସତୁରି ବର୍ଷ ରେ ସତ ରେ କ'ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?
ଯିଶାଇୟ 58:5
ମନୁଷ୍ଯ ଏହିପ୍ରକାର ଉପବାସଦ୍ବାରା ନିଜର ପ୍ରାଣକୁ କ୍ଲେଶ ଦେଉ, ଆମ୍ଭେ କ'ଣ ଏହିପ୍ରକାର ଦିନ ମନୋନୀତ କରିଅଛୁ ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ଜଳେ ବିଛାଇ ତା'ଉପ ରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ ?
ଯାତ୍ରା ପୁସ୍ତକ 16:25
ସପ୍ତମ ଦିବସ, ମାଶାେ ଲୋକମାନଙ୍କୁ କହିଲେ, ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ଯ ଦିବସ। ତେଣୁ ତୁମ୍ଭମାନେେ କ୍ଷତକେୁ ଆଜି କହେି ନୟାଇ ରଖାୟାଇଥିବା ଖାଦ୍ୟକୁ ଭକ୍ଷଣ କର।
ଯାତ୍ରା ପୁସ୍ତକ 12:42
ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।
ଯାତ୍ରା ପୁସ୍ତକ 12:14
ତେଣୁ ତୁମ୍ଭମାନେେ ଭଲଭାବେ ମନରେଖ ଯେ, ଆଜି ରାତ୍ରିଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀଯ ଦିନ ହବେ। ତୁମ୍ଭମାନେେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପଚାଳନ କରିବ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ଏହି ପର୍ବ ପ୍ରତିବର୍ଷ ପାଳନ କରିବେ।
ଯୋହନଲିଖିତ ସୁସମାଚାର 6:28
ଲୋକମାନେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ କ'ଣ କ'ଣ କରିବା ଉଚିତ ବୋଲି ପରମେଶ୍ବର ଚାହାଁନ୍ତି?