ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:3 in Oriya

ଓଡିଆ ଓଡିଆ ବାଇବେଲ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11 ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:3

Romans 11:3
ଏଲିୟ କହିଥିଲେ: ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ଯଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ୟଜ୍ଞବଦେି ସବୁ ଭାଗିଂଛନ୍ତି। କବଳେ ମୁଁ ଜଣେ ଭବିଷ୍ଯଦ୍ ବକ୍ତା ବଞ୍ଚିଛି, ସମାନେେ ମାେତେ ମଧ୍ଯ ମାରି ଦବୋ ପାଇଁ ଚେଷ୍ଟା କରୁଛନ୍ତି।

Romans 11:2Romans 11Romans 11:4

Romans 11:3 in Other Translations

King James Version (KJV)
Lord, they have killed thy prophets, and digged down thine altars; and I am left alone, and they seek my life.

American Standard Version (ASV)
Lord, they have killed thy prophets, they have digged down thine altars; and I am left alone, and they seek my life.

Bible in Basic English (BBE)
Lord, they have put your prophets to death, and made waste your altars, and now I am the last, and they are searching for me to take away my life.

Darby English Bible (DBY)
Lord, they have killed thy prophets, they have dug down thine altars; and *I* have been left alone, and they seek my life.

World English Bible (WEB)
"Lord, they have killed your prophets, they have broken down your altars; and I am left alone, and they seek my life."

Young's Literal Translation (YLT)
`Lord, Thy prophets they did kill, and Thy altars they dug down, and I was left alone, and they seek my life;'

Lord,
ΚύριεkyrieKYOO-ree-ay
they
have
killed
τοὺςtoustoos
thy
προφήταςprophētasproh-FAY-tahs

σουsousoo
prophets,
ἀπέκτεινανapekteinanah-PAKE-tee-nahn
and
καὶkaikay
digged
down
τὰtata
thine
θυσιαστήριάthysiastēriathyoo-see-ah-STAY-ree-AH

σουsousoo
altars;
κατέσκαψανkateskapsanka-TAY-ska-psahn
and
I
κἀγὼkagōka-GOH
am
left
ὑπελείφθηνhypeleiphthēnyoo-pay-LEE-fthane
alone,
μόνοςmonosMOH-nose
and
καὶkaikay
they
seek
ζητοῦσινzētousinzay-TOO-seen
my
τὴνtēntane

ψυχήνpsychēnpsyoo-HANE
life.
μουmoumoo

Cross Reference

ପ୍ରଥମ ରାଜାବଳୀ 18:4
ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।

ପ୍ରଥମ ରାଜାବଳୀ 18:13
ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷବଲେ ଯେତବେେଳେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସମାନଙ୍କେ ମଧ୍ଯରୁ ଏକଶତ ଭବିଷ୍ଯଦ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଦୁଇଟି ଗହ୍ବର ରେ ଲୁଗ୍ଭଇ ରଖିଥିଲି ଓ ସମାନଙ୍କେୁ ଅନ୍ନ ଜଳ ଦଇେ ଭରଣ ପୋଷଣ କରିଥିଲି।

ପ୍ରଥମ ରାଜାବଳୀ 18:30
ତା'ପରେ ଏଲିଯ ଲୋକମାନଙ୍କୁ ଡାକି କହିଲେ, ବର୍ତ୍ତମାନ ତୁମ୍ଭମାନେେ ମାେ ନିକଟକୁ ଆସ। ତେଣୁ ସମାନେେ ଏଲିଯର ଗ୍ଭରି ପାଖ ରେ ଏକତ୍ରୀତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ୟାଇଥିବା ୟଜ୍ଞବଦେୀକୁ ଏଲିଯ ପୁନନିର୍ମାଣ କଲେ।

ପ୍ରଥମ ରାଜାବଳୀ 19:10
ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।

ଯିରିମିୟ 2:30
ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ନିହିମିୟା 9:26
ତଥାପି ସମାନେେ ଅନାଜ୍ଞାବହ ହେଲେ। ସମାନେେ ତୁମ୍ଭ ବିରୁଦ୍ଧ ରେ ଦ୍ରୋହାଚରଣ କଲେ। ସମାନେେ ତୁମ୍ଭର ବ୍ଯବସ୍ଥା ନିଜ ପଛକୁ ପକାଇଲେ। ସମାନେେ ତୁମ୍ଭର ଯେଉଁ ଭବିଷ୍ଯଦ୍ବକ୍ତାମାନେ ତୁମ୍ଭ ପାଖକୁ ଫରେି ଆସିବା ପାଇଁ ୟୁକ୍ତି କଲେ, ସମାନଙ୍କେୁ ହତ୍ଯା କଲେ ସମାନେେ ସହେି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀଯ କାର୍ୟ୍ଯ କଲେ।