Revelation 19

fullscreen11 ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।

fullscreen12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ବଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନକେ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳ ରେ ଗୋଟିଏ ନାମ ଲଖାେ ଯାଇଥିଲା, କିନ୍ତୁ ତାହାଙ୍କ ବ୍ଯତୀତ ଅନ୍ୟ କହେି ସେ ନାମ ଜାଣି ନ ଥିଲେ।

fullscreen13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ 'ପରମେଶ୍ବରଙ୍କ ବାକ୍ଯ'।

fullscreen14 ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।

fullscreen15 ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।

fullscreen16 ତାହାଙ୍କ ପୋଷାକ ଓ ଜଙ୍ଘଦେଶ ରେ ଏହା ଲଖାେଥିଲା :

fullscreen17 ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।

fullscreen18 ଆସ, ତୁମ୍ଭମାନେେ ଏକାଠି ହାଇେ ରାଜା, ସନୋପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ବ ଓ ସମାନଙ୍କେର ଆ ରୋହୀଙ୍କର ଓ ସ୍ବାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।

fullscreen19 ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।

fullscreen20 କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।

11 And I saw heaven opened, and behold a white horse; and he that sat upon him was called Faithful and True, and in righteousness he doth judge and make war.

12 His eyes were as a flame of fire, and on his head were many crowns; and he had a name written, that no man knew, but he himself.

13 And he was clothed with a vesture dipped in blood: and his name is called The Word of God.

14 And the armies which were in heaven followed him upon white horses, clothed in fine linen, white and clean.

15 And out of his mouth goeth a sharp sword, that with it he should smite the nations: and he shall rule them with a rod of iron: and he treadeth the winepress of the fierceness and wrath of Almighty God.

16 And he hath on his vesture and on his thigh a name written, KING OF KINGS, AND LORD OF LORDS.

17 And I saw an angel standing in the sun; and he cried with a loud voice, saying to all the fowls that fly in the midst of heaven, Come and gather yourselves together unto the supper of the great God;

18 That ye may eat the flesh of kings, and the flesh of captains, and the flesh of mighty men, and the flesh of horses, and of them that sit on them, and the flesh of all men, both free and bond, both small and great.

19 And I saw the beast, and the kings of the earth, and their armies, gathered together to make war against him that sat on the horse, and against his army.

20 And the beast was taken, and with him the false prophet that wrought miracles before him, with which he deceived them that had received the mark of the beast, and them that worshipped his image. These both were cast alive into a lake of fire burning with brimstone.

Revelation 19 in Tamil and English

11 ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।
And I saw heaven opened, and behold a white horse; and he that sat upon him was called Faithful and True, and in righteousness he doth judge and make war.

12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ବଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନକେ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳ ରେ ଗୋଟିଏ ନାମ ଲଖାେ ଯାଇଥିଲା, କିନ୍ତୁ ତାହାଙ୍କ ବ୍ଯତୀତ ଅନ୍ୟ କହେି ସେ ନାମ ଜାଣି ନ ଥିଲେ।
His eyes were as a flame of fire, and on his head were many crowns; and he had a name written, that no man knew, but he himself.

13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ 'ପରମେଶ୍ବରଙ୍କ ବାକ୍ଯ'।
And he was clothed with a vesture dipped in blood: and his name is called The Word of God.

14 ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।
And the armies which were in heaven followed him upon white horses, clothed in fine linen, white and clean.

15 ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।
And out of his mouth goeth a sharp sword, that with it he should smite the nations: and he shall rule them with a rod of iron: and he treadeth the winepress of the fierceness and wrath of Almighty God.

16 ତାହାଙ୍କ ପୋଷାକ ଓ ଜଙ୍ଘଦେଶ ରେ ଏହା ଲଖାେଥିଲା :
And he hath on his vesture and on his thigh a name written, KING OF KINGS, AND LORD OF LORDS.

17 ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।
And I saw an angel standing in the sun; and he cried with a loud voice, saying to all the fowls that fly in the midst of heaven, Come and gather yourselves together unto the supper of the great God;

18 ଆସ, ତୁମ୍ଭମାନେେ ଏକାଠି ହାଇେ ରାଜା, ସନୋପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ବ ଓ ସମାନଙ୍କେର ଆ ରୋହୀଙ୍କର ଓ ସ୍ବାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।
That ye may eat the flesh of kings, and the flesh of captains, and the flesh of mighty men, and the flesh of horses, and of them that sit on them, and the flesh of all men, both free and bond, both small and great.

19 ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।
And I saw the beast, and the kings of the earth, and their armies, gathered together to make war against him that sat on the horse, and against his army.

20 କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।
And the beast was taken, and with him the false prophet that wrought miracles before him, with which he deceived them that had received the mark of the beast, and them that worshipped his image. These both were cast alive into a lake of fire burning with brimstone.