ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:16 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:16

Romans 14:16
ତୁମ୍ଭ ଦ୍ବାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ।

Romans 14:15Romans 14Romans 14:17

Romans 14:16 in Other Translations

King James Version (KJV)
Let not then your good be evil spoken of:

American Standard Version (ASV)
Let not then your good be evil spoken of:

Bible in Basic English (BBE)
Let it not be possible for men to say evil about your good:

Darby English Bible (DBY)
Let not then your good be evil spoken of;

World English Bible (WEB)
Then don't let your good be slandered,

Young's Literal Translation (YLT)
Let not, then, your good be evil spoken of,

Let
spoken
be
of:
not
μὴmay
then
βλασφημείσθωblasphēmeisthōvla-sfay-MEE-sthoh
your
οὖνounoon

ὑμῶνhymōnyoo-MONE
good
τὸtotoh
evil
ἀγαθόνagathonah-ga-THONE

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:17
ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:29
ତୁମ୍ଭମାନେେ ଏହାକୁ ଭୁଲ ବିବଚେନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବଚେନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହତେୁ ମାେ ନିଜର ସ୍ବାଧୀନତା ରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:20
ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା'ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟ ରେ ଆମ୍ଭେ ସାବଧାନ ଅଛୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।