ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:21 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:21

Revelation 9:21
ଏହା ବ୍ଯତୀତ ସମାନେେ ସମାନଙ୍କେର ନରହତ୍ଯା, ଗୁଣିବିଦ୍ଯା, ୟୌନଗତପାପ କିମ୍ବା ଚୋରୀପାପ ପରିତ୍ଯାଗ କଲେ ନାହିଁ କି ସେଥିରୁ ମନ ଫରୋଇ ଅନୁତାପ କଲେ ନାହିଁ।

Revelation 9:20Revelation 9

Revelation 9:21 in Other Translations

King James Version (KJV)
Neither repented they of their murders, nor of their sorceries, nor of their fornication, nor of their thefts.

American Standard Version (ASV)
and they repented not of their murders, nor of their sorceries, nor of their fornication, nor of their thefts.

Bible in Basic English (BBE)
And they had no regret for putting men to death, or for their use of secret arts, or for the evil desires of the flesh, or for taking the property of others.

Darby English Bible (DBY)
And they repented not of their murders, nor of their witchcrafts, nor of their fornication, nor of their thefts.

World English Bible (WEB)
They didn't repent of their murders, nor of their sorceries,{The word for "sorceries" (pharmakeia) also implies the use of potions, poisons, and drugs} nor of their sexual immorality, nor of their thefts.

Young's Literal Translation (YLT)
yea they did not reform from their murders, nor from their sorceries, nor from their whoredoms, nor from their thefts.

Neither
καὶkaikay

they
οὐouoo
repented
μετενόησανmetenoēsanmay-tay-NOH-ay-sahn
of
ἐκekake
their
τῶνtōntone

φόνωνphonōnFOH-none
murders,
αὐτῶνautōnaf-TONE
nor
οὔτεouteOO-tay
of
ἐκekake
their
τῶνtōntone

φαρμακειῶνpharmakeiōnfahr-ma-kee-ONE
sorceries,
αὐτῶνautōnaf-TONE
nor
οὔτεouteOO-tay
of
ἐκekake
their
τῆςtēstase

πορνείαςporneiaspore-NEE-as
fornication,
αὐτῶνautōnaf-TONE
nor
οὔτεouteOO-tay
of
ἐκekake
their
τῶνtōntone

κλεμμάτωνklemmatōnklame-MA-tone
thefts.
αὐτῶνautōnaf-TONE

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:8
କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:5
ତା'ର କପାଳ ରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲଖାେ ହେଲା :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:2
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।

ଯିଶାଇୟ 47:9
ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।

ଯିଶାଇୟ 47:12
ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:15
କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:2
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:23
ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:3
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:6
ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:8
ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:15
ଦ୍ବିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦବୋ ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସହେି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସମାନଙ୍କେୁ ମୃତ୍ଯୁଦଣ୍ଡର ଆଦେଶ ଦବେ।

ଦାନିଏଲ 7:21
ଆଉ ମୁଁ ଦେଖିଲି ସହେି ଶିଙ୍ଗ ପରମେଶ୍ବରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସମାନଙ୍କେୁ ବଧ କଲା।

ଦାନିଏଲ 11:33
ଲୋକମାନଙ୍କ ମଧିଅରେ ଯେଉଁମାନେ ଜ୍ଞାନୀ, ସମାନେେ ଅନକଙ୍କେୁ ଉପଦେଶ ଦବେେ। ତଥାପି ବହୁଦିନ ପର୍ୟ୍ଯନ୍ତ ସମାନେେ ଖଡ୍ଗ ରେ, ଅଗ୍ନି ଶିଖା ରେ, ବନ୍ଦୀ ଅବସ୍ଥା ରେ ଓ ଲୁଟ ରେ ପତିତ ହବେେ।

ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ମାଥିଉଲିଖିତ ସୁସମାଚାର 15:19
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:21
ମୁଁ ଭୟ କରୁଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ସେତବେେଳେ ତୁମ୍ଭମାନଙ୍କ ଆଗ ରେ ମାରେ ପରମେଶ୍ବର ମାେତେ ଲଜ୍ଜା ନ ଦିଅନ୍ତୁ। ଯେ ହତେୁ ତୁମ୍ଭମାନଙ୍କ ଭିତରୁ ଅନକେେ ପାପ କରିଥିବାରୁ, ମୁଁ ଦୁଃଖିତ ହବେି। କାରଣ ସହେି ଲୋକମାନେ ସମାନଙ୍କେର ପାପର ଜୀବନ ନିମନ୍ତେ ଦୁଃଖିତ ହାଇେ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସମାନଙ୍କେର ୟୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ୟ୍ଯ କରୁ ଥିବାରୁ, ମାେତେ ଶାେକ କରିବାକୁ ପଡ଼ିବ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:20
ମୂର୍ତ୍ତିପୂଜା, ଯାଦୁବିଦ୍ଯା, ଘୃଣା, ଝଗଡ଼ା, ଈର୍ଷା, କୋର୍ଧ, ସ୍ବାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:7
ସମାନଙ୍କେର ସାକ୍ଷ୍ଯ ଦବୋ ସମୟ ସରିୟିବା ପରେ ସହେି ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ସେ ସମାନଙ୍କେୁ ପରାସ୍ତ କରି ହତ୍ଯା କରିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:7
ତାହାକୁ ପରମେଶ୍ବରଙ୍କ ପବିତ୍ ରେଲାକ ବିରୁଦ୍ଧ ରେ ୟୁଦ୍ଧ କରି ସମାନଙ୍କେୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:13
ଏହି ଦ୍ବିତୀୟ ପଶୁ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରେ। ଲୋକମାନେ ଦେଖୁଥିଲା ବେଳେ ସେ ଆକାଶରୁ ପୃଥିବୀ ଉପରେ ଅଗ୍ନିବର୍ଷା କଲେ।

ଯିଶାଇୟ 57:3
ହେ ୟାଦୁକାର ଓ ବ୍ଯଭିଚାରିଣୀ ଓ ବ୍ଯଭିଚାରିଣୀର ସନ୍ତାନଗଣ ନିକଟକୁ ଆସ।