ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:2 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:2

Revelation 6:2
ସେଥି ରେ ମୁଁ ମାରେସମ୍ମୁଖ ରେ ଗୋଟିଏ ଧଳା ଘାଡ଼ୋ ଦେଖିଲି। ସହେି ଘୋଡ଼ାର ଆ ରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜଯୀ ହାଇେ ଆହୁରି ଜୟ କରିବାକୁ ବାହାରିଗଲେ।

Revelation 6:1Revelation 6Revelation 6:3

Revelation 6:2 in Other Translations

King James Version (KJV)
And I saw, and behold a white horse: and he that sat on him had a bow; and a crown was given unto him: and he went forth conquering, and to conquer.

American Standard Version (ASV)
And I saw, and behold, a white horse, and he that sat thereon had a bow; and there was given unto him a crown: and he came forth conquering, and to conquer.

Bible in Basic English (BBE)
And I saw a white horse, and he who was seated on it had a bow; and there was given to him a crown: and he went out with power to overcome.

Darby English Bible (DBY)
And I saw: and behold, a white horse, and he that sat upon it having a bow; and a crown was given to him, and he went forth conquering and that he might conquer.

World English Bible (WEB)
And behold, a white horse, and he who sat on it had a bow. A crown was given to him, and he came forth conquering, and to conquer.

Young's Literal Translation (YLT)
and I saw, and lo, a white horse, and he who is sitting upon it is having a bow, and there was given to him a crown, and he went forth overcoming, and that he may overcome.

And
καὶkaikay
I
saw,
εἶδονeidonEE-thone
and
καὶkaikay
behold
ἰδού,idouee-THOO
a
white
ἵπποςhipposEEP-pose
horse:
λευκόςleukoslayf-KOSE
and
καὶkaikay
he
hooh
that
sat
καθήμενοςkathēmenoska-THAY-may-nose
on
ἐπ'epape
him
αὐτῷautōaf-TOH
had
ἔχωνechōnA-hone
bow;
a
τόξονtoxonTOH-ksone
and
καὶkaikay
a
crown
ἐδόθηedothēay-THOH-thay
was
given
αὐτῷautōaf-TOH
unto
him:
στέφανοςstephanosSTAY-fa-nose
and
καὶkaikay
he
went
forth
ἐξῆλθενexēlthenayks-ALE-thane
conquering,
νικῶνnikōnnee-KONE
and
καὶkaikay
to
ἵναhinaEE-na
conquer.
νικήσῃnikēsēnee-KAY-say

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:11
ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14
ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।

ଯିଖରିୟ 6:3
ଧଳା ଅଶ୍ବଗୁଡିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ବଗୁଡିକ ଚତୁର୍ଥ ରଥକୁ ଟାଣୁଥିଲେ। ସଗେୁଡିକ ଶକ୍ତିଶାଳୀ ଅଶ୍ବ ଥିଲେ।

ଯିଖରିୟ 1:8
ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:18
ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କୋରଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କୋରଧର ସମୟ ଉପସ୍ଥିତ, ମୃତମାନଙ୍କର ବିଚାର ସମୟ ଆସିଛି ; ତୁମ୍ଭ ସବେକମାନଙ୍କୁ ଭବିଷ୍ଯତ୍ ବକ୍ତାମାନଙ୍କୁ ପୁରସ୍କାର ଦବୋର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରେତ୍ୟକକଙ୍କୁ ପୁରସ୍କାର ଦବୋର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହାଇେଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:2
ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14
ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:14
ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:21
ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:3
ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:55
ମୃତ୍ଯୁ ତୁମ୍ଭର ବିଜୟ କେଉଁଠା ରେ ଅଛି ? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠା ରେ ଅଛି ହାେେଶୟ 13;14

ଗୀତସଂହିତା 76:7
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।

ଗୀତସଂହିତା 98:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଗୀତସଂହିତା 110:2
ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।

ଯିଶାଇୟ 25:8
ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହବେ। ମାରେ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦବେେ। ଅତୀତ ରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ବର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦବେେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

ଯିଖରିୟ 6:11
ସହେି ରେ ୗପ୍ୟ ଓ ସୁବର୍ଣ୍ଣ ରେ ମୁକୁଟ ନିର୍ମାଣ କର ଓ ସହେି ମୁକୁଟକୁ ମହାୟାଜକ ୟିହୋଷାଦଙ୍କ ପୁତ୍ର ଯିହାଶୂେୟ ମସ୍ତକରେ ରଖ। ଯିହାଶୂେୟ ଜଣେ ମହାୟାଜକ ଓ ସେ ୟିହୋଷାଦକଙ୍କ ପୁତ୍ର ଥିଲେ। ତା'ପ ରେ ଏହିସବୁ ତାଙ୍କୁ କୁହ:

ମାଥିଉଲିଖିତ ସୁସମାଚାର 28:18
ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:18
ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:25
କିନ୍ତୁ ଯେତେ ଦିନ ପର୍ୟ୍ଯନ୍ତ ପରମେଶ୍ବର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, େସତଦେିନ ପର୍ୟ୍ଯନ୍ତ ଖ୍ରୀଷ୍ଟ ରାଜତ୍ବ କରିବେ।

ଗୀତସଂହିତା 45:3
ହେ ବୀର ତୁମ୍ଭର ଖଡ୍ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶାେଭା ପାଉ।